ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।
ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।
ସୋସିଆଲ ମିଡିଆରେ ଶାହରୁଖଙ୍କ ଲୁକ୍ସକୁ ନେଇ ଗୋଟିଏ ପଟେ ଜବରଦସ୍ତ ମନ୍ତବ୍ୟ ଆସୁଥିବା ବେଳେ ଦୀପିକାଙ୍କ ଡ୍ରେସ୍ ଓ ଡ୍ୟାନ୍ସକୁ ନେଇ ଉଠିଛି ବିବାଦ ।
AIIMS ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।
ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବିନ୍ଦ୍ର । ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଛନ୍ତି ।
ଏହି ନକଲି ରେଡ୍ ରୁପଚନ୍ଦ ମୁଖାର୍ଜୀ ଲେନ୍ ସ୍ଥିତ ସୁରେଶଙ୍କ ଘରେ ପଡ଼ିଥିଲା ।
ସମ୍ବଲପୁର କୋର୍ଟରୁମ୍ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।
ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ।
ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ଅଡୁଆ, ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କଲେ ଆବଶ୍ୟକ ପଡିବନି ସ୍ଥାୟୀ ବେଞ୍ଚ ।
ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି । ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି...
ମୁହର୍ତ୍ତକ ମଧ୍ୟରେ ଉଡ଼ିଯାଇଥିଲା ତାଙ୍କର ପ୍ରାଣବାୟୁ ।
ଫାଷ୍ଟ ଫୁଡ୍-ଜଙ୍କ ଫୁଡ୍ ଜମାନାରେ ବି କିଛି ଲୋକ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ୍ ଅଛନ୍ତି । ସେମାନେ ନିୟମିତ ବ୍ୟାୟାମ କରିବା ସହ ଜିମ୍ ଯାଉଛନ୍ତି ।
ଅଭିଯୁକ୍ତ ପୁଅ ବିଠାଲା କୁଲାଲିକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସ୍ୱିଜରଲ୍ୟାଣ୍ଡରେ ଅଗଷ୍ଟ ୨୩ରେ ସେ ମୃତ୍ୟୁ ବରଣ କରିବେ ବୋଲି ଦିନ ବାଛିନେଲେ । ସେବେଠାରୁ ସେ ଡାକ୍ତରଙ୍କ ପରାମର୍ଶ ସହ ବଞ୍ଚିବା ମଧ୍ୟ ଆରମ୍ଭ କଲେ । ଆଉ ଅନୁଭୂତିକୁ ଶବ୍ଦରେ ବଖାଣିଲେ ।
ଆଜି ଠାରୁ ତତ୍କାଳ ସସ୍ପେଣ୍ତ ଲାଗି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି ।
ଷ୍ଟାଣ୍ଡିଂ କମିଟିର ଏଭଳି ପ୍ରସ୍ତାବ ଦ୍ୱାରା ଟବାକୋ ବ୍ୟବହାର ଅପେକ୍ଷାକୃତ କମ୍ ହେବ ବୋଲି ଆଶା କରାଯାଉଛି ।
ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।
ଇନ୍ପୋସିଟି ଥାନା ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ କହିବା ସହ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରାକୁ ସ୍ଥାନୀୟ ଲୋକେ ବହୁଳ ମାତ୍ରାରେ ସମର୍ଥନ ଦେଇଥିବାରୁ ରାହୁଲ ଏଥିପାଇଁ ରାଜସ୍ଥାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପଦ୍ମପୁର ଫଳ ଆସିବା ପରଠୁ ସବୁ ଦଳରେ ଗୋହି ଖୋଳା ଖୋଳି । ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ।