• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Woman seeks financial assistance
ଘରର ୩ ପିଲା ଦିବ୍ୟାଙ୍ଗ : ମିଳୁନି କୌଣସି ସରକାରୀ ସହାୟତା

ମାଲକାନଗିରି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଂଚାୟତର ମାନ୍ଧାପାଲି ଗାଁର କାଙ୍ଗାରୁ ପରିବାର । ୬ ସନ୍ତାନଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହେବା ପରେ ଏଇ ସନ୍ତାନଙ୍କ ସହ ବଂଚିବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ବିଧବା କାସୁଲ ଆମା । କାସୁଲଙ୍କ ଭାଗ୍ୟରେ କେବଳ ବିଡ଼ମ୍ବନା, ଅଭାବ...

Rosaline Arokia Mary
ଭାରତୀୟ ରେଳରୁ ୧ କୋଟିର ଜରିମାନା ଆଦାୟ କରିଦେଲେ ଏହି ଅଫିସର

ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜୋରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍‌ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ...

Rahul Gandhi
ରାହୁଲଙ୍କୁ କଡ଼ା ଜବାବ ଦେଲା ବିଜେପି; କହିଲା, ରାହୁଲ ଜଣେ ଅଭ୍ୟାସଗତ ମିଛୁଆ

ଗତକାଲି ଲୋକସଭା ସାଂସଦ ପଦ ରଦ୍ଦ ପରେ ଆଜି ପ୍ରେସମିଟରେ ମୁହଁଖୋଲି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ତାସହ ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ପ୍ରଶ୍ନ କରି ରାହୁଲ କହିଥିଲେ- ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ...

Farmer
ଋଣ ନେଇନାହାନ୍ତି ଚାଷୀ; ଖାତାରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ...

Agniveer
ଭାରତୀୟ ନାରୀର ଆଉ ଏକ ରୂପ; ଅଗ୍ନିବୀରରେ ମହିଳା

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।

Banabasi
ରାଜଧାନୀରେ ବନବାସୀଙ୍କ ଶକ୍ତି ପ୍ରଦର୍ଶନ; ଜନଜାତି ସଂରକ୍ଷଣରୁ ବାଦ୍ ଦେବାକୁ ଦାବି

ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ ।

Mahanadi River
ମେ’ରେ ମରିଯିବ କି ମହାନଦୀ ? ୬୦ ବର୍ଷରେ ସର୍ବନିମ୍ନ ଜଳସ୍ତର ରେକର୍ଡ

ସଙ୍କଟଜନକ ସ୍ଥିତିରେ ମହାନଦୀ । ହୀରାକୁଦ ଇତିହାସରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଜଳସ୍ତର ରେକର୍ଡ। ଏମିତି ସ୍ଥିତି ପଛରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବିରୋଧୀ। ୪ ଦିନ ଭିତରେ ଜଳସ୍ତର ୧ ଫୁଟ୍ କମିଥିବା କହି, ବର୍ତ୍ତମାନ ହାରରେ ଜଳସ୍ତର କମିଲେ ମେ ଶେଷରେ...

Bobby
ସକାଳୁ ସକାଳୁ ବଣରେ ଦୌଡ଼ିଲେ ବବି ବାବୁ : ହେଲେ କାହିଁକି ?

ସକାଳୁ ସକାଳୁ ନୟାଗଡ଼କୁ ନିମନ୍ତ୍ରିତ ହୋଇ ଯାଇଥିଲେ ବଡ଼ ବଡ଼ ନେତାଏ । ବବି ଓ ଅତନୁଙ୍କ ବାଦ୍ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ମଧ୍ୟ ଯାଇଥିଲେ । ସମସ୍ତେ ସ୍ପୋର୍ଟିଂ ଡ୍ରେସରେ ବି ଥିଲେ । ବାସ୍ତବରେ ବରକନ୍ୟା ଦେଖିବାକୁ ସେମାନଙ୍କୁ ନୟାଗଡ଼ ଡକେଇ ଆଣିଥିଲେ ଅରୁଣ...

Cute little girl
କୁନି ଝିଅକୁ ସାଲ୍ୟୁଟ୍‌ ମାରିଲେ ପୋଲିସ୍‌ ବାବୁ: ହେଲେ କାହିଁକି ?

ଭାଇରାଲ ହେଉଥିବା ଭିଡିଓରେ ଶିଶୁର ଏଭଳି ସମ୍ମାନ ଦେଖି ପୁଲିସ ଅଧିକାରୀ ଶିଶୁ ସ୍ୟାଲୁଟର ପ୍ରତି ସ୍ୟାଲୁଟ ବି ଦେଇଥିଲେ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ପୁଲିସ ଅଧିକାରୀ ଓ ଶିଶୁଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓକୁ କ୍ୟାମେରାରେ ‌କଏଦ କରିଥିଲେ । ପରେ ଏହାକୁ...

Lineman
ବାପା ଚାଲିଗଲେ: ଝିଅ ଡାକ୍ତର ହେବ କେମିତି ?

ବିଦ୍ୟୁତ ବିଭାଗରେ ଲାଇନମ୍ୟାନ୍ ଭାବରେ କାମ କରୁଥିଲେ ବାପା । ଦରମା ବି ସେମିତି କିଛି ଖାସ୍‌ ନଥିଲା । ହେଲେ ଝିଅକୁ ଡାକ୍ତର କରିବାର ନିଶା ତାଙ୍କୁ ପାଗଳ କରିଦେଇଥିଲା । ଦିନରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରୁଥିଲେ ଟଙ୍କା ।...

Elderly man
ପୁଅ ପଚାରୁନି...ବୁଢା ବାପାର ଦୁଃଖ ଶୁଣୁନାହାନ୍ତି କଲେକ୍ଟର !!

ବୟସର ଅପରାହ୍ନରେ ପହଞ୍ଚିଥିବା ଶଙ୍କର ଜେନାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଝରିଆସିବ ଲୁହ । ବୟସ ୯୨ ପାର ହେଲାଣି... ଘର ନୟାଗଡ଼ ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ଗାଁରେ l ନ୍ୟାୟ ଟିକେ ପାଇବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସକୁ କେତେ ଥର ଯେ ଗଲେଣି ତାହାର କୌଣସି...

Cooperative bank
ଚାଷୀ ଜାଣିନାହାଁନ୍ତି... ତାଙ୍କ ନାଁରେ ଋଣ ନେଲା କିଏ ?

ପ୍ରଫୁଲ କୁମାର ସ୍ୱାଇଁ, ଘର କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁରେ । ବର୍ଷବର୍ଷ ଧରି ପ୍ରଫୁଲଙ୍କ ପରିବାର ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଜିଲ୍ଲାର କୁନ୍ଦୁରା ଲ୍ୟାମ୍ପସରୁ ଚାଷ ଋଣ ନେଇ ଚାଷ କରିଥାନ୍ତ । ପ୍ରଫୁଲ ଲ୍ୟାମ୍ପସରୁ ୨୦ହଜାର ଟଙ୍କା ଋଣ ନେଇଥିଲେ ସେହି...

 Awas Yojana
ଘର ପାଇଲେ, ଟଙ୍କା ପାଇଲେନି... ପଡ଼ିଯିବ ଅଭିଶାପ

ଝିମାଇ କିର୍ଷାନୀ... ଘର ଖଣ୍ଡେ ଲାଗି ବାରମ୍ବାର ଦଉଡ଼ିବା ପରେ ତାଙ୍କୁ ଘର ଖଣ୍ଡିଏ ମିଳିଲା । ପ୍ରଶାସନ ଦୁଇ କିସ୍ତିରେ ତାଙ୍କୁ ଟଙ୍କା ବି ଦେଲା । ହେଲେ ଟଙ୍କା ପାଇଲେନି କି ଘର କରିପାରିଲେନି ଝିମାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ ।...

Gajapati farmers
ପଣସ ଦୁଃଖ: ଫଳିଲେ ଚିନ୍ତା, ନଫଳିଲେ ଚିନ୍ତା

ଜିନିଷ ରହି ନଷ୍ଟ ହେବା ଅପେକ୍ଷା କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଗଜପତିର ମୋହନା ସମେତ ଆର.ଉଦୟଗିରି ଓ ନୂଆଗଡ ବ୍ଲକରେ ପ୍ରଚୁର ମାତ୍ରାରେ ଫଳିଛି ପଣସ କଠା । ଆଉ କିଲୋ ପିଛା ମାତ୍ର ୧୫ ଟଙ୍କା ଦରରେ ବାହାର ରାଜ୍ୟର ବେପାରୀଙ୍କୁ...

