• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Dibyang
ଦୁଇ ଦିବ୍ୟାଙ୍ଗଙ୍କ ଦୁଃଖଭରା କାହାଣୀ : ଜଣେ ରାମ ହେଲେ ଆଉ ଜଣେ ଲକ୍ଷ୍ମଣ

ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍‌ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ...

fake jewellery
ଠକ 420 : ବ୍ୟାଙ୍କ ବାଲାଙ୍କୁ ଭୂଆଁ ବୁଲାଇ ୮୫ ଲକ୍ଷ ନେଇଗଲା

ନୀଳମାଧବ ନିଜେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ନିଜେ ସୁନା ରଖି ଋଣ ଆଣିପାରିନଥିଲେ l ବରଂ ନିଜର ଚିହ୍ନା ପରିଚିତ ଲୋକଙ୍କୁ ହାତ କରି ନିଜ ସୁନା ଦେଇ ବ୍ୟାଙ୍କରୁ ଋଣ ହାତେଇଥିବା ସମ୍ପୃକ୍ତ ବଣିଆଙ୍କ ନାମରେ ଅଭିଯୋଗ ହୋଇଛି l ହେଲେ ପରେ ଜଣାପଡିଥିଲା ଯେ, ବନ୍ଧକ...

Traffic congestion
ଖୋର୍ଦ୍ଧାରେ ଅସଂଭାଳ ଟ୍ରାଫିକ୍...ଯିଏ ଯୁଆଡ଼େ ପାଇଲା, ସିଏ ସିଆଡ଼େ ପଶିଲା

ଖୋର୍ଦ୍ଧା ପୌରପରିଷଦ । ପ୍ରାୟ ୬୦ ହଜାରରୁ ଅଧିକ ଲୋକ ପୌରପାଳିକାରେ ରହୁଛନ୍ତି । ସହର ଭିତରେ ହିଁ ୬ ଜିଲ୍ଲାକୁ ରହିଛି ସଂଯୋଗର ମୁଖ୍ୟ ରାସ୍ତା । ତାହା ସହିତ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ଏହିଠାରେ ରହିଥିବାରୁ ସହର ଭିତରେ ଅସମ୍ଭବ ଭିଡ଼ । ଏହି...

MCA graduate
ବାହାର ରାଜ୍ୟରେ କାମ କରୁଥିଲେ : ଧୂପକାଠି ତିଆରି କରି ଏବେ ଲକ୍ଷପତି

ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଦେଇଥିଲେ । ଠିକ୍‌ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍‌ ପରି କାମ ଦେଇଥିଲା ପିଏମଜିପି ସ୍କିମ୍‌ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ...

Migrant labourer
ଆଶ୍ଚର୍ଯ୍ୟ !! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡ଼ଯନ୍ତ୍ର !

ଶରତଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇଥିଲା ପୋଲିସ୍‌ । କେମିତି ଓ କେଉଁ ଅବସ୍ଥାରେ ଅଛନ୍ତି ସେନେଇ ଆରମ୍ଭ କରିଥିଲା ତଦନ୍ତ । ପ୍ରଥମେ ଶରତଙ୍କ ମୋବାଇଲକୁ ଟ୍ରାକ୍‌ କରିବା ପରେ ଜଣାପଡିଥିଲା କି,...

Rs 800 bribe for autopsy report
‘ଯଦି ପୋଷ୍ଟମର୍ଟମ କରିବ, ତେବେ ୮ଶହ ବାହାର କର... ମାଲ୍‌ ମାରିକି ଶବ କାଟିଦେବୁ..’

ବାପା ସାମ୍ନାରେ ପୁଅର ଜୀବନ ଚାଲିଗଲା । ଅପମୃତ୍ୟୁ ହୋଇଥିବାରୁ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବା ଲାଗି ଶବ ବି ଆସିଲା । ହେଲେ ବ୍ୟବଚ୍ଛେଦ ପୂର୍ବରୁ ଚାଲିଲା ମୂଲଚାଲ । ମୟୁରଭଞ୍ଜ ରାଇରଙ୍ଗପୁର ଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି । ପୋଲିସ ଉପସ୍ଥିତିରେ ଜଣେ ଅସହାୟ ଗରିବ ବାପାକୁ...

Athagarh
ବାପା-ମାଆଙ୍କୁ ତଣ୍ଟିଆ ମାରି ଘରୁ ତଡିଦେଲା ଝିଅ

ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି, ଘରେ ଥିବା ସବୁ ଆସବାବପତ୍ର ସହ ଗାଁରେ ଥିବା ନିଜ ଘର ଜମିକୁ ସବୁ ନିଜ ଝିଅ ନାଁରେ କରିଦେଇଥିଲେ ବାପା-ମାଆ । ହେଲେ ଜାଗା, ଜମି ସବୁ ପାଇବା ପରେ ଏବେ ବୁଢା ବାପା-ମାଆଙ୍କୁ ଘରୁ ବାହାର କରିଦେଉଛି ଝିଅ ।...

Asia's 1st woman loco pilot
ଦିନେ ଏସିଆର ପ୍ରଥମ ଲୋକୋ ପାଇଲଟ୍‌ ଥିଲେ, ଏବେ ବନ୍ଦେ ଭାରତ ଏକ୍ସପ୍ରେସର ସାରଥୀ

ବନ୍ଦେଭାରତ ଏକ୍ସପ୍ରେସ୍‌ । ଭାରତର ଦ୍ରୁତଗାମୀ ଟ୍ରେନ୍‌ । ଆଉ ସେହି ଟ୍ରେନର ଏବେ ସାରଥୀ ହୋଇଛନ୍ତି ଜଣେ ମହିଳା । ଆପଣ କହିପାରନ୍ତି ଆଜିକାଲି ଅନେକ ମହିଳା ଲୋକୋ ପାଇଲଟ୍‌ ହୋଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ସୁରେଖାଙ୍କୁ ନେଇ ଏଇଥି ଲାଗି...

Death In-Laws
ସ୍ୱାମୀ-ସ୍ତ୍ରୀ ଝଗଡ଼ାର ଭୟଙ୍କର ପରିଣତି, ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ମାରି ଅଖାରେ ରଖିଲେ ଶବ, ତା’ପରେ...

ଶ୍ୱଶୁର ଘରେ ମାସେ ରହିବା ପରେ ମଦ ପିଇ ପାଟି କରୁଥିଲେ ରୂଦ୍ର । ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ । କିନ୍ତୁ ଏ ଝଗଡ଼ାକୁ ସବୁଦିନ ପାଇଁ ବନ୍ଦ କରିବାକୁ ପୂରା ମାଷ୍ଟର ପ୍ଲାନ୍‌ କରିଥିଲେ ଶ୍ୱଶୁର ଘର ଲୋକ । ଏମିତିକି ରୁଦ୍ରଙ୍କୁ...

Sorry girls, my wife is very strict
ଅଟୋ ପଛରେ ଡ୍ରାଇଭର ଲେଖିଲେ...ମୋ ସ୍ତ୍ରୀ ବହୁତ ରାଗି, କ୍ଷମା କରନ୍ତୁ...

ଅଟୋ ପଛରେ ପୋଷ୍ଟର ଲଗାଇବା ଏକ ସାଧାରଣ କଥା । ହେଲେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଯଦି ସେହି ଫଟୋ ଦେଖିବେ ଚେବେ ଆପଣଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଯିବ । ମନରେ ପ୍ରଶ୍ନ ଆସିବ ସିଏ ଏମିତି କାହିଁକି ଲଗାଇଲେ? ବ୍ୟକ୍ତି ଜଣକ...

Elderly devotee
ରାତି ଅଧରେ ସ୍ୱପ୍ନାଦେଶ...ବାଲେଶ୍ୱରରୁ ଚାଲିଚାଲି ଶ୍ରୀକ୍ଷେତ୍ର ଗଲେ ଭକ୍ତ

କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ, ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ...

electrical shop
ପରିଣତ ବୟସରେ ଥକି ନାହାନ୍ତି...୮୦ ବର୍ଷରେ ବି ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି..

ବାହାଘରର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ସିନା ଚାଲିଗଲେ ହେଲେ ସେ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଦୋକାନ ଚଲେଇବାକୁ ଲାଗିଲେ । ଆଜିକୁ ପ୍ରାୟ ୫ ଦଶନ୍ଧି ଧରି ସଫଳତାର ସହ ସେ ବ୍ୟବସାୟକୁ ବଞ୍ଚାଇ ବଢାଇ ନିଜେ ସ୍ବାବଲମ୍ବୀ...

Rebati
ପ୍ରତାରଣା ପାଲଟିଲା ପ୍ରତିଶ୍ରୁତି : ଗାଈ ଚରେଇ ଚଳୁଛନ୍ତି ରେବତୀ

ବାପା-ମାଆ ସେମିତି କିଛି ରଖିନାହାନ୍ତି ଯାହାକୁ ଖାଇ-ପିଇ ଚଳିଯିବେ ରେବତୀ । ସେଇଥି ଲାଗି ତ ପର ଦୁଆରେ ମୂଲ ଲାଗିବାକୁ ଅନେକ ଚେଷ୍ଟା ବି କରିଛନ୍ତି ସେ । ଖାଲି ଚେଷ୍ଟା କରିନାହାନ୍ତି ପର ଦୁଆରେ ଯାଇ କାମ ବି ମାଗିଛନ୍ତି । କିନ୍ତୁ ରେବତୀଙ୍କ ଚେହେରା...

Farmer
କାଳିଆ କଲ, ବଳିଆ କଲ...ପାଣି ଦେବା ବେଳକୁ ନାକ କିଆଁ ଟେକିଲ?

କେନାଲ ଭାଙ୍ଗିଯିବା ପରେ ଜଳସେଚନ ପ୍ରକଳ୍ପ ପୂରା ଠପ୍‌ ହୋଇ ପଡ଼ିଛି । ପାଣି ନମିଳିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଷୀଙ୍କ ପାଇଁ ଆମ ସରକାର ବୋଲାଉଥିବା ବିଜେଡି ସରକାରରେ କିନ୍ତୁ ଚାଷୀଙ୍କ ଦୁଃଖ କେହି ଶୁଣୁନାହାନ୍ତି । ପାଣି...

commercial airplanes
ଏତେ ଉଚ୍ଚରେ କାହିଁକି ଉଡେ ବିମାନ ? କ’ଣ ଏହାର କାରଣ ?

ଏତେ ଉପରେ କାହିଁକି ଉଡେ ଉଡାଜାହାଜ? କ’ଣ ରହିଛି କାରଣ? ଏତେ ଉପରେ ଉଡୁଥିବାରୁ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସେ । କେହି କେହି କୁହନ୍ତି, ମାଇଲେଜ୍‌ ବି ଅଧିକ ରୁହେ । କିନ୍ତୁ ପ୍ରକୃତ କାରଣ ହେଉଛି, ଅଧିକ ଉଚ୍ଚରେ ଉଡୁଥିବାରୁ ଖୁବ ଘନ ମୋଲେୟୁକୁଲ୍‌ସ...

Nuapada Sarapancha
ସାବାସ୍‌ ସରପଂଚ : ଗାଁ ଲୋକଙ୍କ ଲାଗି ନଈରେ ଖୋଳିଲେ ୯ ଚୁଆ

ନୂଆପଡା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଆଜି ଏ ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କଲାଣି । ନଦୀରେ କୌଣସି ସ୍ଥାନରେ ପାଣିର ଧାରଟିଏ ବି ନାହିଁ । ତେଣୁ କେମିତି ଚଳିବେ ତାର କୌଣସି ବାଟ ନପାଇ ସରପଂଚଙ୍କୁ ଗୁହାରି କରିଥିଲେ । ଲୋକଙ୍କ...

Olive Ridley turtles
କଇଁଛକୁ ବଞ୍ଚାଇବାକୁ କୁନି ଝିଅ କରୁଛି ଗୁହାରୀ : ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି...

Jagannath devotee
ହରିୟାଣାରୁ ଆସିଥିଲେ ଶ୍ରୀକ୍ଷେତ୍ର...କାଳିଆକୁ କରିଥାଆନ୍ତେ ଦର୍ଶନ...ଉଡ଼ିଗଲା ପ୍ରାଣବାୟୁ...

ଶ୍ରୀକ୍ଷେତ୍ରରୁ ପ୍ରାୟ ୨ହଜାର କିମି ଦୂରରୁ ଅର୍ଥାତ୍‌ ହରିୟାଣାରୁ ପୁରୀ ଆସି ଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ମନରେ ଇଚ୍ଛା ଥିଲା ଟିକେ କାଳିଆକୁ ଦର୍ଶନ କରିବେ ବୋଲି । ସେଇଥି ଲାଗି ଏତେ ବାଟରୁ ଆସି ପହଞ୍ଚିଥିଲେ ପୁରୀ । ଜଗା ଦର୍ଶନ ହେବା...

Odisha women take care of forest
୨୦ ବର୍ଷ ହେଲାଣି ଜଗୁଛନ୍ତି ଜଙ୍ଗଲ...ନିଜ ପିଲାଙ୍କ ପରି ଯତ୍ନ ନେଉଛନ୍ତି...

ହାତରେ ଟାଙ୍ଗିଆ ଧରିଛନ୍ତି, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି । ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ...

Man makes 56 different types of foods for cows
ଏମିତି ମଣିଷକୁ ଶହେ ସଲାମ୍‌, ଗାଈଗୋରୁଙ୍କ ପାଇଁ ବାଢ଼ି ଦେଲେ ୫୬ ଭୋଗ...

ଗୋଶାଳାରେ ଗୋ-ମାତାଙ୍କୁ ୫୬ ପ୍ରକାର ଭୋଗ ଦିଆଗଲା । ପ୍ରାୟ ୧୫୦ ଗୋରୁଙ୍କ ପାଖରେ ଏମିତି ସ୍ୱତନ୍ତ୍ର ଭାବରେ ଲଗାଯାଇଛି ଭୋଗ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ଗାଈମାନଙ୍କୁ ୫୬ ପ୍ରକାର ଭୋଗ ଦିଆଯାଉଛି। ଯାହାକୁ ନେଇ ଏବେ ସବୁଠି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି