• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

fire station in dilapidated condition
ବିପଦରେ ସାହା ହେଉଛି ଯେଉଁ ବିଭାଗ, ଭଙ୍ଗା ଘରେ କାମ କରୁଛନ୍ତି ସେଇ ବିଭାଗର କର୍ମଚାରୀ

ସରକାରଙ୍କ ପକ୍ଷରୁ ୨୦୨୨ ମସିହା ଜାନୁୟାରୀ ୨୪ ତାରିଖରେ ଅଗ୍ନିଶମ କେନ୍ଦ୍ରର ମରାମତି ପାଇଁ ୪ ଲକ୍ଷ ଟଙ୍କା ଏବଂ ସରକାରୀ ବାସଗୃହ ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମାନମନି ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ ଟଙ୍କା ଫେରିବାକୁ ବସିଲାଣି ।...

Koraput
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି...ଚିକିତ୍ସା ଗବେଷଣା ପାଇଁ ଯିବେ ଆମେରିକା

ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିଲେ ବି ଆୟୁର୍ବେଦିକ ଚିକିତ୍ସା ଉପରେ ୪୩ ବର୍ଷୀୟ ହରିଙ୍କର ରହିଛି ଗଭୀର ଜ୍ଞାନ । ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ଏଯାବତ ସେ ପ୍ରାୟ ୪୫୦ ପ୍ରକାରର ଚେରିମୂଳି ଔଷଧ ତିଆରି କରିଛନ୍ତି । ଏହି ଔଷଧ ଦ୍ଵାରା ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍,...

Nayagarh Marriage
ବାହା ବେଦିରେ ପହଞ୍ଚିଲା ପୋଲିସ୍‌...ଶିଶୁପାଳ ହେଲେ ୨ ବର

ବାହାଘର ବେଦୀ ଉପରେ ପୋଲିସକୁ ଦେଖି ସମସ୍ତେ ଡରି ଛାନିଆଁ ହୋଇଗଲେ l କିନ୍ତୁ କେହି କିଛି ଜାଣିପାରିଲେ ନାହିଁ କି କାହିଁକି ହଠାତ୍‌ ବନ୍ଦ ହେଲା ବାହାଘର। କିନ୍ତୁ ଘଟଣାର ଖୋଳତାଡ କରିବା ପରେ ଜଣାପଡିଲା କି ବାଲ୍ୟ ବିବାହ ହେଉଥିବାରୁ ବାହାଘର ବନ୍ଦ କରିବାକୁ ବେଦିରେ...

Baragarh CDMO
ବରଗଡ଼ ସିଡିଏମ୍‌‌ଓଙ୍କ ଅଭିଯୋଗ...‘ ଜିଲ୍ଲାପାଳ ବାରମ୍ବାର ଖରାପ ବ୍ୟବହାର କରୁଛନ୍ତି, ଗାଳିଗୁଲଜ କରୁଛନ୍ତି '

୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ବରଗଡ଼ ଜିଲ୍ଲାପାଳ ସିଡିଏମଙ୍କୁ ଫୋନ୍‌ କରିଥିଲେ। Technomanagerial Tender ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ । ଉତ୍ତରରେ ପ୍ରୋସେସ ଚାଲିଛି ଓ ଡିପିଏମଙ୍କୁ ପଚାରି କହୁଛି ବୋଲି କହିବା ପରେ ମଧ୍ୟ ଜିଲ୍ଲାପାଳ...

ଅଫିସର ହେବ ତ ଏମିତି, ଘଂଚ ଜଙ୍ଗଲେ ଚାଲିଚାଲି ଲୋକଙ୍କ ସମସ୍ୟା ବୁଝିଲେ
ଅଫିସର ହେବ ଏମିତି ...ପାହାଡ ପର୍ବତ ରାସ୍ତାରେ ଚାଲି ଚାଲି ଗାଁରେ ପହଞ୍ଚିଲେ, ଲୋକଙ୍କ ସମସ୍ୟା ବୁଝିଲେ

ଏବେ ପ୍ରଶାସନ ପାଖକୁ ଜନତା ନୁହେଁ ପ୍ରଶାସନ ଯାଇ ପହଞ୍ଚୁଛି ଜନତାଙ୍କ ପାଖରେ। ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ଲକ୍ଷ୍ମୀପୁର ଯୁବ ବିଡ଼ିଓ ଲକ୍ଷ୍ମୀପୁର ବ୍ଲକରେ ଯୋଗ ଦେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରଖିବା ସହ ଗୁରୁବାର ଦିନ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ପଞ୍ଚାୟତର...

ସେବାୟତଙ୍କ ମଧ୍ୟରେ ବିବାଦ: ପୁଣି ବନ୍ଦ ହେଲା ହାଣ୍ଡିଭଙ୍ଗା ଜାତ
୮ ବର୍ଷ ହେଲାଣି ବନ୍ଦ ହେଉଛି ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ସେବାୟତଙ୍କ ବିବାଦ ଯୋଗୁଁ ପୁଣି ଥରେ ବନ୍ଦ ହୋଇଛି କପିଳେଶ୍ଵରଙ୍କ ଯାତ ବା ହାଣ୍ଡିଭଙ୍ଗା ଯାତ। କ୍ରମାଗତ ୮ ବର୍ଷ ଧରି ବନ୍ଦ ହୋଇଛି ଏହି ଯାତ । କପିଳେଶ୍ୱର ଯାତରେ ପ୍ରଭୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସି ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ମହାଶିବରାତ୍ରି ପରେ ଶନି...

Keonjhar Special Story
ଖେଳ ହେଲା କାଳ : ଖେଳୁ ଖେଳୁ ଜଙ୍ଘ ହାଡ଼ ଦୁଇଖଣ୍ଡ...ଏବେ ପରୀକ୍ଷା ଦେବ କେମିତି?

କେନ୍ଦୁଝର ତେଲକୋଇ ବ୍ଲକ କୁଣ୍ଢେଇହତା ଗାଁର ଦିନ ବିଶ୍ୱାଳ ଓ ସବିତା ବିଶ୍ୱାଳଙ୍କ ଝିଅ ପପିନ ବିଶ୍ୱାଳ । ସ୍ଥାନୀୟ ସିରିଗିଡା ଉଚ୍ଚ-ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢେ। ପାଠ ସହିତ ଖେଳରେ ଭାରି ମନ ତା’ର। ସେଇଥି ଲାଗି ତ ସ୍କୁଲର ପ୍ରତ୍ୟେକ ଖେଳରେ ଭାଗ ନିଏ...

National Lavel Sports
ଜାତୀୟ କ୍ରୀଡ଼ାରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ

ଶ୍ରୀକ୍ଷେତ୍ର ପୁରୀର ଝିଅ ଓ ପୁଣି ପୁରୀର ବୋହୂ ମଧୁସ୍ମିତା ରଥଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ପାଇ ଗତ ସାତବର୍ଷ ହେବ workout କରିବା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ନିଜକୁ ଫିଟ ରଖିବା ସହ ଗତ ବର୍ଷେ ହେବ...

Maoist
ଦିନେ ବନ୍ଧୁକ ଧରୁଥିଲେ, ଏବେ ପେନ୍‌ ଧରିଲେ : ପିଜି ଡିପ୍ଲୋମାରେ ଫାଷ୍ଟକ୍ଲାସ୍‌ରେ ପାସ୍ କଲେ ଦୁର୍ଦ୍ଦାନ୍ତ ମାଓବାଦୀ

ଝାରପଡା ଜେଲରେ ରହିବା ପରେ ପରୀକ୍ଷା ପ୍ରତ୍ୟେକ ଦିନ ଅଧିକାଂଶ ସମୟ ପାଠ ପଢାରେ ଦେଉଥିଲେ ଆଜାଦ୍‌। ଯାହାର ଫଳ ଏବେ ତାଙ୍କୁ ମିଳିଛି । ପିଜି ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ବି ହେଲେ। ୨୦୦୮ ମସିହାରେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ପୋଲିସକୁ ହତ୍ୟା...

Water Issue
ଏଇଠି ସବୁ ବିଶ୍ୱସ୍ତରୀୟ : ଖୋଳା ହେଉ ହେଉ ନଳକୂପ ଅଚଳ

ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ...

menstrual
ମାସିକ ଋତୁସ୍ରାବ ସମୟରେ ମିଳିବ କି ଛୁଟି ? ଏମିତି କହିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରିବାକୁ ମନା କରିଦେଇଛନ୍ତି କିନ୍ତୁ ଏହା ପଲିସି ମ୍ୟାଟର ହୋଇଥିବାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଆବେଦନ କରିବାକୁ ପରାମର୍ଶ ଦେବା ସହିତ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି

Traffic
ରାଜଧାନୀର ଏଇ ସବୁ ଛକରେ ଲାଗିଛି ସିସିଟିଭି : ନିୟମ ଖିଲାପ୍‌ କଲେ ଦେବେ ଫାଇନ୍‌

ଅନେକ ସମୟରେ ଦେଖାଯାଏ କି ଗାଡିଚାଳକମାନେ ଭାବନ୍ତି ସେମାନେ ନିୟମ ଭାଙ୍ଗିଲେ ବି ତାଙ୍କୁ କେହି ଦେଖିନି ବା ଟ୍ରାଫିକ ପୋଲିସ ଫାଇନ କାଟିନି। ହେଲେ ଜାଣିରଖନ୍ତୁ...ଏବେ ସେମିତି ଜମାରୁ ଭାବନ୍ତୁ ନାହିଁ। କାରଣ ପ୍ରତି ଛକରେ ଆପଣଙ୍କ ଉପରେ ସିସିଟିଭିର ରହିଛି ନଜର। ଟିକିଏ ଭୁଲ ପାଇଁ...

Tree
ଆଶ୍ଚର୍ଯ୍ୟ !! ଗଛ ସହ କଥା ହେଉଛନ୍ତି ଏଇ ମଣିଷ

ନିଜ ଲଗାଇଥିବା ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ ଓ ଶୋ-ଗଛ ସହିତ ଅନେକ ଫଳ ଗଛ ଲୋକଙ୍କୁ ବି ବିଭୋର କରୁଛି । ମ୍ୟୁଜିକପ୍ରତି ବି ବିଶ୍ଵନାଥଙ୍କର ବଡ ଦୁର୍ବଳତା ରହିଛି । ସେଇଥି ପାଇଁ ତ ଘରେ ନିଜେ ହାରମୋନିୟମ୍‌ ବଜାଇ ଗୀତ ଗାଆନ୍ତି ।...

Tree
ଗଛରେ ଅଛି ବୁଢୀ ଠାକୁରାଣୀ: ଯିଏ କାଟିବାକୁ ଗଲା ପ୍ରାଣ ହରାଇଲା.. ଏବେ ରାସ୍ତା ଘୁଂଚିଲା କିନ୍ତୁ ଗଛ ରହିଲା

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କି ଏହାରି ମଧ୍ୟରେ ୬ ବର୍ଷ ବିତିଯ।ଇଛି । ରାସ୍ତା ଉପରେ ସେମିତି ଗଛ ଅଛି । ଆଉ କମ୍ପାନୀର କର୍ମଚାରୀଙ୍କୁ କାଳେ ସ୍ୱପ୍ନାଦେଶ ହୋଇଛି । ତେଣୁ ଏବେ କମ୍ପାନୀ ଓ ସ୍ଥାନୀୟ ବାସିନ୍ଦା ମାନେ ମିଶି ଏଠାରେ ପୂଜାର୍ଚ୍ଚନା କରିବା...

Ambulance
ବାଃ ବାଃରେ ବୁଦ୍ଧି..ସାଇରନ ବଜାଇ ଯାଉଥିଲା ଆମ୍ବୁଲାନ୍ସ...ଭିତରେ ଥିଲା ଗଂଜେଇ

ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ । ତାହା ପୁଣି ଆମ୍ବୁଲାନ୍ସ ଭିତରେ। ଅବକାରୀ ବିଭାଗ ହାତରେ ଜବତ ହେଲା ୪ କୁଇଂଟାଲ ୨୦ କେଜି ଗଂଜେଇ। ଏଥି ସହ ଅମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳରୁ...

berhampur Social Worker
ଦିନେ ଲୋକଙ୍କୁ ବୁଲିବୁଲି କରୁଥିଲେ ସାହାଯ୍ୟ...ଏବେ ଭେଣ୍ଟିଲେଟରରେ....

ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର...

corruption in PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି...

Berhampur
ପରମ୍ପରା ବଂଚାଇ ରଖିବା ଲାଗି...ମାଟି ପାତ୍ରରେ ରୋଷେଇ କରି ଖାଉଛନ୍ତି ଦମ୍ପତି

ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍‌ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି...

Gopal
ଆଉ ଗୋପାଳ ହସୁନି...ଚୁପଚାପ୍‌ ବସୁଛି...

ଜେଲ ଭିତରେ ଏବେ ଚିନ୍ତାରେ ଅଛି କି ଗୋପାଳ? ନିଜର ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ହୋଇପଡିଛି କି ? ଯଦି ପୂର୍ବରୁ ମନ୍ତ୍ରୀଙ୍କୁ ରାଗରେ ମାରିଥିବା ଗୋପାଳ କହୁଥିଲା ତେବେ ଏବେ ଜେଲ ଚାରିକାନ୍ଥ ଭିତରେ ଅନୁତାପ କରୁଛି କି?

LED Light
LED ଲାଇଟ୍‌ ପାଇଁ ରାତିସାରା ପିଟିଲେ ଘଂଟ

ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି