ବସ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣାରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ରାଜେନ୍ଦ୍ର ନଗରରେ ପିଛା କରି ଡ୍ରାଇଭରକୁ କାବୁ ସହ ନିସ୍ତୁକ ମାଡ଼
ଲୋକଙ୍କୁ ଏସମ୍ପର୍କରେ ବୁଝାଇବା ସତ୍ତ୍ୱେ ଏହା ଉପରେ ରୋକ ନଲାଗିବା ଏବେ ଚିନ୍ତାର କାରଣ ପାଲଟିଛି ।
ବାହାଘରରେ ଯୋଗଦେଇ ଘରକୁ ଫେରୁଥିଲେ ଗୋଟିଏ ପରିବାରର ଚାରି ଜଣ । କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ . . .ହେଲେ କିଏ ଜାଣିଥିଲା ନିଷ୍ଠୁର ମୃତ୍ୟୁର ଦୂତ ସାମ୍ନାରେ ବାଟ ଓଗାଳିବ . .
କଳାକାରଙ୍କୁ ଧରି ଫିଲ୍ମ ‘ପୁଷ୍ପା ୨’ ଶୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି। ବସ୍ଟି ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା।
ବ୍ୟକ୍ତି ଜଣକ ଭୁଲବଶତଃ ଏକ ନିର୍ମାଣାଧିନ ଫ୍ଲାଏ ଓଭରକୁ ଚାଲିଆସିଥିବା ପୋଲିସ ଅନୁମାନ କରୁଛି।
କଟକରେ ପୁଣି ଡ୍ରେନ୍ କାମ ବେଳେ ଅଘଟଣ। ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଛନ୍ତି। ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।
ବାଲିକୁଦା ଥାନା ଚଷାପଡ଼ା ଛକ ନିକଟରେ ଦୁର୍ଘଟଣା, ମାଆ, ଝିଅଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଅମୃତସରରୁ ବୈଷ୍ଣୋ ଦେବୀ(କଟରା) ଯାଉଥିବା ଏକ ବସ୍ ଖାଇକୁ ଖସି ପଡ଼ିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି।
ପିକ୍ଅପ୍ ଟ୍ରକ୍କୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଏସ୍ୟୁଭି ଗାଡ଼ି । ଏଥିରେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ।
ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ସିଆଇଡି’ ଓ“ଅଦାଲତ’ ଭଳି ଅନେକ ଶୋ’ରେ ସେ ଅଭିନୟ କରିଥିଲେ।
ମୃତକ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର, ୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଓ ଜଣେ ହୋମଗାର୍ଡ ଅଛନ୍ତି
ନାଗପୁର-ପୁଣେ ଏକ୍ସପ୍ରେସ୍ୱେରେ ସକାଳ ସାଢ଼େ ୭ରେ ଦୁର୍ଘଟଣା ଘଟିଛି
ଯୁବତୀଙ୍କ ଗାଡ଼ି ଧକ୍କାରେ ଏକ ଗ୍ରୋସରୀ ଦୋକାନ ଚଳାଉଥିବା ୩୬ ବର୍ଷିୟ ଅଜୟ ଗୁପ୍ତାଙ୍କର ମୃତ୍ୟୁ ଘଟିଛି । ସେ ଡାକ୍ତରଖାନାରୁ ଔଷଧ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡ଼ିଛି
ଗତକାଲି ରାତିରେ ଶୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
କୌଣସି ଏକ ରାକେଟ୍ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।
ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।
ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ି ବଢ଼ି ଯାଉଥିବା ବେଳେ ଆଜି ଛତିଶଗଡ଼ରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।
ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗଙ୍କ ଜୀବନ . . .
ଦ୍ରୁତ ଗତି ମହାବିପତ୍ତି। ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ କେତେ କଣ ସଚେତନ କରୁଛି। କଟକଣା ଲଗାଉଛି, ଜୋରିମାନା ବି ଆଦାୟ ହେଉଛି। ହେଲେ ଡ୍ରାଇଭରଙ୍କ ଅବହେଳା ଆଜି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି।
ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଛକି ବସିଥିଲା ଯମ । ରାସ୍ତାରେ ୧୫ ଜଣଙ୍କ ଜୀବନ ଚାଲିଗଲା ।
ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍, ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କୁ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା