• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

India - China
ଅରୁଣାଚଳ ପ୍ରଦେଶ ସୀମାରେ ବଦମାସୀ କଲା ଚୀନ୍‌, ଉତ୍ତମ ମଧ୍ୟମ ଦେଲା ଭାରତ

ଗୋଟିଏ ପଟେ ଗଲୱାନ୍‌ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।

Anand Mahindra
ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ଭାଇରାଲ କରି ଜୀବନ ଦର୍ଶନ ଦେଲେ ଆନନ୍ଦ ମହିନ୍ଦ୍ରା..

ଶ୍ରୀ ମହିନ୍ଦ୍ରା ସେୟାର କରିଥିବା ଭିଡିଓରେ ଏକ ଏରୋପ୍ଲେନ୍‌ ଦେଖାଯାଉଛି । ଯାହାକି ଦୂରରୂ ଦେଖିଲେ ଲାଗୁଛି ଏକ ବଡ଼ ବିମାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବ ।

Crocodile
କୁମ୍ଭୀର ଡ୍ରେସ ପିନ୍ଧି ସତ କୁମ୍ଭୀର ପାଖରେ ଶୋଇଛି ମଣିଷ, ତା ଗୋଡ଼କୁ ବି ଟାଣିଦେଉଛି ! ଦେଖନ୍ତୁ ଭିଡିଓ

ଭାଇରାଲ ଭିଡିଓରେ ଜଣେ ଯୁବକ କୁମ୍ଭୀର ଡ୍ରେସ୍‌ ପିନ୍ଧି ସତ ସତିକା କୁମ୍ଭୀର ସହ ଖେଳୁଛନ୍ତି । ଖାଲି ଖେଳୁଛନ୍ତି ତାହା ନୁହେଁ, କୁମ୍ଭୀରର ଗୋଡ଼ ମଧ୍ୟ ଭିଡ଼ୁଛନ୍ତି ।

Dharmendra
ଜନ୍ମ ଦିନରେ କେକ୍‌ କାଟି ଫଟୋ ସେୟାର କଲେ ଧର୍ମେନ୍ଦ୍ର, ଝିଅ ଦେଲା ଏମିତି କମେଣ୍ଟ

ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ କିଏ କ’ଣ ଲେଖିଲେ ଚାଲନ୍ତୁ ଜାଣିବା...

Tata Nano
ଏଥର ନୂଆ ରୂପରେ ନୂଆ ଢ଼ଙ୍ଗରେ, ବଜାରକୁ ଆସିବ ଇ-ଭେହିକିଲ ଟାଟା ନାନୋ

ଇଏ ହେଉଛି ସେହି ଟାଟା ନାନୋ କାର, ଯାହାର ଦାମ ଏକ ବାଇକ୍‌ ଭଳି ଥିଲା । ଦେଶରେ ସବୁଠଉ ଶସ୍ତା କାର ଭାବେ ବେଶ୍‌ ଚର୍ଚ୍ଚିତ ଥିଲା ନାନୋ ।

Smart Phone
ନୂଆ ଟେକ୍ନୋଲୋଜି ! ଚାଲିଲେ ବାହାରିବ ବିଦ୍ୟୁତ, ଆପେ ଚାର୍ଜ ହେବ ବିଦ୍ୟୁତ ଉପକରଣ

ଛୋଟଛୋଟ ଇଲେକ୍ଟ୍ରୋନିକ୍‌ ଡିଭାଇସ ବ୍ୟବହାର କରିବା ପାଇଁ ଏହି ଶକ୍ତି ଯଥେଷ୍ଟ ବୋଲି ବିଶେଷଜ୍ଞ ଯୋଶିମୁରା କହିଛନ୍ତି । 

Tragic Strory
କାନ୍ଦି କାନ୍ଦି ନୟାନ୍ତ, କେମିତି ଚଳିବେ ? ସ୍ୱାମୀ ଚାଲିଗଲେ, ପୁଅ-ଝିଅ଼-ଶାଶୁଙ୍କ କଥା ବୁଝିବ କିଏ ?

ଜ୍ୱର ଅତ୍ୟଧିକ ହେବାରୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ବିପିନଙ୍କୁ ନେଇଥିଲେ ପରିବାର ଲୋକ ।

Koraput
ପିଲାଠୁ ବୁଢ଼ା.. ନାଚିଲେ-ଗାଇଲେ, ପାହାଡ଼ ଚଢ଼ିଲେ-ମସ୍ତି କଲେ.. ଲୋକଙ୍କୁ ସଚେତନ ବି କଲେ

ଯୁବବର୍ଗ ଯେପରି ପଥବ୍ରଷ୍ଟ ହେଉଛନ୍ତି ସେଥିରୁ ମୁକ୍ତି ହେବା ସହ ଯୁବକମାନଙ୍କ ମନବଳକୁ ସୁଦୃଢ କରିବା ।

Olive Ridley
ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡା ଦାନ, କଡ଼ା ସୁରକ୍ଷା ବଳୟରେ ଦେବୀ ମୁହାଣରୁ ଧାମରା

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମାଗମ । କଇଁଛ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସଚେତନତା ଶିବିର ।

Irrigation
ଦୁଃଖ ବୁଝିବ କିଏ ? କ’ଣ କରୁଛନ୍ତି ସରକାର ? ଧାନ ବଦଳରେ ଅଗାଡ଼ି କାଟୁଛନ୍ତି ଚାଷୀ !

ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା ।

Paddy - Mandi
ଚାଷୀଙ୍କ ବଡ଼ ଚିନ୍ତା, ମଣ୍ଡି ଖୋଲୁନି ଧାନ ବିକ୍ରି ହେଉନି..!

କେଉଁଠି ଆଦୌ ଖୋଲିନି ତ ଆଉ କେଉଁଠି ଦେଖା ନାହାନ୍ତି ମିଲର୍ସ ।

Gujarat BJP Record
ଗୁଜରାଟରେ ରେକର୍ଡ କଲା, ଇତିହାସ ଲେଖିଲା ବିଜେପି..

ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି,  ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି ।

Old Age Love Story
ନିଆରା ପ୍ରେମ କାହାଣୀ ! ବର ୬୩କୁ କନିଆ ୬୫

ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ ।

Elon Musk
କର୍ମଚାରୀଙ୍କ ପାଇଁ ଅଫିସ୍‌ ରୁମ୍‌କୁ ବେଡ୍‌ରୁମ୍‌ ଭଳି ସଜାଇଲେ ଏଲନ୍‌.. ଜାଣନ୍ତୁ କାରଣ..

ସାନ୍‌ଫ୍ରାନସିସ୍‌କୋରେ ଥିବା ଟ୍ୱିଟର ହେଡ୍‌ ଅଫିସ୍‌ର ଅଧିକାଂଶ ଫ୍ଲୋରକୁ ବେଡ୍‌ରୁମ୍‌ ଭଳି ସଜାଇଛନ୍ତି ଏଲନ୍ ।

gold necklace
Today Gold Price 7th Dec 2022: ବିବାହ ଋତୁରେ ବଢ଼ିଲା ସୁନା ଦର, ଖସିଲା ରୂପା ! ଯାଞ୍ଚ କରନ୍ତୁ ରେଟ୍...

ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି ।

Hotel FireMishap
ହୁତୁ ହୁତୁ ହୋଇ ଜଳୁଛି ହୋଟେଲ..

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ, ପାଖ ଦୋକାନକୁ ବ୍ୟାପିବାର ଆଶଙ୍କା ରହିଛି ।

Padmapur Bypoll
କିଏ ପିନ୍ଧିବ ବିଜୟ ମୁକୁଟ ? ବରିଷ୍ଠ ନେତା- ସାମ୍ବାଦିକ-ବିଶେଷଜ୍ଞ କ’ଣ କରିଛନ୍ତି ଆକଳନ ?

ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ବିଭିନ୍ନ ଭିଡିଓ ଭାଇରାଲ ସହ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଥିଲେ ଉଭୟ ଦଳ । ଆଉ ନିର୍ବାଚନ ସରିବା ପରେ ବି ଥମିନଥିଲା ଆରୋପ ପ୍ରତ୍ୟାରୋପ । 

IAS Coaching
ଫେଲ୍ ମାରିଲା IAS କୋଚିଂ, ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା

ବାଟବଣା ହେଲା ସରକାରୀ ଯୋଜନା । ହାତ ଟେକିଦେଲା ଘରୋଇ ସଂସ୍ଥା ।

MGNREGA
ମନରେଗାରେ ମହାଦୁର୍ନୀତି ! ନକଲି ନାଁରେ ଉଠୁଛି ଅସଲି ଟଙ୍କା.. ଦେଖନ୍ତୁ ଦୁର୍ନୀତିର କାହାଣୀ

ଚଂଚଳଙ୍କୁ ପଚାରିଲେ ସେ କହୁଛନ୍ତି ମୁଁ କୌଣସି କାମ କରି ନାହିଁ କି ମୋତେ କେହି ଟଙ୍କା ଦେଇ ନାହାନ୍ତି ।

Berhampur Stadium
ବର୍ଷ ବର୍ଷ ଧରି ଚାଲିଛି ଷ୍ଟାଡିୟମ ତିଆରି, କାମ ସରୁନି କି କାମରେ ଲାଗୁନି

ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।