ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା।
ଅଣ୍ଡରପାସରେ ୧୫ ଫୁଟ୍ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି ।
ଭୁବନେଶ୍ୱର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଢାଳୁଛି ବର୍ଷା...
ଲଘୁଚାପ ପ୍ରଭାବରେ ୧୦ ଯାଏ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୮ ଏବଂ ୯ ତାରିଖ ମଧ୍ୟରେ କିଛ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ରାଜ୍ୟରେ ସକ୍ରିୟ ଥିବା ମୌସୁମୀ ବାୟୁ ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଉପକୂଳରେ ବର୍ଷା ଆରମ୍ଭ ହୋଇଛି।
୬ ତାରିଖରୁ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ।
କେଉଁଠି ବନ୍ୟା ତ କେଉଁଠି ମରୁଡ଼ି ପରିସ୍ଥିତି। ଇଏ ହେଉଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଦୃଶ୍ୟ। ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି। କେଉଁଠି କେଉଁଠି ରୁଆ ବେଉଷଣ ଆରମ୍ଭ ହୋଇପାରୁନି। ଏହା ହେଉଛି ବରଗଡ଼ ସଦର ବ୍ଲକର ଏକ ଧାନଜମିର ଦୃଶ୍ୟ...
ଦୁର୍ବଳ ହୋଇଯାଇଥିବା ମୌସମୀ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏହାଫଳରେ ଅଗଷ୍ଟ ୫ ତାରିଖ (ଶୁକ୍ରବାର)ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ଇ-ଅଟୋରେ ସାଙ୍ଗ ହୋଇ ଏୟାରପୋର୍ଟ ଗଲେଣି ମେୟର ଆଉ କମିଶନର...
୬/୭ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା...
ଯେଉଁ ସମୟରେ ଲଗାଣ ବର୍ଷା ହେବା କଥା ସେହି ସମୟରେ ଖରାର ତାଉ ଲୋକଙ୍କୁ କଲବଲ କରୁଛି। ଟାଣ ଖରାରେ ଲୋକେ ଡହଳବିକଳ ହେଉଛନ୍ତି।
୭ ପ୍ରବାସୀ ଏସୀୟଙ୍କ ମୃତ୍ୟୁ । ଜଳବାୟୁ ପରିବର୍ତ୍ତନ ଓ ଜଳ ନିଷ୍କାସନ ଭିତ୍ତିଭୂମିର ଅଭାବରୁ ବନ୍ୟା ।
ଆଜିିଠୁ ୨୬ ତାରିଖ ସକାଳ ଯାଏ ରାଜ୍ୟର ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ରାଜ୍ୟରେ ତୁହାକୁ ତୁହା ଲାଗି ରହିଛି ବର୍ଷା ।
ସକ୍ରିୟ ସୌମୁମୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା....
ରାଜ୍ୟରେ ଆହୁରି ତିନିଦିନ ବର୍ଷା ଲାଗି ରହିବ...ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା...
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି।
ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା...
ମୋଟୁ ଅଞ୍ଚଳର ବିନାୟକପୁର ଗାଁର ୩ ପଟେ ପାଣି, ଗୋଟିଏ ପଟେ ପାହାଡ଼ । ଆଜିକୁ ୪ଦିନ ହେବ ସମସ୍ତଆ ଜଳବନ୍ଦୀ ହୋଇଛନ୍ତି
ବର୍ଷାରେ ଭିଜୁଛି ସାରା ଓଡ଼ିଶା... ଲଗାଣ ବର୍ଷାରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା...
ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା । ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି...
ନଈ କୂଳରେ ଥିବା ଜଙ୍ଗଲ ଓ ଶହ ଶହ ଏକର ଚାଷଜମିରେ ବି ପାଣି ମାଡ଼ିଯାଇଛି।
ଭୟଙ୍କର ସ୍ଥିତି...ବୁଡ଼ିଯାଇଛି ବାସଘର...କ୍ଷେତରେ ମାଡ଼ିଯାଇଛି ବନ୍ୟା ପାଣି । ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି ।
ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରକୁ ଆଲର୍ଟ ଜାରି କରାଯାଇଛି। କାମ ନଥିଲେ ଘର ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।