• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

MP SAVE LIFE
ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ

ଅଚେତ୍‌ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀମାନେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ। କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଜ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍‌ରୁ ଉଠି ତାଙ୍କର ଚିକିତ୍ସା କରିଥିଲେ।

scrapped in state
୨୦ ଦିନ ପରେ ଆପଣଙ୍କ ଗାଡି ରାସ୍ତାରେ ଆଉ ଚାଲିବନି?

ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ୨୦୨୨ରେ ସ୍କ୍ରାପ ପଲିସି ପ୍ରଣୟନ କରିଛନ୍ତି । ତେବେ ଏହି ନିୟମ ଅନୁସାରେ, ରାସ୍ତାରୁ ପୁରୁଣା ଗାଡି ହଟିବ

Madhuri
ମାଆ ଚାଲିଯିବା ପରେ..ତିନି ଭଉଣୀଙ୍କୁ ମାଆ ପରି ପାଳୁଛି ବଡ ଭଉଣୀ

ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି...

Political Murder Issue
ଗୋପାଳ ପରେ ସରୋଜ୍‌ ଟେନସନ୍‌ : ନେତାଙ୍କୁ ହତ୍ୟା ପାଇଁ ଖୋଲା ଧମକ

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଏବେ ବେଶି ଚର୍ଚ୍ଚାରେ । ୨୦୧୬ ମସିହାରେ ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ନାବାଳିକା...

Jodum Medical Issue
ନାହିଁନାହିଁରେ ଚାଲିଛି ମେଡିକାଲ: ଯିଏ ଆସିଲା, ତାଙ୍କୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ

ନରସିଂହପୁରରେ ଦେବୀଙ୍କର ୨୮ ବର୍ଷ ଶାସନ ହେଲାଣି କିନ୍ତୁ ମେଡିକାଲକୁ ନେଇ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ସ୍ଥିତି ଏମିତି ହେଲାଣି ଯେ ଡାକ୍ତରଖାନାରେ ଡାକ୍ତର ବି ନାହାନ୍ତି। ଯାହାର ଯାହା ହେଲା ଯଦି ମେଡିକାଲକୁ ଗଲେ ତେବେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଯୋଡୁମ୍‌ରୁ ନରସିଂହପୁରକୁ ରେଫର...

Mohana Special Story
ବଞ୍ଚି ଥାଉଥାଉ ନିଜ ପାଇଁ ନିଜେ ଖୋଳିଲେ କବର !

ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ...

Post Master
ଚିତା କାଟିଦେଲେ ପୋଷ୍ଟ ମାଷ୍ଟର : ସୁକନ୍ୟା ଯୋଜନାର ଟଙ୍କା ନେଇ ମାରିଲେ ଛୁ

ଟଙ୍କା ହରାଇଥିବା ଜମାକରୀମାନେ ଅନେକଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ବି ଆରମ୍ଭ କରାଯାଇଛି ।  ଏଠାରେ ପ୍ରଶ୍ନ ଉଠୁଛି, ପୋଷ୍ଟମାଷ୍ଟର ମନୋରଞ୍ଜନ ଏବେ କେଉଁଠି ?

Naba Das Murder Case
ନବଙ୍କ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ଅଫିସ୍‌ରେ ହୋଇଥିଲା କି ପ୍ଲାନ୍‌ ?

ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା...

Naba Das Murder Case
ଆଉ ଦଳୀୟ ନୁହେଁ ବ୍ୟକ୍ତିଗତ ସ୍ତରରେ ଚାଲିଛି ଆକ୍ରମଣ-ପ୍ରତିଆକ୍ରମଣ

ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ  ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ  ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ।  ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ...

Narasingha Mishra
‘ଝାରସୁଗୁଡାରେ ନବଙ୍କ ଜୀବନ ଯାଇଥିଲା, ଭୁବନେଶ୍ୱରକୁ କାହିଁକି ଅଣାଗଲା ?’

ନବ ଦାସଙ୍କୁ ହତ୍ୟାର ୨୫ ଦିନ ବିତିଲାଣି କିନ୍ତୁ ଏଯାଏଁ ତଦନ୍ତ ଠିକ୍‌ରେ ହେଲାନି। ରାଜ୍ୟ ସରକାର କ୍ରାଇମବ୍ରାଂଚ୍‌ ତଦନ୍ତ ନିର୍ଦ୍ଦେଶ ଦେଲେ କିନ୍ତୁ ତଦନ୍ତ କେମିତି ହେଉଛି? ଏଯାଏଁ କାହିଁକି ସତ ସାମ୍ନାକୁ ଆସିଲା ନାହିଁ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଖାଲି ଏତିକି...

Ex-minister Captain Dibyashankar Mishra
ମମିତା ମେହେର୍ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାରେ ଥିଲେ, ଏବେ ଦ୍ୱିତୀୟ ବିବାହକୁ ନେଇ ପୁଣି ଚର୍ଚ୍ଚାରେ !

ପୂର୍ବତନ୍ତ୍ର ମନ୍ତ୍ରୀଙ୍କ ବାହାଘର ହେବା ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଥିବା ବେଳେ ଖୋଦ୍‌ ବିଧାୟକ ଏଇ କଥାକୁ ସ୍ୱୀକାର କରିଥିବା କୁହାଯାଉଛି। ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି

lop
ନବ ଦାସ ହତ୍ୟା : ବବି-ପାଣ୍ଡିଆନଙ୍କ ମୋବାଇଲରେ ଲୁଚିଛି ସତ?

ମନ୍ତ୍ରୀଙ୍କୁ ପୂରା ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଯଦି ଘଟଣାର ସତ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି ତେବେ ତୁରନ୍ତ ଏଇ ଦୁଇ ବ୍ୟକ୍ତିଙ୍କ ଫୋନ୍‌ କଲ୍‌ ଯାଂଚ ହେଉ। ଯାହାଦ୍ୱାରା ସାମ୍ନାକୁ ଆସିବ ଦୋଷୀ। କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୋଲିସ୍‌ ସେମାନଙ୍କ...

Marriage
ଭାରତ ପ୍ରେମରେ ବିଦେଶୀ ଦମ୍ପତି : ଫ୍ରାନ୍ସରୁ ଆସି ଭାରତରେ କଲେ ଦ୍ୱିତୀୟ ବିବାହ

ଫ୍ରାନ୍ସର ବାସିନ୍ଦା ଏରିକ୍‌ ଏବଂ ଗ୍ରେବିୟଲଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ରାଜସ୍ଥାନର ଟୁରିଷ୍ଟ୍‌ ଗାଇଡ୍‌ଙ୍କ ଏମାନେ ସଂପର୍କୀୟ। ଦମ୍ପତିଙ୍କ ବୟସ ୬୦ ରୁ ଅଧିକ ହେବ । ଉଭୟ ବିବାହ କରିବା ପରେ ପିଲା ବି ଅଛନ୍ତି। ବିଦେଶରେ ଏମାନେ ବେଶ୍‌ ହସଖୁସିରେ ବି ରହୁଥିଲେ। ଏମିତିକି ଉଭୟ...

Son Missing
୧୭ ଦିନ ହେଲାଣି ପୁଅ ଫେରୁନି...ଘର ଦୁଆରେ ରାହା ଧରି କାନ୍ଦୁଛି ମାଆ

ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍‌ରେ...

Tea Wala Car
ଦିନେ ରାସ୍ତା କଡ଼ରେ ଚା' ବିକୁଥିଲେ, ଏବେ ୯୦ ଲକ୍ଷର ଗାଡ଼ି କିଣିଲେ

ଇଏ ହେଉଛନ୍ତି ଏମବିଏ ଚା'ୱାଲା ନାରେ ନିଜର ଷ୍ଟାର୍ଟ ଅଫ୍‌ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲ୍ଲୋର। ନିଜେ ଚା’ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ବହୁ କଷ୍ଟରେ ପରିବାର ଚଳୁଥିଲା। ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସେହି ଚା’ ଦୋକାନରୁ ଯେତିକି ରୋଜଗାର...

Marriage
ଆଶ୍ଚର୍ଯ୍ୟ !! ବର ମୁହଁରେ ସିଗାରେଟ୍‌ ଦେଇ ସ୍ୱାଗତ କଲେ ଶାଶୂ-ଶ୍ୱଶୁର

ବାହାଘର....ଜୀବନରେ ଥରେ ମାତ୍ର ହୁଏ। ତେଣୁ ଏହି ଦିନକୁ କିଛି ସ୍ୱତନ୍ତ୍ର କରିବାକୁ ସମସ୍ତେ ଚାହାନ୍ତି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିବା ପରେ ହିଁ ଆପଣ କହିବେ ସତରେ ଇଏ ନିଆରା ବାହାଘର। ଦୁଆର ମୁହଁରେ ବର ବସିଛି...ପାଟିରେ ସିଗାରେଟ୍‌ ଦେଇ ନିଆଁ ଲଗାଯାଉଛି।...

Dibyanga Girl
ବାପା-ମାଆ ଛାଡ଼ି ପଳେଇଲେ...ପାମ୍ପଡ ବିକି ନାତୁଣୀ ମୁହଁରେ ଆହାର ଦେଉଛି ଆଈ

ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛନ୍ତି...

Journalist
ସବୁ ଆଡ଼େ ମନା...ସାମ୍ବାଦିକଙ୍କୁ କାହିଁକି ଏତେ ଡରୁଛନ୍ତି ସରକାର?

ସୋମବାର ଦିନ ରାଜଧାନୀରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳାର ଉଦଘାଟନ କରିବା ଅବସରରେ ସାମ୍ବାଦିକଙ୍କୁ ଛଡ଼ାଯାଇନଥିଲା। ସେହିପରି ମଙ୍ଗଳବାର ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ସୁରକ୍ଷାକର୍ମୀ ଦଉଡି ଧରି ଯେମିତି ସାମ୍ବାଦିକଙ୍କୁ ରୋକିଲେ ତାକୁ ନେଇ ବି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ଗଣମାଧ୍ୟମ, ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ଗଣମାଧ୍ୟମ...

Crime
ଯେବେ ରଙ୍ଗ ନମ୍ବରରୁ ହୁଏ ପ୍ରେମ.. ନାବାଳକ ସହ ମହିଳା ଫେରାର

ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା...

Kendrapada
ଇଏ ବି ଗୋଟେ ସଉକ : ସାଇତି ରଖିଛନ୍ତି ୧୫ ଶହ ପୁରୁଣା ସାମଗ୍ରୀ

ଏବେ ସୁଦ୍ଧା ସୁଧୀର ୧୫ ଶହରୁ ଅଧିକ ପୁରୁଣା ଓ ଦାମୀ ସାମଗ୍ରୀ ସାଇତି ରଖିଛନ୍ତି। ବହୁ ପୁରୁଣା ଦାମୀ ଘଡ଼ି, ବିଦେଶୀ ନୋଟ, ପୁରାତନ ମୁଦ୍ରା, ପେନ, ପେନ୍ସିଲ, ଚଷମା, ଟୋପି, ମୁଦି ଓ ବଙ୍କୁଲି ବାଡ଼ି ଆଦି ରହିଛି ସୁଧୀରଙ୍କ ପାଖରେ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି