• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Anil Basak, UPSC CSE
ବାପା ବିକୁଥିଲେ କପଡ଼ା...ପୁଅ ପାଇଲା IAS

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖାଇଛନ୍ତି ଆଇଏଏସ୍‌ ଅନୀଲ ବସାକ । ଆଜି ସିନା ସେ ଆଇଏଏସ୍‌ ହେଲେ କିନ୍ତୁ ଏ ସଫଳତା ଯାତ୍ରାରେ ସେ କେତେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ତାହା...

Ration Card
ଧ୍ୟାନ ଦିଅନ୍ତୁ... ଆପଣଙ୍କର ବି କଟିପାରେ ରାସନକାର୍ଡ଼ !!

ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ନିୟମ ଅନୁସାରେ, ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ । କିନ୍ତୁ ସରକାରୀ ସୁବିଧା ସେମାନେ ପାଉଛନ୍ତି । ତେଣୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସମସ୍ତ ଯୋଗ୍ୟ...

marigold Farmer
ଭାଗ୍ୟ ପରିବର୍ତ୍ତନ କରିଦେଲା ଗେଣ୍ଡୁ ଚାଷ

ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍‌ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ...

Parrot
ଆଶ୍ଚର୍ଯ୍ୟ !! କୋର୍ଟରେ ସାକ୍ଷୀ ଦେଲା ଶୁଆ, ଅଭିଯୁକ୍ତଙ୍କୁ ଦିଆଗଲା ଆଜୀବନ କାରାଦଣ୍ଡ

୨୦୧୪, ଫେବୃଆରୀ ୨୦ରେ ଏକ ପ୍ରମୁଖ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ଓ ପତ୍ନୀ ନୀଲମ ଶର୍ମାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘରେ ପୁଅ କିମ୍ବା ବୋହୂ ନଥିବା ବେଳେ ଦୁର୍ବୃତ୍ତ ରଚିଥିଲେ ଭୟଙ୍କର କାଣ୍ଡ । ଯାହାକୁ ନେଇ ସ୍ଥାନୀୟ...

Disable Person
ଜନ୍ମରୁ ହାତ ନାହିଁ...ଠିକ୍‌ରେ ଚାଲି ବି ପାରୁନାହାନ୍ତି । ବାଉଁଶ କାରିଗରୀରେ ସେମାନେ କିନ୍ତୁ ମାଷ୍ଟର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍‌ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍‌ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର...

Theater Day
ଓଡ଼ିଶାକୁ ପୁଣି ଫେରୁଛି କି ନାଟକର ସୁବର୍ଣ୍ଣ ଯୁଗ ? ଆସୁଛି ନୂଆ କନ୍‌ସେପ୍ଟ...

ନାଟକ, ଏକ ଜୀବନ୍ତ ମାଧ୍ୟମ । ସମାଜର ପ୍ରତିଫଳନ 'ନାଟକ'ର ପ୍ରଦର୍ଶନ ପାଇଁ ଓଡ଼ିଶାରେ ଥିଲା ଅନେକ ବଡ ବଡ ତଥା ନାଁକରା ରଙ୍ଗମଂଚ । ହେଲେ ପରେ ନାଟକରେ ଭଟ୍ଟା ପଡିଛି, ଲୋକେ ଏଥିରୁ ଦୂରେଇ ଗଲେଣି । ଏପଟେ ନାଟ୍ୟକାରଙ୍କ ଆଶା, ଓଡ଼ିଶାକୁ ପୁଣି ଫେରୁଛି...

Mahanadi Politics
ମହାନଦୀ ଟ୍ରିବୁନାଲ୍ ଆଗରେ କି ତଥ୍ୟ ରଖିବେ ସରକାର ? ଖସୁଛି ହୀରାକୁଦର ଜଳସ୍ତର, ଶୁଖି ଚାଲିଛି ମହାନଦୀ

ଶୁଷ୍କ ମହାନଦୀକୁ ନେଇ ଘନେଇବାରେ ଲାଗିଛି ବିବାଦ, ରାଜନୀତି । ହେଲେ ଆଗକୁ କ୍ଷେତ୍ର ପରିଦର୍ଶନ ପାଇଁ ଆସୁଥିବା ଟ୍ରିବୁନାଲ୍ ଆଗରେ ପ୍ରଭାବୀ ତଥ୍ୟ ରଖିବାକୁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର । ମହାନଦୀ ତଳ ମୁଣ୍ଡ ଶୁଖିଲା ପଡ଼ିବା ପଛର କାରଣ କଣ । ଏସବୁର...

Odisha records higher suicide rate
ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ! ଡିଜେ ଆଜେକ୍ସ ଠାରୁ ଆରମ୍ଭ କରି ରୁଚିସ୍ମିତାଙ୍କ ପର୍ଯ୍ୟନ୍ତ . .

ପ୍ରେମରେ ପ୍ରତାରଣାରୁ ହେଉ କିମ୍ବା କ୍ୟାରିୟରରେ ବିଫଳତା ପାଇଁ ହେଉ, ଜୀବନକୁ ସତେ ଯେମିତି ଖେଳ ଭାବୁଛନ୍ତି କିଛି ଯୁବ ଗୋଷ୍ଠୀ । ନିଜର ଭୂତ ଭବିଷ୍ୟତ ଏବଂ ଦାୟିତ୍ୱକୁ ଭୁଲି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଗତକାଲି ଗୋଟିଏ...

Odisha Politics, BJP
ଏଥର ଜୋର୍‌ଦାର୍‌ ଲଢ଼େଇ ବାସ୍ନା ! ଆକ୍ରମଣାତ୍ମକ ମୁଦ୍ରାରେ ରାଜ୍ୟ ବିଜେପି, ଜୋସରେ ପଦ୍ମ କ୍ୟାଂପ୍

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଗ୍ନିବର୍ଷା ଭାଷଣ ପରେ ବିଜେଡିକୁ ଗାଦିରୁ ହଟାଇବାକୁ ବିଜେପିର ଆକ୍ସନ ପ୍ଳାନ୍ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ । ଗତକାଲି ନୂଆ ସଭାପତିଙ୍କ ସମ୍ବର୍ଦ୍ଧନା ସଭାରେ ଖୋଦ୍ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ...

Fake Certificate
ଜାଲ୍ ସାର୍ଟିଫିକେଟ୍‌ର ଫ୍ୟାକ୍ଟ୍ରିବଲାଙ୍ଗିର ! ଅଢ଼େଇରୁ ପାଞ୍ଚ ଲକ୍ଷ୍ୟ ଟଙ୍କାରେ ବିକ୍ରି କରୁଥିଲେ, ଧରାପଡ଼ିଲେ...

ଗୋଟିଏ ନକଲି ସାର୍ଟିଫିକେଟକୁ ଦେଢରୁ ୨ ଲକ୍ଷ ଟଙ୍କା । ଅତ୍ୟଧିକ ଡିମାଣ୍ଡ ଥିଲେ, ୫ ଲକ୍ଷ ଟଙ୍କା । ଖାଲି ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ବି ଲମ୍ବିଥିଲା ଫେକ୍ ସାର୍ଟିଫିକେଟର ଚେର । କିଛି ଜାଲ୍ ପ୍ରମାଣପତ୍ରଧାରୀ ଡାକବିଭାଗରେ ଚାକିରି କରିଥିବା ଖବର ଓଟିଭିରେ ପ୍ରସାରିତ...

BJP
ମନମୋହନଙ୍କ ରଣହୁଙ୍କାର; ‘ହଟିଥିଲା କଂଗ୍ରେସ, ଏବେ ବିଜେଡି ପାଳି’

ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।

Odisha Police
ଶାରୀରିକ ଦକ୍ଷତା ପରୀକ୍ଷାରେ ପଛରେ ପଡ଼ିଯାଉଛନ୍ତି କି ଓଡ଼ିଆ ଝିଅ ?

ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା...

Khandagiri Crime News
କେମିତି ହେଲା ଦୁର୍ଗାପ୍ରସାଦଙ୍କ ମୃତ୍ୟୁ ? ସନ୍ଦେହରେ ଗାର୍ଲଫ୍ରେଣ୍ଡ

ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ...

Nisha Maharana
‘ନିଶା ମଞ୍ଚରେ ଚଢ଼ିଲେ ତ ଆମେ ଓହ୍ଲାଇପଡ଼ିବୁ’

ରାଜ୍ୟର ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ଯାତ୍ରା ଚାଲିଛି । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କେଉଁ ଯାତ୍ରା କମିଟି ଆଇଟମ୍ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି । ତେବେ କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି...

