• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Viral Video
ଜନ୍ମ ଦିନରେ ଖଣ୍ଡାରେ କେକ୍‌ କାଟିଲେ ଯୁବକ, ଭିଡିଓ ଭାଇରାଲ

ଏହି ଭିଡିଓ ନୟାପଲ୍ଲି ଥାନା ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ନୟାପଲ୍ଲି ଥାନା ପୋଲିସ୍ ତନାଘନା ଚଳାଇଛି ।

Mosquitoes Bite
କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ! ହେଲେ କାହିଁକି ? ଆପଣ ହେଉଛନ୍ତି କି ମଶାର ଶିକାର...

ମଶାମାନେ ଲୋକ ଚିହ୍ନି ତାକୁ କାମୁଡ଼ିଥାନ୍ତି । ତେବେ ଆଜି ଆମେ ସେହି କଥା ଆପଣଙ୍କୁ କହିବୁ । କେଉଁମାନଙ୍କୁ ମଶାମାନେ ଅଧିକ କାମୁଡ଼ିଥାନ୍ତି ।

SDJM
ଶୁଣାଣି ବେଳେ ଜଜ୍‌ଙ୍କୁ ଛୁରା ଦେଖାଇଲେ ଯୁବକ

ଘଟଣା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକ ଅଟକ ।

Life In Latrin
ପାଇଖାନାରେ ବିତୁଛି ତୁଳସୀଙ୍କ ଜୀବନ, ସେଇଠି ରହିବା-ଖାଇବା-ଶୋଇବା

ଘର ନାହିଁ କି ଦୁଆର ନାହିଁ । କେମିତି ରହିବେ ? କେଉଁଠି ରହିବେ ? ସେହି ଚିନ୍ତାରେ ଦିନ କାଟୁକାଟୁ ଏଇ ପାଇଖାନା ଘର ପାଲଟିଲା ତାଙ୍କର ଆଶ୍ରୟସ୍ଥଳୀ ।

Inhumanity
ଏମିତି ପୁଅ କାହାକୁ ନମିଳୁ ! ବୃଦ୍ଧ ବାପା-ମାଆ ଥରି ଥରି ଅଧରାତିରେ କାନ୍ଦି କାନ୍ଦି ଥାନାରେ.. ଦେଖନ୍ତୁ ଭିଡିଓ

ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?

Ratha Jatra
୨୦୨୩ ବେଳକୁ ୟୁନେସ୍କୋ ହେରିଟେଜ ମାନ୍ୟତା ପାଇସାରିଥିବ ରଥଯାତ୍ରା

୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ ।

Jungle
ଜଙ୍ଗଲ ଭିତରେ କୁଡ଼ିଆ, ଏଇଠି କଟୁଛି ୬ ପ୍ରାଣୀଙ୍କ ଜୀବନ ! ଦେଖନ୍ତୁ ପୁରା କାହାଣୀ..

ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି ।

Cold Wave In Odisha
କମୁଛି ପାରଦ ବଢୁଛି ଶୀତ, ସକାଳୁ ସକାଳୁ ଜୋର୍ ଜାଡ଼

ଗାଡି ଚଳାଚଳ ସହ ଜନଜୀବନ ଉପରେ ପ୍ରଭାବ ପଡୁଛି ।

Xi Jinping
ଥମୁନି କରୋନା କଟକଣା ଆନ୍ଦୋଳନ ! ଜାଳିଦେଲେ ଆପାର୍ଟମେଣ୍ଟ, ଚାଲିଗଲା ୧୦ ଜୀବନ

ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।

Balangir Eviction
ବଲାଙ୍ଗିରରେ ଉଚ୍ଛେଦ ! କହିଥିଲେ ବିଜେଡିକୁ ଭୋଟ୍‌ ଦେଲେ ଘର ଭାଙ୍ଗିବେନି, ହେଲେ ଭାଙ୍ଗିଦେଲେ..

ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?

Kendrapada Firecracker Mishap
କେନ୍ଦ୍ରାପଡ଼ା ବାଣ ଟ୍ରାଜେଡି ! ଉଦୟଙ୍କ ଦୁଆରେ ପଡ଼ିଛି କାନ୍ଦବୋବାଳି, କିଏ କାହାକୁ ବୁଝାଇବ ? ଦେଖନ୍ତୁ ଭିଡିଓ..

କିଏ ବାପାଲୋ.. କହି କହି ଭୂଇଁରେ ଲୋଟୁଛି ତ ଆଉ କିଏ ଭାଇଲୋ କହିକି ମୁଣ୍ଡ ପିଟୁଦେଉଛି ।

Road Accident
ଦ୍ରୁତଗାମୀ ବସ୍‌ ପିଟିଦେଲା ପୁଅକୁ ! ଏବେ ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଛି ମା, ଦେଖନ୍ତୁ ଭିଡିଓ..

ପୁଅକୁ ହରାଇ ରାସ୍ତା ଉପରେ ମାଆ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦୁଛନ୍ତି । ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ବି କଷ୍ଟକର ।

HP Layoff
ଚିନ୍ତାରେ ଘରୋଇ ସଂସ୍ଥାର କର୍ମଚାରୀ ! ଗୋଟିଏ ପରେ ଗୋଟିଏ ବଡ଼ ସଂସ୍ଥା କରୁଛନ୍ତି ଛଟେଇ

ସମସ୍ତଙ୍କ ମନରେ ସେଇ ଗୋଟିଏ ଛନକା, କାଳେ ନିଜ କମ୍ପାନୀ ବି କରିବ ଛଟେଇ । ଆଉ ଆଖିପିଛୁଳାକେ ଚାଳିଯିବ ଚାକିରି ।

Smartphone
ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାର କଲେ ରହିବନି କ୍ରିଏଟିଭିଟି, ମସ୍ତିସ୍କରେ ହେବ ସମସ୍ୟା

ପୂର୍ବରୁ ନୂଆ କରିବା ପାଇଁ ଯେଉଁ ଇଚ୍ଛାଶକ୍ତି ଥାଏ ତାହା ଧିରେ ଧିରେ କମ୍‌ ହୋଇଯାଏ । ଚାଇନାର ଏକ ଗବେଶଣା ସଂସ୍ଥା ଏହି ଗବେଶଣା କରିଥିଲା । 

Protest
ଆନ୍ଦୋଳନ କରିବାକୁ ଆସିଥିଲେ, ଲାଗିଗଲା ବାଇଡଙ୍କ ! କୁଣ୍ଡେଇ କୁଣ୍ଡେଇ ଅଣାୟତ୍ତ, ଦେଖନ୍ତୁ ଭିଡିଓ..

ଆନ୍ଦୋଳନସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା

Padmapur Bypoll
ପଦ୍ମପୁର ଉପନିର୍ବାଚନ: ବିରୋଧୀଙ୍କ ଗାଡ଼ିକୁ ଟ୍ରାକିଂ କରୁଛି କି ପୋଲିସ ? କାହିଁକି ଏତେ ତନାଘନା ?

ପୋଲିସ ଡ୍ରାଇଭରଙ୍କ ନମ୍ବର ରଖୁଥିବା ବିରୋଧୀଙ୍କ ଅଭିଯୋଗ । ପ୍ରତିପକ୍ଷଙ୍କ ଗତିବିଧି ଜାଣିବାକୁ ଶାସକ ଦଳର ଚାଲ୍ ଅଭିଯୋଗ ।

Archana Nag
ନାଗ ସାମ୍ରାଜ୍ୟର ରହସ୍ୟ ଭେଦିବାକୁ EDର ଗ୍ରାଉଣ୍ଡୱାର୍କ, ଅର୍ଚ୍ଚନା-ଜଗବନ୍ଧୁ ହେବେ ଜେରା

ଦ୍ୱିତୀୟ ଦିନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କଲା ED । ଡ୍ରାଇଭର ଚନ୍ଦନ ମୁହଁରୁ ED ଆଦାୟ କଲା ଅର୍ଚ୍ଚନାର ହିଷ୍ଟ୍ରି ।

Padmapur politics
ଗୃହରେ ସବୁ ଦଳର ହଙ୍ଗାମା ! ଅର୍ଚ୍ଚନା ପ୍ରସଙ୍ଗ ଏଡ଼ାଇବାକୁ ଚାଷୀଙ୍କ କଥା ଉଠାଇଲା ବିଜେଡି

ପଦ୍ମପୁର ଭୋଟ୍ ବେଳେ ଚାଷୀ ଦରଦ ଲଢ଼େଇ, ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ।

Viral Video
ଚଳନ୍ତା ଗାଡ଼ିରୁ ଡେଇଁ ଫିଲ୍ମ ଷ୍ଟାଇଲ୍‌ରେ ଚୋରକୁ ଧରିଲେ କନଷ୍ଟେବଲ, ଦେଖନ୍ତୁ ଭିଡିଓ

ତିଳେ ମାତ୍ର ଭୟ ନକରି କିମ୍ବା ଗାଡ଼ିକୁ ଲୋଭ ନକରି ଚଳନ୍ତା ଗାଡ଼ିରୁ ସିଧା ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଗାଡ଼ି ତଳେ ପଡ଼ିଥିଲେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।