• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Black Majic
ଭୟଙ୍କର ଅନ୍ଧ ବିଶ୍ୱାସ...ଗାଁରେ ଚାଲିଛି ଗୁଣିଗାରେଡ଼ି, ଯାଉଛି ମୁଣ୍ଡ !!

ବାଲେଶ୍ୱର ସୋର ଖରାସାହାପୁର ପଞ୍ଚାୟତ ଶଙ୍କରପଦା ଗାଁରେ ଗୁଣି ଗାରେଡିକୁ ନେଇ ପ୍ରବଳ ଗଣ୍ଡଗୋଳ l ଅନେକ ଦିନ ହେବ ଏହି ଅଂଚଳରେ ଗୁଣି ଗାରେଡି ହେଉଥିବା ନେଇ ସନ୍ଦେହ କରାଯାଉଥିଲା l ଗାଁର ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ପତ୍ନୀ ଖୁସି ମହାଳିକ ଗୁଣି ଗାରେଡି କରୁଥିଲେ ବୋଲି ଗାଁ...

Doctor Marriage
ବେକରେ ଷ୍ଟେଥୋ ପକାଇ କନ୍ୟା ବେଶରେ ପରୀକ୍ଷା ଦେଲେ ଯୁବତୀ

ଦେହରେ ଥିଲା ଧଳାରଙ୍ଗର ଡାକ୍ତରୀ ପୋଷାକ। ଆଉ ବେକରେ ଥିଲା ଷ୍ଟେଥୋ। ଯୁବତୀଙ୍କୁ କନ୍ୟା ବେଶରେ ପରୀକ୍ଷା ହଲରେ ଦେଖିବା ପରେ ସମସ୍ତେ ତାଜୁବ ହୋଇଗଲେ। ଯୁବତୀ ଜଣକ କେମିତି ଗହଣା ଓ ଶାଢୀରେ ସଜେଇ ହୋଇ ପ୍ରାକ୍ଟିକାଲ ଲ୍ୟାବ କୋର୍ଟ ପିନ୍ଧି ପରୀକ୍ଷା ହଲକୁ ବୀର ଦର୍ପରେ...

School
‘ଆମେ ସ୍କୁଲ୍ ଯିବୁନି, ଦିଦି ଆମ ତଣ୍ଟି ଚିପିଦେବେ’

ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର...

Jagannath
ଜୀବନଙ୍କୁ ମିଳିଲା ନୂଆ ଜୀବନ...‘ଗୁଳିମାଡ଼ରେ ମରିଯାଇଥା’ନ୍ତି, ଜଗା ମୋତେ ବଂଚେଇଦେଲା’

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କହୁଛନ୍ତି...ଧୂପ ଦେଇ ଘରେ କାଳିଆର ବନ୍ଦାପନା କରୁଛନ୍ତି। ଆଉ କହୁଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ଜଗା ପାଖରେ ହେବି ସମର୍ପିତ । ଜୀବନ କେମିତି ନୂଆ ଜୀବନ ପାଇଲେ ତାହା ସେହି ହିଁ କହିପାରିବେ। କାଳିଆର ଇଏ ବିଚିତ୍ର ଲୀଳା...

Police
ଚାକିରି ବଞ୍ଚାଇବା ପାଇଁ ପଡିଆରେ ପହଞ୍ଚିଲେ ପୋଲିସ୍‌

କମିଶନରେଟ ପୋଲିସ ଫିଟନେସ୍‌କୁ ନେଇ ବୁଧବାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛି ତାହାର ପ୍ରଭାବ ରାଜଧାନୀର ରିଜର୍ଭ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି। କାରଣ ଏଣିକି ପ୍ରତି ୧୫ ଦିନରେ ପୋଲିସ ବାବୁଙ୍କ ଓଜନ ମପାଯିବ। ଯଦି ନିୟମ ଅନୁସାରେ ଓଜନ ଅଧିକ ରହେ ତେବେ ସେମାନଙ୍କୁ ଅର୍ଡଲି ରୁମ ଦାୟିତ୍ୱ...

submerge underwater
ମାଡି ଆସୁଛି ବିପଦ ! ଖୁବଶୀଘ୍ର ସମୁଦ୍ରରେ ବୁଡ଼ିପାରେ ଏଇ ସବୁ ସହର...

ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍‌ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ।

Hanging Deadbody
ଏତେ ଭଲ ପାଉଥିଲା ଯଦି ପ୍ରେମିକାକୁ କାହିଁକି ମାରିଲା? କେମିତି ଅଭିଯୁକ୍ତକୁ ଧରିଲା ପୋଲିସ୍‌?

ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । ହେଲେ ପୋଲିସ ନଜରରୁ ସେ ଖସିପାରିନଥିଲା। ଖାଲି...

Jagannath Bharasa
‘ମୁଁ ଏଇଠି ନରେନ୍ଦ୍ର ପୁଷ୍କରିଣୀ କୂଳରେ ଅଧିଆ ପଡ଼ିଛି, ଜଗା ମୋ ଡାକ ନିଶ୍ଚୟ ଶୁଣିବ’

କିଡନୀ ରୋଗରେ ପଡିବା ପରେ ବେଙ୍ଗାଲୁରୁର ଡାକ୍ତର ଫେରାଇଦେବା ପରେ ନିରାଶ ହୋଇ ଏବେ ଜଗା ଭରସାରେ ପଡିଛନ୍ତି ହିମାଂଶୁ। ନଖାଇ ନପିଇ ପ୍ରଥମେ ମାଉସୀ ମାଆ ମନ୍ଦିର ପାଖରେ ଅଧିଆ ପଡିଥିଲେ ଭଦ୍ରକ ଜିଲ୍ଲା ବନ୍ତର ହିମାଂଶୁ ସାହୁ। ହେଲେ ମାଉସୀ ମାଆ ମନ୍ଦିର ସାମ୍ନାରୁ ପୋଲିସ...

Koraput King
ଦାନ ପାଲଟିଲା ଅଭିଶାପ : ମୌଳିକ ସୁବିଧା ପାଇବାକୁ ହେଲେ ଚାଲ ୪୦ କିଲୋମିଟର ବାଟ

ଦାଦନଠାରୁ ବଳିଗଲାଣି ମୌଳିକ ସୁବିଧା ପାଇବାର ଦୁଃଖ। ଏମିତି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି ଲୋକ ଯାହାକୁ ନଦେଖିଲେ ବିଶ୍ୱାସ ହେବନି। ଜୟପୁରର ମହାରାଜା ମାମୁଁ ହୋଇ ସେହି ସମୟରେ କାଶୀପୁର ରାଜାଙ୍କୁ ଦାନ ଆକାରରେ ଗମ୍ଭାରୀଗୁଡା ଗାଁକୁ ଦାନ କରିଥିଲେ। ମହାରାଜ ଯେବେ କାଶୀପୁର ଯାଉଥିଲେ ସେବେ ଦାନ...

Panchayat member accuses govt officials
ବାବୁଙ୍କୁ କଲେ ହଲାପଟା, ଶାସନ ବ୍ୟବସ୍ଥାର ଗୁମର ଖୋଲି ଦେଲେ ଜିଲ୍ଲା ପରିଷଦ ସଭ୍ୟା

କୋରାପୁଟର ବରିଷ୍ଠ ନାରୀନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟ କନକଲତା ପେଣ୍ଠିଆ। କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ବେଳେ ନିଜ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟରେ ସରକାରୀ ବାବୁ ତଥା ପଞ୍ଚାୟତ ଅଧିକାରୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ମାନୁନଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

PMAY
ବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଡିଗଲା...ଘର ଖଣ୍ଡିଏ ମିଳିଲା ନାହିଁ

ଅନ୍ଧାର ଘର ଭିତରେ ଦିକିଦିକି ହୋଇ ଚୁଲି ଜଳୁଛି, ତାୱାରେ ପୁଣି ଖାଇବା ପାଇଁ ତିଅଣ ଭଜା ଚାଲିଛି । କୋଳରେ ଛୋଟ ଛୁଆକୁ ଥଧରି ସବୁ କାମ କରୁଛି ମାଆ । ଘରର ଅବସ୍ଥା ଦେଖିଲେ ଭିତରକୁ ପଶିବାକୁ ଡର ଲାଗିବ, କିନ୍ତୁ ଏମିତି ଘରେ ୨୪ ଘଂଟା...

Accident
ଏକାଠି ସାଙ୍ଗ ହୋଇ ରହିଥୁଲେ...ଏବେ ସାଙ୍ଗ ହୋଇ ଚାଲିଗଲେ

ବଲାଙ୍ଗିର ପାଟଣାଗଡ ନୂଆପଡା ଗାଁର ଆଶିଷ ମେହେର ଓ ମଳୟ ମନହିରା। ବାହାଘର ପାଇଁ ସାଙ୍ଗ ହୋଇ ଘରୁ ବାହାରିଥିଲେ। ଯୋଜନା ମୁତାବକ ବାଇକ୍‌ରେ ବି ଗଲେ। ହେଲେ ବାଟରେ ଏମାନଙ୍କୁ ଯମ ଜଗିଥିଲା ବୋଲି କିଏ ବା ଜାଣିଛି? ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ଭୁବନେଶ୍ୱରରୁ...

3 Death One Family
ବିଧାତାର ବିଚିତ୍ର ବିଧାନ: ଗୋଟିଏ ଜୁଇରେ ଜଳିଲେ ବାପା-ମାଆ-ଝିଅ

ପ୍ରଥମେ ସ୍ତ୍ରୀ, ପରେ ୨ ବର୍ଷର ନିଷ୍ପାପ କୁନି ଝିଅ ଆଉ ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ ସ୍ୱାମୀ। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା। ଚାହୁଁଚାହୁଁ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା...

Head Master
ରସିକିଆ ହେଡ୍‌ ସାର୍‌ : ୧୨ ବର୍ଷର ଝିଅ ଥାଉ ଥାଉ ପୁଣି ବିବାହ କଲେ

ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ହେଲା ଦ୍ୱିତୀୟ ବିବାହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଜାମାଜୁ ହାଇସ୍କୁଲରେ। ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ପତ୍ନୀ ନିରୁପମା...

Politics
ଗୋପାଳ କାହିଁକି ଚାହୁଁ ନଥିଲା ପଦୋନ୍ନତି? ନବ ଦାସ ହତ୍ୟା ପଛରେ କିଛି ଲିଙ୍କ୍ ଅଛି କି?

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।

SHG
୨୦୨୪ ପାଇଁ ବିଜେଡିର ବଡ଼ ପ୍ଳାନ୍‌; ସବୁ ବିଭାଗରେ SHG

ବିଜେଡି ସରକାରରେ ବଢୁଛି ମିଶନ୍ ଶକ୍ତିର ଦବ୍ ଦବା । ସ୍ୱୟଂ ସହାୟକ ଗୋଷ୍ଠୀ ବା, ଏସଏଚଜିକୁ ମଜଭୂତ କରୁଛନ୍ତି ସରକାର। ଗୋଟିଏ କି ଦୁଇଟି ବିଭାଗ ନୁହେଁ ଏବେ ୧୫ଟି ବିଭାଗରେ ଏସଏଚଜି ନିୟୋଜିତ ହୋଇଥିବା ବେଳେ ଆଗକୁ ସବୁ ବିଭାଗରେ ନିୟୋଜିତ ହେବେ ।

Delhi man kills live-in partner
ଲିଭ୍ଇନ ପରେ ସୈତାନ ସାଜିଲା ପ୍ରେମିକ; ପ୍ରେମିକାକୁ ମାରି ଫ୍ରିଜରେ ରଖି ଆଉ ଜଣଙ୍କୁ ହେଲା ବାହା

ଭାଲେଣ୍ଟାଇନ ୱିକରେ ଭିଲେନ୍ ସାଜିଲା ପ୍ରେମିକ । ଦିଲ୍ଲୀରେ ଚର୍ଚ୍ଚିତ ଶ୍ରଦ୍ଧା ୱାକର୍ ହତ୍ୟା ମାମଲାର ହେଲା ପୁନରାବୃତ୍ତି । ସେଠି ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ ଅଫତାବ ପୁନାୱାଲା । ଆଉ ଏବେ ସାମ୍ନାକୁ ଆସିଥିବା ନିକ୍କି ଯାଦବ ହତ୍ୟାକାଣ୍ଡରେ ପ୍ରେମିକା ଅର୍ଥାତ୍...

BJP terms Naba Das’ killing as ‘arranged murder’
ବିଜେପି ବିକ୍ଷୋଭ ବେଳେ ତୁମୁଳକାଣ୍ଡ...ବିରୋଧୀ ଦଳ ନେତା-ଆଇଆଇସି ହାତାହାତି

ସମ୍ବଲପୁରରେ ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ତାଙ୍କୁ ପ୍ରଥମେ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ...

PDS
ବଣ୍ଟନ ବ୍ୟବସ୍ଥାରେ ସାଂଘାତିକ ଅବ୍ୟବସ୍ଥା; ରାଜ୍ୟରେ ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ

ଗୋଟିଏ ପଟେ କେନ୍ଦ୍ର ସରକାର ଗରିବଙ୍କ ୫ କେଜି ଚାଉଳ କାଟିଦେବା ନେଇ ବିଜେଡି ଚଳାଇଛି ବିକ୍ଷୋଭ । ଅନ୍ୟପଟେ ପଦାକୁ ଆସିଛି ବଣ୍ଟନ ବ୍ୟବସ୍ଥାର ସାଙ୍ଘାତିକ ଅବ୍ୟବସ୍ଥା । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ । ଯାହାକୁ ନେଇ ଅଡୁଆରେ ରାଜ୍ୟ...

Mohana Disable Person
ନବୀନ ବାବୁ ମତେ ଟିକିଏ ସାହାଯ୍ୟ କର...ମୁଁ ଗଣ୍ଡେ ଭାତ ଖାଏ

ଦିବ୍ୟାଙ୍ଗ ହେବା ପରେ ବି ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଭତ୍ତା। ଏହାଛଡା ଆଉ କିଛି ନାହିଁ। ସରକାରଙ୍କର ରାସନକାର୍ଡ ୟାଙ୍କ ପାଇଁ ସାତସପନ। ଏମିତିକି ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ପଲିଥିନ୍‌ ଢଙ୍କା ଘରେ ବିତୁଛି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି