• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclone
ସ୍ପଷ୍ଟ ହେଲା ଚିତ୍ର; ୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି ।

22 districts in Odisha to experience rain today
ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। 

Low Pressure Area Formed Over South Andaman Sea
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଘନଉଛି ବାତ୍ୟା ଆଶଙ୍କା

ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

Cyclone
ଦାନା ବାନ୍ଧୁଛି ଲଘୁଚାପ, ବଢୁଛି ବାତ୍ୟା ଭୟ

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏଠାରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଆସନ୍ତାକାଲି ନେଇପାରେ ଲଘୁଚାପର ରୂପ । ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

Thunderstorm
କାଳବୈଶାଖୀର ତାଣ୍ଡବ ! ଖୁଣ୍ଟି ଉପୁଡ଼ିଲା - ଛପର ଉଡ଼ିଲା - ଗଛ ଭାଙ୍ଗିଲା - ଟାୱାର ଭାଙ୍ଗିଲା

ସନ୍ଧ୍ୟା ହେଉ ହେଉ, ୩ଟି ବ୍ଲକରେ ସ୍ଥିତି ଅଣାୟତ୍ତ କଲା ପବନ । ନୟାଗଡ, ନୂଆଗାଁ ଏବଂ ଓଡ଼ଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଲା ।

Cyclone
ସମ୍ଭାବ୍ୟ ବାତ୍ୟା ମୁକାବିଲା ସରକାର ପ୍ରସ୍ତୁତ, ହେଲେ ଏଯାଏଁ ଆସିନି ସ୍ପଷ୍ଟ ସୂଚନା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ଲାଗି ଏଆର୍‌ସି ଚିଠି ଲେଖିବାପରେ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚାନ କରିଛନ୍ତି ।

Chilika Boat Capsize
ଚିଲିକାରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ, ୧୦ ଉଦ୍ଧାର.. ଦେଖନ୍ତୁ ଭିଡିଓ

ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ, ଜଣେ ନିଖୋଜ

SRC
ଅଧା ରାଜ୍ୟର ବିଜୁଳି-ଘଡ଼ଘଡ଼ି-ବର୍ଷା ! ଏବେ ବି ବାତ୍ୟା ଅସ୍ପଷ୍ଟ: SRC

୧୭ NDRF, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବିଦ୍ୟୁତ, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି ।

From 1999 super cyclone to jawad odishas tryst with 10 cyclones
୨ ଦଶନ୍ଧୀ ଧରି ଓଡ଼ିଶାକୁ କଲବଲ କରିଥିବା ୧୦ ବାତ୍ୟା

ବାତ୍ୟା ଆଉ ଓଡିଶା ପ୍ରାୟ ଓତଃପ୍ରୋତ ଭାବେ ଜଡିତ। ଅଧିକାଂଶ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବେଳେ ଓଡିଶାରେ ଅବତରଣ କରିଥାଏ। ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ୧୦ଟି ବାତ୍ୟାର ସମ୍ମୁଖୀନ ହୋଇଛି। ତେବେ ଆସନ୍ତୁ ନଜର ପକେଇନେବା…

Ranendra Pratap Swain
‘ଯଥେଷ୍ଟ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଲୋକେ ଭୟଭୀତ ହୁଅନ୍ତୁନି’

ବାତ୍ୟା ସ୍ପଷ୍ଟ ହୋଇନି, ତଥାପି ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି

imd dg
ବାତ୍ୟା କଥା କହିନୁ, ଲୋକେ ବିଭ୍ରାନ୍ତ ହେବା ଉଚିତ ନୁହେଁ- IMD DG

ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର । ଆଜି ସୁଦ୍ଧା ବାତ୍ୟା ହେବା କଥା କୁହାଯାଇ ନାହିଁ । ତେଣୁ ଭୟରେ ବିଭ୍ରାନ୍ତ ହେବା ଉଚିତ୍‌ ନୁହେଁ ।

cyclone
ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ୧୮ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି

ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହେବ

cyclone
ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି ! ଓଡ଼ିଶା ମୁହାଁ ହେବ କି ନା ଏବେ ବି ଅସ୍ପଷ୍ଟ . .

୬ ତାରିଖରେ ଲଘୁଚାପ କ୍ଷେତ୍ର ହେଲା ପରେ ହିଁ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା ଏବଂ ଲ୍ୟାଣ୍ଡଫଲ ସ୍ଥାନ ନେଇ ସଠିକ ଆକଳନ କରିହେବ ।

Cyclone
ଘୁର୍ଣ୍ଣିଝଡରେ ଥଣ୍ଡା ପଡିଗଲା ଅଧା ଓଡିଶା, ଏବେ ଆଶାର ଆଶଙ୍କାରେ ବାତ୍ୟା

ଆସିବ ନା ନାହିଁ, ଯଦି ଆସିବ କେବେ ଆସିବ, ଆସିଲେ କୁଆଡ଼େ ଯିବ, କେଉଁଠି ମାଡ଼ ହେବ, କେତେ ଜୋରରେ ମାଡ଼ ହେବ ? ସମ୍ଭାବ୍ୟ ବାତ୍ୟାକୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ପାଣିପାଗ ପୂର୍ବାନୁମାନ ମଡେଲ୍ ।

Cyclone
ବାତ୍ୟା ହେବ କି ନାହିଁ ? ଯଦି ହେବ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଓଟିଭିକୁ IMD ଡିଜି ଦେଇଥିବା ସୂଚନା ଅନୁସାରେ, ଆକଳନ ମୁତାବକ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

heat wave
ଜଳୁଛି ବରଗଡ଼ ସହର, ଗରମରେ ଛଟପଟ ଲୋକେ

ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...

Conditions Favourable For Cyclone Says IMD DG
ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ IMD ଡିଜି

ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ହେଲା ପରେ ଏନେଇ ସଠିକ ଆକଳନ କରିହେବ। 

Cyclonic Circulation Formed Over South Andaman Sea
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନା

ଆସନ୍ତା ୬ ତାରିଖ ବେଳେକୁ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Odisha Weather update
ମାଡି ଆସୁଛି ଘୂର୍ଣ୍ଣିବଳୟ; ରୁହନ୍ତୁ ସତର୍କ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Weather Update
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି

କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୋରରେ ପବନ ସହ ବର୍ଷା ହୋଇଛି । ଆଜି ସଂଧ୍ୟାରୁ ପ୍ରାୟ ୩-୪ ଘଣ୍ଟା ହେଲାଣି କାଳବୈଶାଖୀ ବର୍ଷା ଲାଗିରହିଛି । ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି

Thunderstorm And Lightening Alert In Odisha
୧୦ ଜିଲ୍ଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା

ତାତି କମି ନଥିବା ବେଳେ ସମ୍ଭାବ୍ୟ ଲଘୁଚାପକୁ ନେଇ ଛାନିଆ ଉପକୂଳ ଲୋକେ।

Odisha is worried about the storm
ଦକ୍ଷିଣ-ଆଣ୍ଡାମାନରେ ୪ରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ

ଅକ୍ଟୋବର ଭଳି ବାତ୍ୟାପ୍ରବଣ ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ ।

Odisha is worried about the storm
ଆସନ୍ତା ୬ ତାରିଖରେ ଲଘୁଚାପ ଥୟ, ହେଲେ ବାତ୍ୟା?

ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ଭୁବନେଶ୍ୱରରେ ବିଏମ୍ସିର ପ୍ରାଥମିକ ପ୍ରସ୍ତୁତି ବୈଠକ। ନିଆଯାଇଛି ଅନେକ ନିଷ୍ପତ୍ତି।

Cyclone
ମେ’ରେ ଓଡ଼ିଶାକୁ ବାତ୍ୟା ଭୟ ! IMD କହିଲା ଏହି ମାସରେ ହୁଏ ବାତ୍ୟା, ଲୋକଙ୍କ ମନରେ ପଶିଲା ଛନକା

ବର୍ତ୍ତମାନ ସ୍ଥିତିରେ ବାତ୍ୟା ସମ୍ପର୍କରେ ବିଶେଷ ପୂର୍ବାନୁମାନ କରିନି ପାଣିପାଗ ବିଭାଗ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ନେଇ ପୂରା ସୂଚନା ଦିଆଯିବ ବୋଲି କୁହାଯାଇଛି ।

cyclone
ଲଘୁଚାପ ନିଶ୍ଚିତ, ବାତ୍ୟା ଚିତ୍ର ଅସ୍ପଷ୍ଟ : IMD ବୈଜ୍ଞାନିକଙ୍କ ସୂଚନା

ଲଘୁଚାପ ହେବା ପରେ ଏହା କେତେ ଘନୀଭୂତ ହେବ, କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏବେ କହିହେବନି . . .