• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Tattoo
ସାବଧାନ !! ହାତରେ କି ବେକରେ ଟାଟୁ କରିଛନ୍ତି କି ? ଡାକ୍ତର କହିଲେଣି ବଡ଼ ବିପଦ ହୋଇପାରେ ଟାଟୁ

ଟାଟୁ କରିବାକୁ ହେଲେ ଛୁଞ୍ଚି ଓ ରଙ୍ଗରେ ଭିନ୍ନ ଭିନ୍ନ ଚିତ୍ର କିମ୍ବା କିଛି ନାଁ ଲେଖିବାର ଟ୍ରେଣ୍ଡ ଚାଲିଛି । ହେଲେ ଆଜିର ଯୁବପିଢି ଟାଟୁ ନାଁରେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ସହିତ ପ୍ଲାଷ୍ଟିକ ସର୍ଜରୀ ଭଳି ମାରାତ୍ମକ ଉପାୟକୁ ବି ଆପଣାଉଛନ୍ତି । ହେଲେ...

Hospital staff demands bribe
୨ ହଜାର ଏବେ ଦିଅ...ସାଙ୍ଗେ ସାଙ୍ଗେ ପୋଷ୍ଟମର୍ଟମ ରିପୋର୍ଟ ନିଅ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର...

Farmer Problem
ସବୁ ସାରିଦେଲା ବର୍ଷା : ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର...

reels in darkness
ପ୍ରତିଶ୍ରୁତି ହେଲା ପ୍ରତାରଣା : ୫ ବର୍ଷ ହେଲା ଗାଁରେ ଜଳୁନି ବିଜୁଳି

ମୟୂରଭଞ୍ଜ କପ୍ତିପଦା ବ୍ଲକ ମାଙ୍କଡପଡାର ଚେମଚେଟା ଗାଁରେ ୩୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର ବସବାସ କରନ୍ତି । ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ପାହାଡ ଉପରେ ସେମାନେ ରହିଆସୁଛନ୍ତି । ପାହାଡ ଉପରେ ରହୁଥିବାରୁ ଅଧିକାଂଶ ମୌଳିକ ସୁବିଧା ବି ଏମାନେ ପାଇନାହାନ୍ତି ।...

ଯାଜପୁରରେ ପଡ଼ିଲା ଅଧକିଲିଆ କୁଆପଥର
ଥିଲା ଥିଲା ହଠାତ୍‌ ବର୍ଷିଲା : ରାସ୍ତାରେ ଗଦା ହେଲା ଅଧ କିଲିଆ କୁଆପଥର

ଯାଜପୁର ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ। ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ସାଙ୍ଗକୁ ବର୍ଷା ଦେଖିବାକୁ ମିଳିଛି। କୁଆପଥରର ମାତ୍ରା ଏତେ ହୋଇଛି ଯେ ରାସ୍ତା ଘାଟରେ କୁଆପଥର ସମ୍ପୂର୍ଣ୍ଣ ଘୋଡେଇ ହୋଇ ରହିଛି । ଜିଲ୍ଲାର ବିଂଝାରପୁର, ଦଶରଥପୁର , ବରୀ ଓ...

pakhala
ପଖାଳ...ନାଁ ଶୁଣିଲେ ମାତ୍ରେ ଓଡ଼ିଆଙ୍କ ପାଟିରୁ ଲାଳଗଡେ

ଗରମ ଭାତରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ ବୋଲି କୁହାଯାଏ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସଜ ପଖାଳ ଖାଇଲେ କିଛି ଅସୁବିଧା ନାହିଁ । ସଜ ପଖାଳରେ କାଗେଜି ଲେମ୍ବୁ ଚିପୁଡି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ...

5 orphaned children
ବାପା-ମାଆ ଚାଲିଗଲେ...୧୦ ମାସର ଭଉଣୀକୁ ବିସ୍କୁଟ ଦେଇ ବଞ୍ଚାଇଛି ଭଉଣୀ

ସଂସାରର ନିୟମ ବଡ଼ ବିଚିତ୍ର । କଥାରେ ଅଛି " ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ" । ଠିକ୍‌ ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ କରଞ୍ଜିଆ ଝଲକାଣି ଗାଁରେ । ଝଲକାଣିର ମୋହନ ନାୟକ ଯେତିକି ରୋଜଗାର କରୁଥିଲେ ସେତିକିରେ କଷ୍ଟେମଷ୍ଟେ...

Pakhala
ଗାଁ ହେଉ କି ସହର, କଟକ ହେଉକି କୋରାପୁଟ… ସବୁଜାଗାରେ ମହମହ ବାସୁଛି ପଖାଳ

ତେବେ ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଟୁଇଟର ଟ୍ରେଣ୍ଡରୁ ଆରମ୍ଭ ହୋଇଥିବା ଏହି କଥାଟି ଏବେ ବିଶ୍ୱର କୋଣ ଅନୁକଣରେ ବାସ କରୁଥିବା ଓଡିଆଙ୍କ ପାଖରେ ପହଞ୍ଚିସାରିଲାଣି ।...

 English teacher
ଦିନେ ଥିଲେ ଇଂରାଜୀ ଶିକ୍ଷକ, ଆଜି ଦାଣ୍ଡର ଭିକାରି

ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି

Visually-impaired woman
ଆଖିକୁ ଦିଶୁନି : ଭୋକ ହେବାରୁ କୁକୁର ଛୁଆକୁ କ୍ଷୀର ପିଆଇଲା ମାଆ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ସବୁଠି ଭାରି ଚର୍ଚ୍ଚା । ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଇନଷ୍ଟାଗ୍ରାମରେ ଇନ୍ସପାୟର ନେଚର ନାମକ ପେଜରୁ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଛନ୍ତି ।...

Matric examination
ମାଟ୍ରିକ୍‌ ପରୀକ୍ଷା ଚାଲିଛି : ୩ ଦିନ ହେଲାଣି ଅନ୍ଧାରରେ ୩ ଗାଁ

ଲାଇନ୍‌ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍‌ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା...

India’s helmet man
ହେଲମେଟ୍‌ ମ୍ୟାନ୍‌ ରାଘବେନ୍ଦ୍ର : କାର୍‌ ଭିତରେ ବି ପିନ୍ଧନ୍ତି ହେଲମେଟ୍‌

ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍‌ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍‌ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲ‌ମେଟ ମ୍ୟାନ ‌ବୋଲି ଡାକୁଛନ୍ତି । କାରଣ ସେ...

Free Education
ନିଜର ସିନା ପିଲା ନାହିଁ...ଗାଁର ୬୦ ପିଲାଙ୍କୁ ମାଗଣା ପଢାଇ ଏବେ ଚର୍ଚ୍ଚାରେ ଦମ୍ପତି

ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ...

Woman seeks financial assistance
ସୁଅ ମୁହଁରେ ସନ୍ତୋଷଙ୍କ ସଂସାର : ସାହାଯ୍ୟ ନମିଳିଲେ ଭାସିଯିବ ପୂରା ପରିବାର

ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍‌ ଏହାପରେ ତାଙ୍କ ଜୀବନରେ...

4 bear masked robbers
ତୁମ ୪ ଖୁରାକୁ ଜୁହାର । ରାତିରେ ଭାଲୁ, ଦିନରେ ରାଜା

ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘଦିନ ହେବ ୪ ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏହି ଲୁଟେରାମାନେ । ଭିନ୍ନ ଭିନ୍ନ ତରିକାରେ ସେମାନେ କରୁଥିଲେ ଲୁଟ୍‌ । ମୁହଁରେ ଭାଲୁ ମୁଖା ପିନ୍ଧୁଥିବାରୁ ସହଜରେ ଚିହ୍ନା ବି ପଡୁନଥିଲେ । ତେବେ ଉଦଳା ଥାନା...

elderly persons suffer
ବସ୍‌ ନଥିଲା କି ଅଟୋ ମିଳିଲାନି, ଉପାୟଶୂନ୍ୟ ହୋଇ ୪୦ କିମି ଚାଲିଚାଲି ଗଲେ ରୋଗୀ

ସବୁଠୁ ଆଶ୍ଟର୍ଯ୍ୟ କରିଥିଲା ଯେତେବେଳେ ଜଣେ ରୋଗୀ ଗାଡି ନପାଇବା ପରେ ରାସ୍ତା କଡରେ ବସିପଡିଥିଲେ । ତାଙ୍କର ଅସୁବିଧା କଥା ଶୁଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ଦେହ ଖରାପ ଥିବାରୁ ବ୍ରହ୍ମପୁର ମେଡିକାଲକୁ ଯାଇଥିଲେ ଚିକିତ୍ସା ପାଇଁ । ୮ ଦିନ ମେଡିକାଲରେ ବି...

IAS Officer
ସାବାସ୍‌ ଲେଡି IAS : ଡଙ୍ଗାରେ ୩ କି.ମି., ପାଦରେ ୪ କି.ମି.

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ । ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି ।...

camel
ଓଟ ଆଖିରେ ଲୁହ : ସ୍ୱାର୍ଥପର ମଣିଷକୁ ପଚାରୁଛି ଏମିତି ପ୍ରଶ୍ନ...

ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି  ଓଟ ।  ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ?...

BSKY ISSUE
କଲେକ୍ଟର ମାଡାମ ! ତୁମ ବିଜୁ କାର୍ଡ ତୁମେ ନେଇଯାଅ...କୋଉ ମେଡିକାଲରେ ତ କାମ କଲାନି, ରଖିବୁ କାହିଁକି ?

ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍‌ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ...

5t School
ଇଏ 5-T ସ୍କୁଲ ! ବାହାର ପୂରା ଚକାଚକ୍‌, ଭିତର ଫମ୍ପା

ଏମିତି ସମସ୍ୟା  ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍‌ ରୁମ୍‌ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି