ନିଜ ତିନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲେ ଶୁଭଦ୍ରା (୪୬) । ଆଉ ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ମିଳିଥିଲା ୫୧ ଲକ୍ଷ ଟଙ୍କା ।
ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍ ।
ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।
ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ ।
ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ।
ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା ।
ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି ।
ଫାଶି ହୋଇଥିଲେ ଭଲ ହୋଇଥାନ୍ତା କହିଲେ ମମିତାଙ୍କ ବାପା-ମା । ମମିତାଙ୍କ ଡିଏନ୍ଏ ରିପୋର୍ଟରେ ଅସଂଗତିକୁ ନେଇ ଦ୍ୱନ୍ଦ୍ୱ ।
ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଏୟାର ହୋଷ୍ଟେସ୍ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।
ପଞ୍ଚାନାମା ପାଇଁ ବୁର୍ଲାରୁ PMT ଡାକ୍ତର ଡକାଇବା କ’ଣ ଆବଶ୍ୟକ ଥିଲା ? ଏଭଳି ନାନା ପ୍ରଶ୍ନ କରିଛନ୍ତି ଗୋବିନ୍ଦଙ୍କ ଓକିଲ ।
ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ ।
ସଂସଦରେ ମିଲେଟ ମିଲ୍ର ସ୍ୱାଦ ଚାଖିଲେ ସାଂସଦ । ସାଂସଦ ଖାଇଲେ ମାଣ୍ଡିଆ ଓ ବାଜରା ପ୍ରସ୍ତୁତ ଖାଦ୍ୟ ।
ପରିବା ଚାଷୀଙ୍କୁ ଦାଉ ସାଧୁଛି ଅଭାବୀ ବିକ୍ରି ପନିପରିବାକୁ ଶାଗ-ମାଛ ଦରରେ ମାଗୁଛନ୍ତି ବେପାରୀ
ତାସହ ସ୍ୱାମୀ ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ କଳାହାଣ୍ଡିର କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ସୁଷମା ।
ବିଜେପିର ପ୍ରଶ୍ନ ମାରିଦେଲେ ନା ମରିବାକୁ ବାଧ୍ୟ କଲେ ? ଗୋବିନ୍ଦ ସାହୁ ମୃତ୍ୟୁର ହେଉ ସିବିଆଇ ତଦନ୍ତ-ବିଜେପି ।
ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରମୋସନ ଫନ୍ଦି ।
ଅର୍ଚ୍ଚନା ଥିବା ବେଳେ ମାଗି ମାଗି ଦେଲେନି, ଏବେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ
ଟ୍ୱିଟରରେ ବ୍ଲୁ-ଟିକ୍ ପାଇବା ପାଇଁ ୮ ଡଲାର ଦେବାକୁ ହେଉଛି । ଯିଏ ମାସିକ ଆଠ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୬୬୨ ଟଙ୍କା ଦେବ ସେମାନଙ୍କ ପାଇଁ ଟ୍ୱିଟରରେ ବ୍ଲୁ-ଟିକ୍ ଉପଲବ୍ଧ ହେବ ।
ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।