India Post recruits several candidates in Bolangir who produced fake certificates
ନକଲି ସାର୍ଟିଫିକେଟରେ ଅସଲି ଚାକିରି; ଧରାପଡ଼ିଲା ବଲାଙ୍ଗିର ଜିଲ୍ଲାର ୪ ପୋଷ୍ଟମାଷ୍ଟରଙ୍କ କେଳେଙ୍କାରୀ

ଚାକିରି ଖଣ୍ଡିକ ପାଇଁ କେତେ ସଂଘର୍ଷ କରୁଛନ୍ତି ମେଧାବୀ । ଦିନରାତି ଅହରହ ସଂଗ୍ରାମ ଚଳାଇଛନ୍ତି ଚାକିରୀ ଆଶାୟୀ । ଏଭଳି ସ୍ଥିତିରେ ଜୀବନରେ କେବେ ପରୀକ୍ଷା ଦେଇନଥିବା ଯୁବକ ଯୁବତୀ ନକଲି ସାର୍ଟିଫିକେଟରେ ବନିଯାଉଛନ୍ତି ସରକାରୀ ଚାକିରିଆ । ବଲାଙ୍ଗିର ଜିଲ୍ଲାର ଡାକ ବିଭାଗରେ ଏମିତି ଏକ...

Hallmark Gold Jewellery
ପହିଲାରୁ ସାରା ରାଜ୍ୟରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି...

CM Naveen Patnaik, CM Mamata Banerjee
ମମତାଙ୍କ ଥାର୍ଡ ଫ୍ରଣ୍ଟ ପ୍ରସ୍ତାବରେ ରାଜି ନାହାନ୍ତି କି ନବୀନ ?

ମମତା-ନବୀନ ଭେଟଘାଟକୁ ନେଇ ଥମୁନି ଚର୍ଚ୍ଚା । ସଂଘୀୟ ବ୍ୟବସ୍ଥା ଓ ଗଣତାନ୍ତ୍ରକ ଅଧିକାର ସୁରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଦୁଇ ନେତା ସ୍ପଷ୍ଟ କରିଥିଲା ବେଳେ ତୃତୀୟ ସାମ୍ମୁଖ୍ୟ ନେଇ ଆଲୋଚନା ହୋଇଛି ନା ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।...

Sambalpur News
ବ୍ରାଣ୍ଡେଡ୍ ବଟଲରେ ଡୁପ୍ଲିକେଟ୍ ମାଲ୍; ସମ୍ବଲପୁରରେ ଜବତ ହେଲା ନକଲି ମଦ ଫ୍ୟାକ୍ଟ୍ରି

ବୋତଲ, ଲେବୁଲ, ଷ୍ଟିକର ସବୁ ଅସଲି, ହେଲେ ମାଲ ଏକଦମ୍ ନକଲି । ସମ୍ବଲପୁର ରାଣୀଖିଣ୍ଡା ଅଞ୍ଚଳରେ ଡୁପ୍ଲିକେଟ୍ ମଦ ପ୍ରସ୍ତୁତିର ଏକ ବଡ଼ ୟୁନିଟ୍ ଉପରେ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ରେଡ୍ ବେଳେ ସେଠାରୁ ନାମୀଦାମୀ ବ୍ରାଣ୍ଡର ବିପୁଳ ପରିମାଣର ଠିପି, ବୋତଲ,...

Rahul Gandhi
କଂଗ୍ରେସର ଅକଲ ଗୁଡୁମ; ପାର୍ଲିଆମେଣ୍ଟ ଭିତରକୁ ପଶିପାରିବେନି ରାହୁଲ

ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଭ୍ୟ ପଦ୍ଦ ରଦ୍ଦ । ୪ବର୍ଷ ତଳର ‘ମୋଦି ସରନେମ୍’ ମାନହାନୀ ମୋକଦ୍ଦମା ମାମଲାରେ ସୁରତ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶରେ ଆଜି ଲୋକସଭା ସଚିବାଳୟ ପ୍ରକାଶ କରିଛି ସଭ୍ୟ ପଦ ରଦ୍ଦ ବିଜ୍ଞପ୍ତି । ପ୍ରତିକ୍ରିୟାରେ ରାହୁଲ କହିଛନ୍ତି, ଭାରତର...

 DJ Ajex death
ଲଚକମଣି ଗୀତ ଗାଉଥିଲେ, ହଠାତ୍‌ କାହିଁକି ଆତ୍ମହତ୍ୟା କଲେ?

ବେଶ୍‌ ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଅକ୍ଷୟଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ସିଧାସିଧା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମାତ୍ର ଚାରି ଦିନ ତଳେ ବେଶ୍...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି