ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ବ୍ୟାଟିଂର ଟେଷ୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଶୀର୍ଶ ୧୦ ଜଣଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ…
ଦିଲ୍ଲୀ ହାଇକୋର୍ଟଙ୍କ ଅବମାନନା ନୋଟିସ ତଥା ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଯୋଗାଣ ଅଭାବରୁ ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମାମଲାର ତୁରନ୍ତ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ରେକର୍ଡ କରୁଛି। ଏହାରି ଭିତରେ ଟୀକାକରଣ ଏବଂ କରୋନା ଟେଷ୍ଟିଂ ଅଭିଯାନ ମଧ୍ୟ ଚାଲୁ ରହିଛି। ତେବେ RTPCR ପକ୍ଷରୁ ଏବେ ଏକ ନୂଆ…
କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ରବିବାର ଘୋଷଣା ହେବା ପରେ ହିଁ ରାଜ୍ୟର ଅଧିକାଂଶ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଏହି ହିଂସା ପଛରେ ଟିଏମସିର ପ୍ରମୁଖ ହାତ ରହିଛି ବୋଲି ବିଜେପି ଦାବି କରିଛି। ଏଥିସହ ଏହି ହିଂସାରେ…
ନୂଆଦିଲ୍ଲୀ: ପୁଣି ଖସିବ ଅଭିବୃଦ୍ଧି ହାର । କରୋନା କାଳରେ ପୁଣି ଭାଙ୍ଗିବ ଭାରତର ଆର୍ଥିକ ମେରୁଦଣ୍ଡ । ଖସିବ ଜିଡିପି । ଏଭଳି ଆକଳନ କରିଛି ଆମେରିକାର ଏକ ଘରୋଇ ସଂସ୍ଥା । କରୋନା ସମୟରେ ଭାରତରେ ଲକଡାଉନ ସ୍ଥିତି…
ହାଇଦ୍ରାବାଦ: କରୋନା ଯୋଗୁଁ ସାରା ଦେଶରେ ହାହାକାର ପରିସ୍ଥିତି । ଏହାରି ମଧ୍ୟରେ ଏବେ ଖବର ସାମ୍ନାକୁ ଆସିଛି ଯେ, ପଶୁମାନଙ୍କଠାରେ ମଧ୍ୟ କରୋନାର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଛି । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ଟି ଏସୀୟ ସିଂହଙ୍କଠାରେ…
ନୂଆଦିଲ୍ଲୀ: ନିଜ ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ଏବେ ପୁଣି ଚର୍ଚ୍ଚାରେ। ବିବାଦୀୟ ଟୁଇଟ କରି ଲୋକଙ୍କ ରୋଷର ଶିକାର ହେଉଥିବା କଙ୍ଗନା ପୁଣି ଏକ ବିବାଦରେ ଫସିଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ…
ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ଭାରତୀୟ ଜନତା ପାର୍ଟି। ତାମିଲନାଡୁ, କେରଳରେ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ତାମିଲନାଡୁରେ ଶାସକ ଏଆଇଏଡିଏମକେକୁ ପଛରେ ପକାଇ ସଂଖ୍ୟା ଗରିଷ୍ଠତା ହାସଲ କରୁଛି ଏମକେ ଷ୍ଟାଲିନଙ୍କ ପାର୍ଟି ଡିଏମକେ। ୨୩୪…
ନୂଆଦିଲ୍ଲୀ: ଆସିବ ଫୈସଲା। ଜନତା ଜନାର୍ଦ୍ଦନା ବାଛିଛନ୍ତି ନିଜ ପସନ୍ଦର ନେତା। କିଏ ଗାଦି ବଜାୟ ରଖିବ ? ତ ପୁଣି କିଏ କ୍ଷମତାଚ୍ୟୁତ ହେବ। ଏକଜିଟ୍ ପୋଲ୍ ସତ ହେବ ନା ବିହାର ଭଳି ପରିସ୍ଥିତି ଦେଖିବାକୁ ମିଳିବ। କରୋନା…
ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଅଭାବ ଦୂର କରିବା ଲାଗି ବେଲଜିୟମରୁ ୯ ହଜାର ଭାଏଲ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଭୋରରୁ ସ୍ୱତନ୍ତ୍ର ବିମାନରେ ରେମଡେସିଭିର୍ ଇଂଜେକସନ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ…
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର…
ଯାଜପୁର: ବିବାହ ପରେ ପାଠ ପଢ଼ିବା ପାଇଁ ବାପ ଘରକୁ ଯାଉଥିଲା ବୋହୂ। କିଛିଦିନ ସବୁକିଛି ଠିକଠାକ ଚାଲିଥିବାବେଳେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। ଆଉ ସବୁ ଦିନ ପାଇଁ ବାପ ଘରେ ରହିଗଲା ବୋହୂ। ପୁଣି ଥରେ ଝିଅର…