BJP
ମନମୋହନଙ୍କ ରଣହୁଙ୍କାର; ‘ହଟିଥିଲା କଂଗ୍ରେସ, ଏବେ ବିଜେଡି ପାଳି’

ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।

Murder
ନୃଶଂସ ଶାଶୂଘର : କାନ୍ଥରୁ ଲିଭିନି ବାହାଚିତା, ଜଳିଲା ମାମାଲିର ଚିତା

ବାହାଘର ହେଲା, ଯୌତୁକ ବି ପାଇଲେ । ହେଲେ ପୁଣି ଅଧିକ ଯୌତୁକ ଆଶା କରି ବୋହୂକୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏମିତିକି ଏହାପୂର୍ବରୁ ବି ଶାଶୂଘର ଲୋକେ ମାମାଲିଙ୍କୁ ନିର୍ଯାତନା ଦେଇଥିବା ବାପଘର ଲୋକେ କହିଛନ୍ତି । ବାରମ୍ବାର କଳିଝଗଡ଼ା ହେଉଥିବା...

Mukesh Ambani
ଭାରତର ବଡ଼ ଧନୀ: ପକେଟ୍‌ରେ ଟଙ୍କା ନଥାଏ କି ପାଖରେ କାର୍ଡ ବି ନଥାଏ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ କେବଳ ଆମ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ବେଶ୍‌ ପ୍ରସିଦ୍ଧ ଅର୍ଥାତ୍‌ ତାଙ୍କୁ ସମସ୍ତେ ଜାଣନ୍ତୁ । ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ...

Monkey’s 11th day death ritual
ମାଙ୍କଡ଼ ପାଇଁ ଲଣ୍ଡା ହେଲେ... ଶୁଦ୍ଧିକ୍ରିୟା ବି କଲେ

ଗାଁରେ ରହୁଥିଲା, ହେଲେ ବିଜୁଳି ଖୁଣ୍ଟରେ ଲାଗି ଜୀବନ ଚାଲିଗଲା । ଆଉ ମାଙ୍କଡ଼ର ମୃତ୍ୟୁ ପରେ ଶୋକରେ ବୁଡ଼ିଗଲେ ଗାଁ ଲୋକେ । ମାଙ୍କଡ଼ର ଦେହାନ୍ତ ହେବା ପରେ କୀର୍ତ୍ତନ କରି ଶତ୍କାର କରିବା ସହିତ ଶୁଦ୍ଧକ୍ରିୟା ବି କରିଥିଲେ । ଖାଲି ଶୁଦ୍ଧକ୍ରିୟା ନୁହେଁ ବରଂ...

Choreographer Sangram Keshari Barik
ଶ୍ରୀକ୍ଷେତ୍ରରୁ ମାୟାନଗରୀ: ସବୁଠି ଜଲୱା ଦେଖାଉଛନ୍ତି ଓଡ଼ିଆ ପୁଅ ସଂଗ୍ରାମ୍‌

ସ୍ୱପ୍ନ ...ତାହା ନୁହେଁ ଯାହା ରାତିରେ ଶୋଇବା ସମୟରେ ଆମେ ଦେଖିଥାଉ ବରଂ ସ୍ୱପ୍ନ ଏମିତି ହେବା ଦରକାର ଯାହା ଆମକୁ ରାତିରେ ଶୁଆଇ ଦିଏନାହିଁ । ସ୍ୱପ୍ନ ତ ସମସ୍ତେ ଦେଖନ୍ତି । ହେଲେ ସ୍ୱପ୍ନକୁ ସାକାର କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନଥାଏ । ସ୍ୱପ୍ନ...

helpless girls
ଜେଲ୍‌ରେ ବାପା-ଜେଜେ ମାଆ : ଦଣ୍ଡ ଭୋଗୁଛନ୍ତି ଦୁଇ ନିଷ୍ପାପ ପିଲା

ବାପା-ମାଆଙ୍କ ଅବର୍ତ୍ତମାନରେ ଦୁଇ ଭଉଣୀଙ୍କର ଦାୟିତ୍ୱ ନେବାକୁ ବି କେହିନାହାନ୍ତି । ଘରେ ଜେଜେ ବାପା ଅଛନ୍ତି । ହେଲେ ସିଏ ସେମାନଙ୍କର ସେବା କଣ କରିବେ ? ବରଂ ଦୁଇ ନାତୁଣୀ ତାଙ୍କର ଦାୟିତ୍ୱ ନେଉଛନ୍ତି । କେତେବେଳେ ଗୋଡ଼ ମୋଡି ଦେଉଛନ୍ତି ତ ଆଉ କେତେବେଳେ ଖୁଆଇ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି