ଦୁଇଟି ପ୍ଲେଟ୍କୁ ଏବେ ଦେଖିଲେ ଲାଗୁଛି ଯେମିତି ଏଥିରେ ହୀରା ଖଞ୍ଜାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ।
ସରକାରୀ ସ୍ତରରୁ କାମ ହାସଲ କରିବାକୁ ହେଲେ କ’ଣ ଏଭଳି ପ୍ରତିବାଦ କରିବାକୁ ହେବ ?
ICU ଭିତରେ ଗାଈ ବୁଲିବା ନିହାତି ଭାବେ ଆଶ୍ଚର୍ଯ୍ୟ ଏବଂ ଚିନ୍ତାର ବିଷୟ ।
ଆୟୁଷି ନିଜ ପିତା ନିତେଶ ଯାଦବଙ୍କୁ ନକହି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ ।
ଏଭଳି ଘଟଣା ଯଦି ବାରମ୍ବାର ଘଟେ ତେବେ ଏହା ସମାଜ ପାଇଁ ଏକ ଅଶୁଭ ସଙ୍କେତ କହିଲେ ଭୁଲ ହେବ ନାହିଁ ।
ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।
ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ ।
ସାରା ରାତି ଅପେକ୍ଷା କରିବା ପରେ ମିଳୁଛି ଟିକେଟ୍ ।
ବାର କାଉନ୍ସିଲ୍ ଅଫ ଇଣ୍ଡିଆର କାର୍ଯ୍ୟକ୍ରମରେ କହିଲେ CJI । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ।
ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ବର୍ଷା ଯୋଗୁଁ ବାତିଲ ହୋଇଥିଲା ପ୍ରଥମ ମ୍ୟାଚ୍ ।
ପୂର୍ବରୁ ବଲିଉଡ୍ କୁଇନ୍ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ସଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଙ୍ଗନାଙ୍କ ନାମ ଇଣ୍ଡଷ୍ଟ୍ରିର ସବୁଠାରୁ ବିନ୍ଦାସ୍ ଅଭିନେତ୍ରୀମାନଙ୍କ ତାଲିକାରେ ରହିଛି ।
ଗତ ୪ ଦିନ ହେଲା କୋରାପୁଟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ସେମିଳିଗୁଡା ସମେତ ସମଗ୍ର କୋରାପୁଟ ଜିଲ୍ଲା ଶୀତରେ ଥରୁଛି ।
ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।
ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା ।
ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ଟ୍ରାଫିକ୍ ପୋଲିସ ଜଣକ ନାଚୁଥିବା ଅବସ୍ଥାରେ ମଧ୍ୟ ସେ ସୂଚାରୁ ରୂପେ ଡ୍ୟୁଟି କରୁଛନ୍ତି ।
UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।
ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।