• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road Accident

Bolangir Series Accident: Hit & Run Case Is Pre-Planned
ବଲାଙ୍ଗିର ହିଟ୍‌ ଆଣ୍ଡ୍‌ ରନ୍‌ କେସ୍‌: ଜୀବନରୁ ମାରିଦେବା ପାଇଁ ହୋଇଥିଲା ପ୍ଲାନ୍‌

ବଲାଙ୍ଗିର ଆର୍‌ଟିଓ ଛକର ସିରିଜ୍‌ ଦୁର୍ଘଟଣା ଏକ ପ୍ରି ପ୍ଲାନ୍‌ ମର୍ଡର ଥିଲା। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା।

Series Of Accident In Balangir
ସାମ୍ନାକୁ ଆସିଲା ସିରିଜ୍‌ ଦୁର୍ଘଟଣାର ନୂଆ ଭିଡିଓ: ଡ୍ରାଇଭର ସିଟ୍‌ରେ ବସିଥିଲା ଅଭିଯୁକ୍ତ

ବଲାଙ୍ଗିର ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ଓଟିଭି ହାତରେ ଲାଗିଛି।  ଏହି ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡୁଛି, ହତ୍ୟାକାରୀ ହିଁ ମିନି ଟ୍ରକ୍‌ର ଡ୍ରାଇଭର୍‌ ସିଟ୍‌ରେ ବସିଥିଲେ। 

Series Of Accident In Balangir
ଦୁର୍ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ! ସାମ୍ନାକୁ ଆସିଲା CCTV ଫୁଟେଜ୍‌

କେମିତି ହୋଇଥିଲା ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା ? ଜାଣିଶୁଣି କରାଯାଇଥିଲା କି ଦୁର୍ଘଟଣା ? କାରଣ ଘଟଣା ସମୟର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି।

8 Dead In Road Accident In UP
ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: ୮ ମୃତ, ୩ ଗୁରୁତର

ଟ୍ରକ୍‌କୁ ପଛ ପଟୁ କାର୍‌ ପିଟିବା ଯୋଗୁ ୮ ଜଣଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

13 injured in collision between bus and trailer truck near Deoghati in Koraput
ଟ୍ରେଲର-ବସ୍ ଧକ୍କା; ଜଣେ ମୃତ, ୧୩ ଆହତ

ଟ୍ରେଲର-ବସ୍ ଧକ୍କା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ଓ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

Road Accident In Uttar Pradesh
ଅଧା ବାଟରେ ଜଗିଥିଲା ଯମ, ନେଇଗଲା ୭ ଜୀବନ

ବିବାହ ଉତ୍ସବରେ ଯୋଗଦେବାକୁ ଯିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

3 Persons Killed In Road Accident
ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା: ୨ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।

six members of a family were critically injured after the car they were traveling in hit a tree
ଗଛରେ ପିଟି ହେଲା କାର୍‌; ୬ ଗୁରୁତର

ଗଛ ସହ କାର ଧକ୍କା ହୋଇ ୬ ଆହତ । ଅନୁଗୁଳ ପାଲଲହଡ଼ାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।

Bolero bike crash
ବୋଲେରୋ ବାଇକ୍ ମୁହାଁମୁହିଁ ଧକ୍କା; ୮ ଛାତ୍ରୀ ଗୁରୁତର

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋନପୁର ଜିଲ୍ଲା ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକଠାରେ ଏକ ବାଇକ ସହିତ ବୋଲେରୋର ଧକ୍କା ହୋବାଫଳରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୮ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି ।

Over 20 Passengers Injured As Overturns Near Bhandaripokhari In Bhadrak
ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌; ୨୦ ଆହତ

ବସ୍‌-ଟ୍ରକ୍‌ ଧକ୍କାରେ ୨୦ ଆହତ । ଭଦ୍ରକ ଭଣ୍ଡାରିପୋଖରୀ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥ ଥାନା ନିକଟରେ ବସ୍‌ଟି ଦୁର୍ଘଟଣାଗସ୍ତ ହୋଇଥିବାର ଜଣାପଡିଛି ।

Road Accident
ଗୋଟିଏପଟେ ଚାଲିଥିଲା ସେଲିବ୍ରେସନ, ଅନ୍ୟପଟେ ଚାଲିଗଲା ଅନେକ ଜୀବନ

ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। 

 Road Accident In Odisha
ବଣାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ବାପା, ମାଆ ଓ ୩ ବର୍ଷର ଝିଅ ମୃତ

ରାସ୍ତାରେ ଛକି ବସିଥିଲେ ଯମଦୂତ । ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅର ଚାଲିଗଲା ଜୀବନ ।

3 Killed In Road Accident In Odisha
ଯାତ୍ରା ଦେଖିବା ପାଇଁ ଯାଇଥିଲେ, ହେଲେ ରାସ୍ତାକଡ଼ରୁ ମିଳିଲା ମୃତଦେହ

ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏଥିରେ ୨ ଜଣ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଓ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

Road Accident
ମର୍ଣ୍ଣିଂୱାକ୍ ପାଇଁ ଯାଉଥିଲେ ଆଇନଜୀବୀ, ଚାପି ଦେଲା ଟ୍ରକ୍‌

ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। 

Accident
ବାହାଘର ଭୋଜି ଖାଇ ଘରକୁ ଫେରୁଥିଲେ ବାପା-ପୁଅ, ଅଧା ବାଟରୁ ଡାକିଲା ମୃତ୍ୟୁ

ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।

Accident In Binika
ରାସ୍ତାରେ ଜଗି ଥିଲା ଯମ: ବାହାଘରରେ ଯୋଗ ଦେଇ ଫେରୁଥିଲେ, ଘଟିଲା ଏମିତି କିଛି...

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

Road accident
ଖୁସିରେ ଫେରୁଥିଲେ, ମୃତ୍ୟୁ ଛକିଥିଲା

ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

A bus from Odisha carrying migrant labourers to Kerla meets with an accident on NH-5
ଆନ୍ଧ୍ରରେ ଓଲଟିଲା ଓଡ଼ିଶା ବସ୍‌

ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍‌କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି ।

Two lives were lost in a road accident
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଡ୍ରାଇଭର ଗୁରୁତର

ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।

Road Accident
ବରଯାତ୍ରୀ ହେଲା କାଳ, ପିକ୍‌ ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୧୫ ଗୁରୁତର ଆହତ

ବରଯାତ୍ରୀ ଭ୍ୟାନ୍‌ ଓଲଟି ଜଣେ ମୃତ । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସରଗାଦି ଓ ନୂଆପଡା ଗ୍ରାମ ନିକଟରେ ବରଯାତ୍ରୀ ପିକ ଅପ ଭ୍ୟାନ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପାତଲପଡାର ମୁକେଶ ବଛା ହୋଇଥିବା ସୂଚନା ମିଳିଛି ।

Accident
ଗଛରେ ପିଟି ହୋଇ ଓଲଟିଲା ଭ୍ୟାନ୍‌, ୩ ମୃତ

 ଗଛରେ ଭ୍ୟାନ୍‌ ପିଟି ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭ୍ୟାନ୍‌ରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। 

Bus Accident
ଭୟଙ୍କର ସଡ଼କ ଦୁର୍ଘଟଣା: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ବସ୍‌, ୬ ମୃତ

ଉତ୍ତର ପ୍ରଦେଶ କାନପୁରରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

Road Accident
ଟ୍ରେଲର ପଛରେ ପିଟି ହେଲା ବସ୍‌, ଗାଡ଼ିରେ ଥିଲେ ୩୫ ଯାତ୍ରୀ

ଟ୍ରେଲର ପଛରେ ପିଟି ହେଲା ବସ୍‌। ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର୍‌ ହୋଇ ଯାଇ ଥିବାବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

Road Accident
ଦୁଇଟି ଦୁଃଖଦ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ ପିଟି ହେବାରୁ ୫ ଜୀବନ ଚାଲିଯାଇଛି ।

Bus Accident
ଟ୍ରକ୍‌ ଧକ୍କାରେ ଓଲଟିଲା ବସ୍‌, ୬ ମୃତ

ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ବସ୍‌କୁ ଧକ୍କା ଦେବାରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି।