• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Ranjita
ନିଜେ ସରକାରୀ ଚାକିରି ଛାଡିଲେ, ଏବେ ଅନ୍ୟ ମହିଳାଙ୍କୁ ଦେଉଛନ୍ତି ରୋଜଗାର..

୧୯୯୮ ଏପ୍ରିଲ ପହିଲାରୁ ଗୋଟିଏ ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ସାହିର ୫ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ | ଆଉ ସେହିଦିନ ଠାରୁ ପଛକୁ ଚାହିଁନାହାନ୍ତି ରଞ୍ଜିତା । ସେ ପ୍ରଥମେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ ୨୦୦୧ ରେ ନିଯୁକ୍ତି ପାଇଥିଲେ | ତେବେ ଘର ଠାରୁ ପ୍ରାୟ...

Niali School
ସ୍କୁଲ୍ ନୁହେଁ ତ ଏକ ପରିବାର, ଶିକ୍ଷକ ଏଠି ଅଭିଭାବକ ! ଗୋଟିଏ ସ୍କୁଲରେ ପଢୁଛନ୍ତି ୧୮ ଜିଲ୍ଲାର ପିଲା

ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ପାଠ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ରହିଛି ଏକି ବିଶେଷ ସମାନତା । କେହି ଏଠି ଧନୀ ଘରର ନୁହଁନ୍ତି, କିମ୍ବା କାହାରିକୁ ପଢା ଖର୍ଚ୍ଚ ଦେବାକୁ ପଡ଼େନି । କଟକ ଜିଲ୍ଲା ନିଆଳି ବ୍ଲକ୍ ପତ୍ରକଣା ଠାରେ ରହିଛି ଏହି ଆବାସିକ...

Homeless
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଗଛ ଡାଳ ସାଜିଛି ସାହାରା

ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା...

Naba Das - Gopal Das
ନବ ଦାସ ହତ୍ୟା ମାମଲା : ଓଟିଭି ହାତରେ ଏକ୍ସକ୍ଲୁସିଭ୍‌ ଫଟୋ

ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି

IAS MARRIAGE
ପ୍ରଶାସକଙ୍କ ପ୍ରେମ କାହାଣୀ : ସାଙ୍ଗ ହୋଇ କାମ କରୁଥିଲେ, ଏବେ ସ୍ୱାମୀ-ସ୍ତ୍ରୀ ହେବେ

ରବିବାର ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍....

Keonjhar
ଅସ୍ତ୍ରୋପଚାର କଲା ବୋଲି ଘରୁ ବାହାର କରିଦେଲେ

ଅପରେସନ୍‌ ହେଲା ବୋଲି ହେବ ମାରା ହୋଇଗଲା। ପୂର୍ବ ପୁରୁଷମାନେ ଆଉ ପିଣ୍ଡ ପାଇବେ ନାହିଁ କହି ସ୍ୱାମୀ ଭଲରେ କଥାବାର୍ତ୍ତା ବି ହେଉନି। ଘରେ ନପୂରାଇବାରୁ ଆମ୍ବ ଗଛ ମୂଳେ ବସିରହିଛି ସ୍ତ୍ରୀ। ଯେତେ ବୁଝାଇଲେ କି କାକୁତିମୀନତି ହେଲେ କିଛି ଶୁଣୁନି। ଯିଏ ବୁଝାଇବାକୁ ଯାଉଛି...

Rayagada
ଶୁଣିଲାନି ପ୍ରଶାସନ: ନିଜେ ଚାନ୍ଦା ଆଦାୟ କରି ପୋଲ ତିଆରି କଲେ ଗାଁ ଲୋକ

ନଡିଆ ଫଟାଇ ପୂଜାର୍ଚ୍ଚନା ହେଲା । ଆଉ ନାଲି ଫିତା କାଟି ପୋଲର ଉଦଘାଟନ ବଡ ଆଡମ୍ବର ସହାକାରେ ହେଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲର ଶୁଭ ଉଦଘାଟନ କରୁଛନ୍ତି ସରପଞ୍ଚ । ଏଇଠି ପ୍ରଶ୍ନ ଆସୁଥିବ ଆଜିକାଲି ପଡିଆଟିଏ ବି ଉଦଘାଟନ ହେଲେ ବଡବଡ ନେତାଏ ଆସୁଛନ୍ତି...

Koraput
ବାପା-ମାଆ ଯିବା ପରେ ପିଉସୀ କାନ୍ଧରେ ପିଲାଙ୍କ ଭବିଷ୍ୟତ

ବାପା-ମାଆ ବୃଦ୍ଧ ହେଲେଣି, ରୋଜଗାର କରିବାକୁ ଅଂଟାରେ ବି ଆଉ ବଳ ନାହିଁ । ୮ ପ୍ରାଣୀ କୁଟୁମ୍ବଙ୍କୁ ଚଳେଇବା ଲକ୍ଷ୍ମୀଙ୍କ ପାଖରେ ବି ବଡ଼କଷ୍ଟ। ସେଥିପାଇଁ ତ ନିଜ ଦୁଃଖ ବଖାଣିବାକୁ କୋଟପାଡରୁ କୋରାପୁଟ ଆସିଥିଲେ, ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ । ହେଲେ ଓଟିଭି ଟିମ୍‌...

Education
ବ୍ୟବସାୟୀ ଦମ୍ପତିଙ୍କ ଉଦାରତା; ମାଗଣାରେ ପିଲାଙ୍କୁ ଦେଉଛନ୍ତି କୋଚିଂ

ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ  ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍‌ ହୋଇପାରିବେ ନାହିଁ ତାଙ୍କୁ...

Latter
ଯେବେ ଠିକଣା ଜାଗାରେ ୧୦୦ ବର୍ଷ ପରେ ପହଞ୍ଚେ ଚିଠି...

ରାଜା ପଞ୍ଚମ ଜର୍ଜଙ୍କ ଚିତ୍ର ଥିବା ଗୋଟିଏ ଏକ ପଇସିଆ ମୂଲ୍ୟର ଡାକ ଟିକେଟ୍‌ ଲଗାଯାଇଥିବା ଏହି ଚିଠିଟିରେ ବେଥ୍ ଓ ସିଡେନ୍‌ହାମ୍‌ ଡାକ ମୋହର ବି ବାଜିଛି । ଏହି ଚିଠିଟିକୁ ୨୦୨୧ରେ ଥି‌ଏଟର୍‌ ନିର୍ଦ୍ଦେଶକ ଫିନ୍‌ଲେ ଗ୍ଲେନ୍‌ଙ୍କ ‘କ୍ରିଷ୍ଟାଲ୍‌ ପାଲେସ୍‌’ ଫ୍ଲାଟ୍‌ରେ ଥିବା ଚିଠି ବାକ୍ସରେ...

Padampur
ପଦ୍ମପୁରରେ ପ୍ରତିଶ୍ରୁତି ରଖିବେ ତ ନବୀନ?

ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ। ଖାଲି...

BJD MLA
ସୋମାଲିକାଙ୍କ ପରେ ପୁଣି ଜଣେ ମହିଳାଙ୍କ ସହ ବିଜେଡି ବିଧାୟକଙ୍କ ଫଟୋ ଭାଇରାଲ

ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।

BJD EX MLA
“ଦଳରେ ନାହାନ୍ତି ସଂସ୍କାରୀ ନେତା, ବଦଳିଗଲେଣି ସେତେବେଳର ନବୀନ”

ନବଦାସ ହତ୍ୟାକାଣ୍ଡକୁ ନେଇ ବି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦେବାଶିଷ । କହିଛନ୍ତି, ଅଭିଯୁକ୍ତ ଗୋପାଳ କ୍ରାଇମ କରିବା ପରେ ବି ରିଗ୍ରେଟ୍‌ କରୁନି । କାରଣ ସେ ନିଜକୁ ସୁରକ୍ଷିତ ମନେ କରୁଛି । ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଜୀବନ ଚାଲିଗଲା । ଜଣେ ପୋଲିସ...

Monkey
ଆଉ କିଛି ରଖିବେନି...ସବୁ ଖାଇ ସଫା କରିଦେବେ ମାଙ୍କଡ ପଲ

ମାଙ୍କଡ଼ଙ୍କ ଉପଦ୍ରବରେ ଏବେ ଆସିକା ଲୋକ ଅତିଷ୍ଠ ହେଲେଣି। ମଣ୍ଟପଡା, କେନ୍ଦୁପଦର, ତରାସିଙ୍ଗି, ହରଡ଼ାପଦର, ପଢାଳ ଓ ଜୟପୁର ଅଞ୍ଚଳରେ ଭୟଙ୍କର ଉତ୍ପାତ କଲେଣି ମାଙ୍କଡ଼। ଏମିତିକି ମାଙ୍କଡ଼ଙ୍କୁ ଘଉଡାଇବାକୁ ପାଳି କରି କ୍ଷେତ ଜଗୁଛନ୍ତି ଚାଷୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଙ୍କଡ଼ ପଲ ବେଳେବେଳେ ଆକ୍ରମଣ କରିବାକୁ...

Accident
ମେଡିକାଲରୁ ଫେରୁଥିଲେ....ସାଙ୍ଗ ହୋଇ ଚାଲିଗଲେ ବାପ-ପୁଅ

ରାସ୍ତାରେ ଯିବା ବେଳେ ପୁଅକୁ ନଡରିବାକୁ ପରାମର୍ଶ ଦେଉଥିଲେ। ଭାବିଥିଲେ ମେଡିକାଲରୁ ଆସିବା ପରେ ପୁଅକୁ ଆରାମ ଲାଗିବ। ହେଲେ ସିଏ ନିଜେ ବି ଜାଣିନଥିଲେ। ତାଙ୍କୁ ରାସ୍ତାରେ ଅନେଇ ବସିଛି ଯମ। ଚାହୁଁଚାହୁଁ ଟ୍ରକ୍‌ ଆସି ତାଙ୍କ ବାଇକ୍‌କୁ ଧ୍କକା ଦେଲା। ବାସ୍‌ କେଇ ମୁହୂର୍ତ୍ତରେ ବାପା-ପୁଅଙ୍କ...

School
ସବୁ ସ୍କୁଲର ପିଲା ଘର ଭିତରେ ବସୁଛନ୍ତି, ଆମେ କାହିଁକି ବାହାରେ ବସିବୁ ? ୫-ଟିର ଗୁମର ଖୋଲିଦେଲେ ସ୍କୁଲ ପିଲା

ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଫାଇଭ-ଟିରେ ସ୍କୁଲକୁ ସାମିଲ କରାଗଲା। ହେଲେ ସ୍ଥିତିରେ କୌଣସି ସୁଧାର ଆସିନି। ଏମିତିକି ଅନ୍ୟ ସ୍କୁଲର ପିଲାମାନେ ଭଲରେ ପଢୁଛନ୍ତି। ଆମେ କାହିଁକି ବାରଣ୍ଡାରେ ବସିବୁ? ଖରା ବର୍ଷାରେ ପାଠ ପଢିବୁ ବୋଲି ପ୍ରଶ୍ନ କଲେଣି ସ୍କୁଲ ପିଲା।

Mahanadi River
ଫେବୃଆରୀରୁ ଶୁଖିଲାଣି, ଏପ୍ରିଲରେ କଣ ହେବ?

ଇତିହାସ କହେ ପାଶ୍ଚାତ୍ୟସଭ୍ୟତା ଓଡ଼ିଶାର ସର୍ବବୃହତ ନଦୀ ମହାନଦୀରୁ ହିଁ ଆରମ୍ଭ। ଏବେ କିନ୍ତୁ ମହାନଦୀ ଅବସ୍ଥା ଖରାପ। ନଈରେ ଅଂଟେ ବି ପାଣି ନାହିଁ। ଯେଉଁ ନାଉରୀଆମାନେ ଡଙ୍ଗା ଚଲେଇ ଦୁଇ ପଇସା ରୋଜଗାର କରୁଥିଲେ ଆଜି ସେମାନେ ବେଉସା ହରାଇ ଭୋକ ଉପାସରେ। ଗୋଟିଏ କି...

Father Daughter
ଜନ୍ମକଲା ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ କଲା ଶବସତ୍କାର

ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ ହେଲେ ନିଜର। ଝିଅର ଜୀବନ ଚାଲିଯିବା ପରେ ବାପା ସିନା ଜଙ୍ଗଲରେ ଫୋପାଡି ଦେଲା। ହେଲେ ସ୍ୱେଚ୍ଛାସେବୀ ସଂଗଠନ ଝିଅର ଶବକୁ ଉଦ୍ଧାର କରିଛନ୍ତି। ଖାଲି ଉଦ୍ଧାର କରିନାହାନ୍ତି ବରଂ ଆତ୍ମୀୟ ସ୍ୱଜନଙ୍କ ପରି ଶବ ସତ୍କାର ବି କରିଛନ୍ତି। ଯାହାକୁ...

Tallest Shiv
ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି ଯାଜପୁରରେ...ଉଚ୍ଚତା ଜାଣିଛନ୍ତି କି?

୧୮୩ ଫୁଟ୍‌ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା...

Jagar
ବେପାରକୁ ପଛରେ ପକାଇ ପଲିଥିନ୍ ସଫେଇରେ ଲାଗିଛନ୍ତି ଦୋକାନୀ

ବୈଠକରେ ନିଷ୍ପତ୍ତି ହେବା ପରେ ଏବେ ପଲିଥିନ୍‌କୁ ସଂଗ୍ରହ କରି ପଂଚଲିଙ୍ଗେଶ୍ୱର ପୀଠକୁ ସଫା କରିବାରେ ଲାଗିଛନ୍ତି ସ୍ଥାନୀୟ ଅଂଚଳର ଦୋକାନୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୋକାନରେ ବେପାର ଛାଡି ପଲିଥିନ୍‌ ଗୋଟାଇବାରେ ଲାଗିଛନ୍ତି ଦୋକାନୀ। ଆଉ କହୁଛନ୍ତି ଶିବରାତ୍ରୀ ପୂର୍ବରୁ ପଲିଥିନ୍‌ ମୁକ୍ତ ହେବ ପଞ୍ଚଲିଙ୍ଗେଶ୍ୱର।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି