ବାଲେଶ୍ୱର ଔପଦା ବ୍ଲକ କୁମ୍ଭକହୁଣିଆ ଗାଁର ଚନ୍ଦନ ଜେନା । ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଚନ୍ଦନ । କିନ୍ତୁ ପରିସ୍ଥିତିର ଦାସ ହୋଇ ଚୁଟି କାଟିବାକୁ ସେ ବାଧ୍ୟ ହେଉଛନ୍ତି । ବାରିକ ଘରର ପୁଅ ହୋଇନଥିଲେ ବି ସେଲୁନ୍ରେ ରୀତିମତ କାଟୁଛନ୍ତି ଚୁଟି। ଖାଲି ଏତିକି...
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଗୁମ୍ମା ପଚାଂୟତ ହାଡିଆ ଗାଁରେ । ସ୍ଥାନୀୟ ଅଂଚଳର ଅନନ୍ତ କୁଲେସିକା । ବେଶି ପାଠ ପଢିନଥିବାରୁ ଚାଷବାସ କରି ପରିବାର ପୋଷନ୍ତି। ପାହାଡିଆ ଅଂଚଳ ହୋଇଥିବାରୁ ସବୁ ବେଳେ ଦେଖାଦିଏ ଜଳ ସମସ୍ୟା । କ୍ଷେତକୁ କେମିତି ପାଣି ମଡାଯିବ ସେନେଇ ପ୍ରଶାସନ...
ଟ୍ରାଫିକ୍ ବନ୍ଦ ଥିବାରୁ ସଂଧ୍ୟାରେ ପଛକୁ ପଛ ଲାଗୁଛି ଗାଡିର ଲମ୍ବା ଲାଇନ୍ । ଗ୍ରାନ ସିଗନାଲ ମିଳିବା ପରେ ଯେତିକି ଯାଉଛନ୍ତି ତାହାଠାରୁ ଅଧିକ ରହୁଛନ୍ତି । ତେଣୁ ପୁଣି ପଛକୁ ପଛ ଗାଡି ଆସୁଥିବାରୁ ଜାମ୍ କମିବାରେ ନା ନେଉନି। ଯଦି ଟ୍ରାଫିକ୍ ନିୟମ ମାନିକି ଯାଉଛନ୍ତି...
ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ...
ଏହି ଯୋଜନାରେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିବେଶ କରାଯାଉଥିଲା। ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ଟଙ୍କା ନିବେଶ କରାଯାଉଥିଲା। ଏହି ଯୋଜନା ସଂପୂର୍ଣ୍ଣ ସୁରକ୍ଷିତ ରହୁଥିବାରୁ ଅନେକ ବ୍ୟକ୍ତି ଏହି ସ୍କିମରେ ଟଙ୍କା ଲଗାଉଥିଲେ। କିନ୍ତୁ ଏହା ବନ୍ଦ ହେବାକୁ ଯାଉଥିବାରୁ ଏହାକୁ ନେଇ ବଢିଲାଣି ଟେନସନ୍।
କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ।...
ବାହାଘରର କିଛି ଘଂଟା ପୂର୍ବରୁ ପୁଣି ଥରେ ଚମ୍ପଟ ମାରିଲା ମଙ୍ଗୁଳା କନିଆଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରରେ। ଏବେ ପୁଣିଥରେ ବାହାଘର ପୂର୍ବରୁ ଫେରାର ମାରିଛି ମଙ୍ଗୁଳା କନିଆଁ । ବଲାଙ୍ଗିର ପୁଇଁତଲା ଥାନା ବୁଢ଼ିସିଣ୍ଡୋଲ ଗାଁର ଝିଅ ବାହାଘର ହେବାରେ ଥିଲା।...
ଘରେ ସ୍ୱାମୀ ନଥିଲେ କି ଶାଶୂ...ଏକା ଏକା ଶୋଇବା ଘରେ ଶୋଇଥିଲେ ବୋହୂ। ଆଉ ଏହାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ଶ୍ବଶୁର। ହେଲେ ବୋହୂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟର କଥା ଜାଣିବା ପରେ ତୁରନ୍ତ କୌଶଳକ୍ରମେ ଘରୁ ବାହାରି ଆସି ବାପଘରକୁ ପଳାଇ...
ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି। ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବାହାଘର ହେବା ପରେ ଅଧିକ ସୁସ୍ଥତା ଅନୁଭବ କରନ୍ତି ପୁରୁଷ। ଅର୍ଥାତ୍ ଯେଉଁମାନେ ନିଜର ଉପଯୁକ୍ତ ସମୟରେ ବିବାହ କରନ୍ତି ସେମାନେ...
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ଅସୁବିଧା ପରେ ବି ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଆଣିଛନ୍ତି ତିନୋଟି ମେଡାଲ। ଫେବୃଆରୀ ୯ ତାରିଖରେ ବିହାର ପାଟନାରେ ଆୟୋଜିତ ନେସନାଲ ଇଣ୍ଟର ଜୁନିୟର ଆଥେଲେଟିକ ମିଟରେ ଓଡିଶାରୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତିନୋଟି ଇଭେଣ୍ଟ ଯଥା ୫ହଜାର,...
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଚଳିତ ବର୍ଷ ସଠିକ୍ ଭାବେ ପ୍ରଣୟନ କରିବା ନୂଆ CSଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୨୦୨୩-୨୪ ବଜେଟ୍ରେ ରାଜ୍ୟ ସରକାର ୨୦ ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି...
ଫେବୃୟାରୀ ୨୦ରେ ଶଙ୍କରା-୬ ଖଇରାପଡାର ଭଙ୍ଗାଦଦରା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥାକୁ ନେଇ ଓଟିଭିରେ ଏକ ରିପୋର୍ଟ ପରିବେଷଣ କରାଯାଇଥିଲା । ଯାହାପରେ ପ୍ରଶାସନ ତତ୍ପରତା ଦେଖାଇଛି.। ପୂର୍ବରୁ ଗ୍ରାମବାସୀ ଯେତେ ଅଭିଯୋଗ କଲେ ବି ପ୍ରଶାସନ କର୍ଣ୍ଣପାତ କରୁନଥିଲେ କିନ୍ତୁ ଖବର ପ୍ରସାରଣ ପରେ ବିନିକା ବିଡିଓ, ସ୍ଥାନୀୟ ସରପଞ୍ଚ ପହଞ୍ଚି...
ସକାଳ ୭ଟା ହେଲେ ଘରୁ ବାହାରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡକୁ ଚାଲିଆସନ୍ତି ସୁରେନ୍ଦ୍ର । ସେଠାରେ ଓ୍ୱାର୍ମ ଅପ୍ କରିବା ପରେ ଡିସକସ୍, ଜାଭେଲିନ୍, ପୋଲ ଭୋଲ୍ଟ ପ୍ରାକ୍ଟିସ୍ ଆରମ୍ଭ କରିଦିଅନ୍ତି ।କେବଳ ନିଜେ ପ୍ରାକ୍ଟିସ୍ କରନ୍ତି ତାହା ନୁହେଁ ଯୁବ କ୍ରୀଡାବିତଙ୍କୁ ଟ୍ରେନିଂ ମଧ୍ୟ...
ବୌଦ୍ଧ ଜିଲ୍ଲାର ସାଲୁଙ୍କି ମଧ୍ୟମ ଜଳ ସେଚନ ପ୍ରକଳ୍ପ ପ୍ରାୟ ୨୩ ଗୋଟି ପଞ୍ଚାୟତର ୨୧୬ ଗୋଟି ଗ୍ରାମର ୨୦,୯୧୭ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗଇଦେବା ଲକ୍ଷ ରଖାଯାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । କିନ୍ତୁ ମୁଖ୍ୟ ସାଲୁଙ୍କି ଆନ୍ନିକଟ ଶଯ୍ୟା ପୋତି ହେବା ଫଳରେ...
ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା...
ଦାଦନ ଯିବା ଆଗରୁ ବିଶ୍ୱମ୍ବର ଘରେ ରହି ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ । ଭଲ ହେବା ପରେ କିଛି ବର୍ଷ ପାଇଁ ଭାରି କାମ ନକରିବାକୁ ଡାକ୍ତର ପରମର୍ଶ...
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ...
ଛୋଟ କାଟିଆ ନୁହଁ ଆଜ୍ଞା ୟେ.. ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା.. ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଚି..ଏଣ୍ଟ୍ରି ପୂରା ଶାନଦାର..।
ଭଗବାନଙ୍କ ଅବସ୍ଥା ଯିଏ ନିଜ ଆଖିରେ ଦେଖୁଛି, ଆହା ପଦେ କହି ତା ଆଖି ଜକେଇ ଯାଉଛି। ଆଖପାଖ ଅଞ୍ଚଳରେ ମୁଲ ମଜୁରୀ କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି ଭଗବାନ । ଏପଟେ ପୁଣି ବୋଝ ଉପରେ ନଳିତା ବିଡା...
୧୯୯୫ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ ନରେନ୍ଦ୍ର । ଦେଶର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପରେ ୨୦୧୯ରେ ହାବିଲଦାର ପଦରୁ ସେ ଅବସର ନେଲେ । ଏହା ପରେ ଗାଁରେ ରହି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିଲେ । ଦିନେ ତାଙ୍କ...