• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Dibyanga
ଜନ୍ମରୁ ଦିବ୍ୟାଙ୍ଗ : ଏବେ ଏକାଠି ହେଲେ, କ୍ଷେତରେ ସୁନାର ଫସଲ ଫଳାଇଲେ

ଦିବ୍ୟାଙ୍ଗ ହୋଇଥିବାରୁ ମୂଲମଜୁରୀ କରିବା ସେମାନଙ୍କ ପାଖରେ ସମ୍ଭବ ହେଉନଥିଲା । ହେଲେ ସମାଜରେ କେମିତି ରୋଜଗାର କରିବେ? କେମିତି ଭଲରେ ଚଳିବେ ସେନେଇ ସବୁବେଳେ ଚିନ୍ତା କରୁଥିଲେ । ସେଇଥି ଲାଗି ତ ଗାଁର କିଛି ଦିବ୍ୟାଙ୍ଗ ମିଶି ଏକାଠି ହେଲେ , କ୍ଷେତରେ ଚାଷ କରିବାକୁ...

Marriage
ଘରେ ରାଜି ହେଲେନି : ଥାନାରେ ଯାଇ ବାହାହେଲେ ପ୍ରେମୀଯୁଗଳ

ଆଦର୍ଶ ଥାନା । ବୀରମହାରାଜପୁର...ଏଇ ଥାନାରେ ହେଲା ବାହାଘର । ଆଉ ବାହାଘରରେ ସାମିଲ ଥିଲେ ପୋଲିସ ବାବୁ । ଦେବୀ ଦୁର୍ଗାଙ୍କୁ ସାକ୍ଷୀ ରଖି ନିରାଡମ୍ବର ଭାବରେ ଥାନାରେ ହେଲା ବାହାଘର । ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ...

Dead Body
ଭୁଲ ଇଞ୍ଜେକସନ୍‌ ନେଲା ପ୍ରାଣ : ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ

ମେଡିକାଲ ବେଡ୍‌ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି

After 15 yrs
୧୫ ବର୍ଷ ପରେ ମାଆ କୋଳକୁ ଫେରିଲା ପୁଅ

ଅଂଙ୍ଗେଶଙ୍କୁ ନେଇ ବଢୁଛି ଚର୍ଚ୍ଚା । ତାଙ୍କୁ ଯେବେ ୧୦ ବର୍ଷ ହୋଇଥିଲା ଖେଳୁ ଖେଳୁ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ସମସ୍ତେ ବ୍ୟସ୍ତ ହେଉଥିଲେ ବିବ୍ରତ ମଧ୍ୟ ହେଉଥିଲେ । କେମିତି ତାଙ୍କୁ ବଂଚାଇ ହେବ ସେନେଇ ଚେଷ୍ଟା...

Nuapada
ଆସ ବୁଲିଯିବା କବାଟଦରହର : ଗରମ ପାଗରେ ଥଣ୍ଡା ହେବା

କବାଟଦରହ ଏକ ଏମିତି ପର୍ଯ୍ୟଟନସ୍ଥଳୀ ଯାହା ସବୁବେଳେ ସବୁ ଋତୁରେ ପର୍ଯ୍ୟଟକଙ୍କୁ ନିଜର ମନୋରମ ଶୋଭାରେ ବାନ୍ଧି ରଖିଥାଏ । କିନ୍ତୁ ଶୀତ ଦିନେ କବାଟଦରହର ଅପରୂପ ଶୋଭାରେ ମତୁଆଲ ହୋଇଯାଏ ପର୍ଯ୍ୟଟକ । ବାରମ୍ବାର ଏଠାକୁ ଆସିବାକୁ ଇଚ୍ଛା କରେ ଦେଖଣାହାରି । ତେବେ ଆବଶ୍ୟକ ଗମନାଗମନ...

Ornamental fish farming
ଲକ୍ଷପତି କଲା ରଙ୍ଗୀନ ମାଛ ଚାଷ

କେନ୍ଦ୍ରାପଡ଼ା ଜିଲ୍ଲା ପଲେଇ ପଞ୍ଚାୟତର କିଛି ମହିଳାଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା। ମାତ୍ର ୧୧ଜଣ ମହିଳା ଏକାଠି ହୋଇ ଏହିସବୁ ରଙ୍ଗୀନ ମାଛଚାଷ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ସହାୟତାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ବେଶ୍ କାୟା ବିସ୍ତାର ବି କରିସାରିଲାଣି।...

Social Worker
ଦିନେ ସମାଜ ସେବା କରୁଥିଲେ : ଆଜି ସ୍ୱାମୀ,ଶଙ୍ଖା, ସିନ୍ଦୂର ପାଇଁ ପରକୁ ସାହାଯ୍ୟ ମାଗୁଛନ୍ତି

ଦୁଇଟି ଯାକ କିଡନୀ ଖରାପ ହୋଇଥିବାରୁ ଏବେ ଚିକିତ୍ସା ନିହାତି ଦରକାର । ଡାକ୍ତରଙ୍କ କହିବା ଅନୁସାରେ, ଚିକିତ୍ସା ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କା ଦରକାର । ମନୋରଂଜନ ଘରେ ପରିବା ପରେ ରୋଜଗାର ତ ଟଙ୍କାଟିଏ ହେଉନାହିଁ ସେଇଠି ୨୫ ଲକ୍ଷ ଆସିବ ବା କେଉଁଠୁ...

Road mishap
ଝିଅ ଲାଗି ଜ୍ୱାଇଁ ଦେଖିବାକୁ ଯାଇଥିଲା ବାପା : ଅଧା ରାସ୍ତାରେ ଚାଲିଗଲା ପ୍ରାଣ

ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ...

Newlywed bride dies
ମାତ୍ର ୧୨ ଦିନ ହେଲା ବାହାଘର: ଉଜୁଡି ଗଲା ସଂସାର

ଶାଶୂଘରକୁ ଆସିଥିଲା ସ୍ୱପ୍ନ ନେଇ...ହେଲେ ସବୁ ଚୁରମାର ହୋଇଗଲା । ୧୨ ଦିନ ତଳେ ଯେଉଁ ଘରକୁ ସବାରୀ ଯାଇଥିଲା...ଆଜି ସେହି ଘରୁ ଉଠିଲା କୋକେଇ । ସଂସାର ଗଢ଼ିବା ଆଗରୁ ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ଭଳି ସଙ୍ଗୀନ ଓ ସାଙ୍ଘାତିକ...

CM Baghel
ଏଣିକି ବେକାରୀଙ୍କୁ ମାସକୁ ମିଳିବ ୨୫ ଶହ ଟଙ୍କା, ଜାଣନ୍ତୁ କେମିତି?

୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ବ୍ୟୟ ଆଗତ କରିଛନ୍ତି । ଚଳିତଥର ବଜେଟ୍‌ରେ ବିଶେଷକରି ଅଙ୍ଗନୱାଡି କର୍ମୀ, ହୋମଗାର୍ଡ ଏବଂ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ ହଜାର ୫୦୦ରୁ ୧୦ହଜାର ଟଙ୍କା...

Project Fail
୮ ବର୍ଷ ହେଲାଣି ପ୍ରକଳ୍ପ ବୋର୍ଡ ମରାଯାଇଛି କିନ୍ତୁ କାମ ହେଉନି...

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ...

Friendship
ବନ୍ଧୁତା ଏମିତି ! ଜଣେ ରୋଗୀ , ଜଣେ ଭୋଗି

ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍‌ ହୋଇନି...

Water Problem
ଏ ନବୀନ ସରକାର..ଏ ହଳଦିଆ ପାଣିକୁ ତୁମେ ବି ପିଅ

ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ...

Son Death
ମେଡିକାଲ ବେଡ୍‌ରେ ପୁଅର ଶବ: ଛାତିବାଡେଇ କାନ୍ଦୁଛି ମାଆ

ମେଡିକାଲ ବେଡ୍‌ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି।...

bjd politics
ପ୍ୟାଚ୍‌ ପକାଇବାକୁ ପ୍ରେସମିଟ୍‌ କଲେ କି ସୌମ୍ୟରଂଜନ?

ମୁଖପାତ୍ର ନହୋଇଥିଲେ ବି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରୋଷେଇ ଗ୍ୟାସ୍ ଦର ବୃଦ୍ଧି କରିଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। କହିଥିଲେ, ଏ ପ୍ରସଙ୍ଗରେ କାହିଁକି ଓଡ଼ିଶା ବିଜେପି ନେତାଏ କିଛି କହୁନାହାଁନ୍ତି?

Teacher Issue
ବାଃ ବାଃରେ ବ୍ୟବସ୍ଥା : ମାଆ ଚାକିରି କରିବ, ପୁଅ ପାଠ ପଢାଇବ

ଅଭିଯୋଗ ଖାଲି ଏତିକିରେ ସରିନି ବରଂ ଗାଁ ଲୋକ କହିଛନ୍ତି, ମାଆଙ୍କ ବଦଳରେ ଏମିତି ଅନେକ ଥର ପୁଅ ଆସି ସ୍କୁଲରେ ପାଠ ପଢାଇଛନ୍ତି । ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି । ତେବେ ସ୍କୁଲରେ ଦୁଇ ଜଣ ଶିକ୍ଷୟିତ୍ରୀ ଥିବାବେଳେ ଜଣେ ଛୁଟିରେ ଯାଇଛନ୍ତି...

Awas yojana
ପ୍ରଶାସନ ପାଖକୁ ୧୦ ବର୍ଷ ହେଲା ଦଉଡୁଛନ୍ତି...ହେଲେ ସୁକାନ୍ତିଙ୍କ ଦୁଃଖ କେହି ଶୁଣୁନାହାନ୍ତି

ଆଜିକା ସମୟରେ ଏମିତି ଭଙ୍ଗା ଘରେ ଦୁଇ ବଢିଲା ଝିଅ, ପୁଅ ବି ରହୁଛନ୍ତି କିନ୍ତୁ ଘରେ ବିଜୁଳି ନାହିଁ । ଘର ଖଣ୍ଡିଏ ପାଇଁ ପ୍ରଶାସନଠୁ ରାଜନେତା ସମସ୍ତଙ୍କ ପାଖକୁ ଦଉଡି ଦଉଡି ସୁକାନ୍ତିଙ୍କ ଗୋଡରୁ ଚପଲ ଘୋରି ହୋଇଯାଇଛି କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ...

ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..
ଆସୁନ.. ଓପନ୍ ଜିପରେ ଘେରେ ବୁଲି ଆସିବା..

ଜଙ୍ଗଲ ସଫାରୀ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଆପଣ ଟିକେଟ ବୁକିଂ କରିପାରିବେ.. ଗୋଟିଏ ଓପନ ଜିପରେ ସୁରକ୍ଷା କର୍ମୀଙ୍କ ସହ ପର୍ଯ୍ୟଟକଙ୍କୁ ମିଶାଇ ୭ ଜଣ ଏକା ସାଙ୍ଗରେ ଯାତ୍ରା କରିପାରିବେ । ଅଢେଇ ଘଣ୍ଟାର ଗୋଟିଏ ଟ୍ରିପ ପାଇଁ ଅଫଲାଇନରେ ମାତ୍ର ୨୫୦୦ ଓ...

Teacher
ପତି ସାର୍.. ଆମକୁ ଛାଡ଼ି ଯାଆନ୍ତୁନି..

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି...

GharaChatia
ଘରଚଟିଆ ପାଇଁ ଘର କଲେ...ଏବେ ଆମେରିକାରୁ ଆସିଲା ଡାକରା

ବ୍ରହ୍ମପୁର କୁକୁଡ଼ାଖଣ୍ଡି ଗୁଣ୍ଠବନ୍ଧ ଗାଁର ଯୁବକ ସାଗର କୁମାର ପାତ୍ର । ୨୦୧୧ ମସିହାରୁ ଘର କି ଗାଁରେ ଘରଚଟିଆ ଦେଖିବାକୁ ପାଇଲେନି ସାଗର । କିନ୍ତୁ କାହିଁକି ହଠାତ୍‌ ଏଇ ଛୋଟିଆ ଚଢେଇ ଉଭାନ ହୋଇଗଲେ ସେନେଇ ଆରମ୍ଭ କରିଦେଲେ ଗବେଷଣା । ଇଣ୍ଟରନେଟ୍‌ରୁ ଜାଣିବାକୁ ପାଇଥିଲେ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି