• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Statement of Coromandel Express’ Loco pilot recorded
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଦୁର୍ଘଟଣା ପରେ ରେକର୍ଡ ହେଲା କରମଣ୍ତଳ ଲୋକୋ ପାଇଲଟ୍‌ଙ୍କ ପ୍ରାଥମିକ ବୟାନ । ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । ଦୁର୍ଘଟଣା ପରେ ପ୍ରଥମ ଥର ଲାଗି ତାଙ୍କୁ ପଚରାଉଚରା କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦ.ପୂ ରେଲୱେ CPRO ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି ।

  • Monday, 05 June 2023
Train services resume
୫୧ ଘଣ୍ଟାର ନନଷ୍ଟପ୍ ଅପରେସନ ପରେ ବାହାନଗା ଦୁର୍ଘଟଣା ସ୍ପଟ ଟ୍ରାକରେ ପୁଣି ଗଡ଼ିଲା ଟ୍ରେନ୍

୫୧ ଘଣ୍ଟାର ନନଷ୍ଟପ୍ ଅପରେସନ ପରେ ବାହାନଗା ଦୁର୍ଘଟଣା ସ୍ପଟ ଟ୍ରାକରେ ପୁଣି ଗଡ଼ିଲା ଟ୍ରେନ୍ । କାଲି ରାତି ୧୨ଟାରେ ଗାଡ଼ି ଚଳାଚଳ ସ୍ବାଭାବିକ ପରେ ଶ୍ରମିକ, କର୍ମଚାରୀ ଓ ଅଧିକାରୀଙ୍କୁ ରେଳମନ୍ତ୍ରୀଙ୍କ ପ୍ରଶଂସା

Odisha Train Disaster
ସବୁ ସାରିଦେଲା କରମଣ୍ଡଳ

ସବୁ ସାରିଦେଲା କରମଣ୍ଡଳ । କାହା କୋଳରୁ ପିଲା ଛଡାଇ ନେଲା ତ ଆଉ କାହା ମଥାରୁ ସିନ୍ଦୂର ପୋଛିଦେଲା । ଚାହୁଁଚାହୁଁ ଉଜୁଡିଗଲା ସଂସାର

Odisha Train Disaster
ସିନ୍ଥିରୁ ସିନ୍ଦୂର ପୋଛିଦେଲା କରମଣ୍ଡଳ, ଦିନ ୪ଟା ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି..

Balasore Train Tragedy Survivours share horrific experience
ପ୍ରାଣ ଛଡ଼ାଇ ଆଣିଲା ସୌଭାଗ୍ୟ

କରମଣ୍ଡଳ କୋଳରେ ଛକିଥିଲା କାଳ, ହେଲେ ପ୍ରାଣ ଛଡ଼ାଇ ଆଣିଲା ସୌଭାଗ୍ୟ । କେମିତି ଛାତିଥରା ଟ୍ରାଜେଡିରୁ ବର୍ତ୍ତିଗଲେ, ବଖାଣିଲେ ପାଟନାର ପରିବାର ଓ ପଟ୍ଟାମୁଣ୍ଡାଇର ଯୁବତୀ । ସିଟ୍ ବଦଳିବାରୁ ବଞ୍ଚିଗଲେ ବ୍ରହ୍ମପୁରର ଏଜିକେଲଙ୍କ ସହ ପତ୍ନୀ ଓ ପୁଅ

  • Monday, 05 June 2023
CBI takes over probe into Balasore train accident case
ଭୟଙ୍କର କରମଣ୍ଡଳ ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର?

ଭୟଙ୍କର କରମଣ୍ଡଳ ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର? ରେଲୱେ ବୋର୍ଡର ସୁପାରିଶ ପରେ ଉତ୍ତର ଖୋଜିବାକୁ ଆକ୍ସନ ମୋଡରେ ସିବିଆଇ, ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍

  • Monday, 05 June 2023
  • CBI
Train Tragedy
କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଗୋଟି ଗୋଟି କରି କହିଲେ କରମଣ୍ଡଳର ଲୋକୋ ପାଇଲଟ...

ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୨ ଲୋକୋ ପାଇଲଟ ଏବେ ଚିକିତ୍ସାଧୀନ ।

Bahanaga Train Tragedy
୨୭୫ ଭିତରୁ ୧୭୦ ଶବ ନେଇସାରିଲେଣି ସଂପର୍କୀୟ

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବଡ଼ ଚ୍ୟାଲେଞ୍ଜ ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର । ୨୭୫ ଭିତରୁ ୧୭୦ ଶବ ନେଇସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର

Coromandel Loco pilot, Assistant pilot statement recorded
କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ?

କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ? ଲୋମଟାଙ୍କୁରା ବୟାନ ଦେଲେ ମୃତ୍ୟୁମୁଖରୁ ବର୍ତ୍ତିଥିବା ଲୋକୋ ପାଇଲଟ, କହିଲେ ଆମକୁ ମିଳିଥିଲା ଗ୍ରୀନ ସିଗ୍ନାଲ । ନିର୍ଦ୍ଧାରିତ ସ୍ପିଡରେ ଯାଉଥିଲା ଟ୍ରେନ, ଭୁବନେଶ୍ବର ଘରୋଇ ହସ୍ପିଟାଲରେ ୨ ପାଇଲଟଙ୍କ ଚାଲିଛି ଚିକିତ୍ସା

  • Monday, 05 June 2023
Balasore Train Tragedy Survivours share horrific experience
କରମଣ୍ଡଳ କୋଳରେ ଛକିଥିଲା କାଳ, ଭାଗ୍ୟବଳରୁ ବଞ୍ଚିଗଲା ପ୍ରାଣ 

ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।

Odisha train tragedy jagannath sahu save himself
Odisha train tragedy: ମୃତ ଶରୀର ଏବଂ ଟ୍ରେନର ଷ୍ଟିଲ୍ ଭିତରେ ଫସିଯାଇଥିଲେ ଜଗନ୍ନାଥ ସାହୁ; ନିଜକୁ ନିଜେ ରକ୍ଷା କଲେ; ଜାଣନ୍ତୁ କେମିତି…

୩୯ ବର୍ଷୀୟ ଜଗନ୍ନାଥ ସାହୁ ସେହି ସମୟକୁ ଭୁଲି ପାରି ନାହାନ୍ତି। ସେ ମଧ୍ୟ ବାଲେଶ୍ୱର ଟ୍ରିପଲ ଟ୍ରେନ୍‌ର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଯାଇଥାନ୍ତେ, କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା। ଭଗବାନ ତାଙ୍କୁ ବଛେଇ ଦେଇଛନ୍ତି।

odisha train accident
ମୃତ୍ୟୁକୁ ପରାସ୍ତ କଲା ବୁଢ଼ା ବାପାର ବିଶ୍ୱାସ, ହସ୍ପିଟାଲରୁ ମିଳିଲା ପୁଅ

ଯମ ମୁହଁରୁ ପୁଅର ଜୀବନ ଛଡ଼ାଇ ଆଣିଲା ବାପା । ଜନ୍ମ ଦେଇଥିବା ଚଳନ୍ତି ଠାକୁର ନିଜ ପିଲାର ଜୀବନ ପାଇଁ ଯମ ଆଗରେ ବି ଢ଼ାଲ ସାଜି ଛିଡ଼ା ହୋଇଗଲେ ।

Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି ।

Train Accident
୬ ଦିନ ପରେ ବିବାହ ବାର୍ଷିକୀ ,ସ୍ୱାମୀ ଅପେକ୍ଷାରେ ସ୍ତ୍ରୀ

ଆଉ ୬ ଦିନ ଯାଇଥିଲେ ହୋଇଥାନ୍ତା ପ୍ରଥମ ବିବାହ ବାର୍ଷିକୀ । ଝିଅ ଦେହ ଖବର ପାଇଁ ଘରକୁ ଆସୁଥିଲେ । ବାପ ଛେଉଣ୍ଡ ହୋଇଗଲା ଦେଢ ମାସର ଶିଶୁ କନ୍ୟା ।

Another train derails in Odisha
ପୁଣି ଓଡ଼ିଶାରେ ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌

ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ମନରୁ ନଲିଭୁଣୁ ଓଡ଼ିଶାରେ ପୁଣି ଏକ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ମାଲ୍‌ବାହୀ ଟ୍ରେନ୍‌ଟି ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ମେଣ୍ଢାପାଲି ନିକଟରେ ଦୁର୍ଘଟଣା ଘଟିଛି।

accident
ଚନ୍ଦ୍ରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୬ ମୃତ

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କମ୍ପା ଗାଁ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ୪ ଓ ମେଡିକାଲରେ ୨ ଜଣ ମୃତ ।

Gautam Adani
ଟ୍ରେନ୍ ଟ୍ରାଜେଡି: ବାପା-ମାଆଙ୍କୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ବହନ କରିବେ ଅଦାନୀ

ପୀଡିତ ପରିବାରର ପିଲାଙ୍କ ଉନ୍ନତ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଟ୍ୱିଟ୍ କରିଛନ୍ତି ଗୌତମ ଅଦାନୀ। 

Odisha Train Mishap
ପ୍ରିୟଜନଙ୍କ ସନ୍ଧାନ ପାଇଁ ହାତରେ ଖଣ୍ଡେ ଫଟୋ ଧରି ଘୂରି ବୁଲୁଛନ୍ତି ସମ୍ପର୍କୀୟ

କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ...

Train Mishap
ବାହାନଗା ବିପର୍ଯ୍ୟୟ ପରେ ଶବ ହସ୍ତାନ୍ତର ଚିନ୍ତା, ଏଯାଏଁ ଚିହ୍ନଟ ହୋଇନି ଅନେକ ମୃତଦେହ

ସଂପର୍କୀୟଙ୍କ ପାଇଁ ୱେବସାଇଟ୍, ହେଲପ ଲାଇନ୍ ନମ୍ବର ଜାରି ହୋଇଛି ।

Train Mishap
ବାହାନଗା ହିରୋଙ୍କୁ ସଲାମ କରୁଛି ସାରା ବିଶ୍ୱ, ଦୁର୍ଘଟଣା ଦୁର୍ଗତଙ୍କ ଦେବଦୂତ ସାଜିଥିଲେ ସ୍ଥାନୀୟ ବାସିନ୍ଦା

ବିଧ୍ୱସ୍ତ ବଗିରୁ ବହୁ ଜୀବନ ବଞ୍ଚାଇଛନ୍ତି ଦରଦୀ ଓ ସାହସୀ । NDRF ଓ ଓଡ୍ରାଫ୍ ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ ।

Train Tragedy
ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ କାରଣ କହିଲା ରେଲୱେ ବୋର୍ଡ

କେମିତି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? କେଉଁ କାରଣ ପାଇଁ ଗଲା ଏତେ ଲୋକଙ୍କ ଜୀବନ ? କାହାର ଅବହେଳା ପାଇଁ ଏ ଅଘଟଣ ଘଟିଲାନି ତ ? ଏସବୁ ଘଣ୍ଟାଚକଟା ଭିତରେ ଆଜି ଆସିଛି ଉତ୍ତର ?

 odisha train tragedy
ମୃତ୍ୟୁସଂଖ୍ୟା ଲୁଚାଯାଉଛି, ନିଖୋଜଙ୍କ ବାବଦରେ କିଛି କୁହାଯାଉନାହିଁ: ମମତା

ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି।

Ashwini Vaishnaw
ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା : ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ

ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି

Odisha train tragedy elderly man finds sons body
ଶବର ପାହାଡ଼ ଭିତରୁ ପୁଅକୁ ଖୋଜି ପାଇଲେ ବାପା

କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ତା ପାଇଁ ସ୍ୱପ୍ନ।

After Train Accident In Odisha What happened to Coromandel Express Loco Pilot
ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅଘଟଣ ପରେ କେଉଁଠି ଏବେ କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ?

ଏତେ ବଡ଼ ଟ୍ରେନ୍‌ ଦୁର୍ଘଟଣା ପରେ କେଉଁଠି ଏବେ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଓ ଷ୍ଟାଫମାନେ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ଓ ଆସିଷ୍ଟାଣ୍ଟ ପାଇଲଟ୍‌ ଆହତ ହୋଇଥିବା ସୂଚନା ମିଳିଛି।

  • Sunday, 04 June 2023