ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମୃତାହତ ଶ୍ରମିକଙ୍କ ଘର ଗୁଣୁପୁର ଅଞ୍ଚଳରେ ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।
ଆଗରେ ଯାଉଥିଲେ ସ୍ୱାମୀ...ସାଙ୍ଗରେ ଥିବା ସହଯୋଗୀ କହିଲେ ଆଗରେ ଦୁର୍ଘଟଣା ହୋଇଛି ...ମୁଁ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଚାଲିଲି । ମର୍ଣ୍ଣିଂ ୱାକ୍ ସାରି ଫେରିବା ବେଳକୁ ଜାଣିଲି ମୋ ସ୍ୱାମୀଙ୍କ ଆକ୍ସିଡେଣ୍ଟ ହୋଇଛି । ଏବେ ସ୍ୱାମୀଙ୍କୁ ମନେପକାଇ ଝୁରୁଛନ୍ତି କହୁଛନ୍ତି କ’ଣ ହେଇଗଲା ଏସବୁ...
ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ହେଲେ ଝିଅରମୃତ୍ୟୁ ପରେ ଛାତିରେ ପଥର ଲଦି ନେଇଛନ୍ତି ଏକ ମହତ ନିଷ୍ପତ୍ତି। ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ ତାର ଚକ୍ଷୁଦାନ କରିଛନ୍ତି। ।
ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରିକା ଅଭିମୁଖେ ଯାଉଥିଲେ। ସାପୁତାରା ହିଲ୍ ଷ୍ଟେସନ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା।
ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନ ଭିତରେ ଚାପି ହୋଇଥିବା କଣ୍ଟେନର ଡ୍ରାଇଭରକୁ ଉଦ୍ଧାର କରିଥିଲେ।
ଶତ ଚେଷ୍ଟା ପରେ ବି ବଞ୍ଚିପାରିଲାନି ଜୀଵନ । ସତେ ଯେମିତି ଏହା ବିଧିର ବିଧାନ ଥିଲା । କଥାରେ ଅଛି ଯେବେ ଯମ ଦଉଡି ବାନ୍ଧିବା ନେଇ ସ୍ଥିର ହୋଇ ସାରିଥିବ । ଯେତେ ଚେଷ୍ଟା କଲେ ବି ଆଉ ଜୀବନ ବଞ୍ଚେଇବା ସମ୍ଭବ ହୋଇନଥାଏ ।
ମାଡ଼ି ଆସିଲା କଳା ବାଦଲ। ଏକା ଥରକେ ଲିଭିଗଲା ଝିଅ ଓ ବୋହୂ ମଥାର ସିନ୍ଦୂର। ଆମ୍ବୁଲାନ୍ସରେ ମୃତଦେହ ଘରକୁ ନେଇ ଫେରୁଥିବା ବେଳେ ଚାଲିଗଲା ୩ ଜୀବନ।
ଆଜି ସକାଳେ ପଶ୍ଚିମବଙ୍ଗରୁ ଏକ ପରିବାର ଭୁବନେଶ୍ୱର ଆସିଥିଲେ। ଡମଣା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ିଯାଇଥିଲା।
ନବରଙ୍ଗପୁର ଥାନା ଡାଲଗୁଡା ଗାଁର ରଘୁ ବୈରାଗୀ, ଧନିଆ ମାଝୀ ଓ ସଦା ଭତରା କୋଷାଗୁମୁଡା ବ୍ଲକ୍ କୁସୁମପାଲି ଗ୍ରାମରେ ହେଉଥିବା ନିଜର ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଇକ୍ରେ ଯାଉଥିଲେ।
୧୦ ଟାରେ ସ୍କୁଲ ଥିଲା.. ଏଥିପାଇଁ ଦୁଇ ଛାତ୍ର ଖାଇପିଇ ସାଇକେଲ ବ୍ୟାଗ ଧରି ସ୍କୁଲ ବାହାରିଥିଲେ। ବାଟରେ ଦୁଇ ଜଣ ଗପସପ କରି ଚାଲିଥିଲେ।
ଆଜି ସକାଳେ ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ।
ମହିଳାଙ୍କ ଆଖି ଆଗରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ ଓ ଅଢ଼େଇ ବର୍ଷ ଝିଅର ଜୀବନ।
ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ ରାଣୀ।
ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?
ରାସ୍ତାକଡ଼ ଫୁଟ୍ପାଥ୍ରେ ଶୋଇଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା ଡମ୍ପର। ଦ୍ରୁତ ଗତିରେ ଆସି ୯ ଜଣଙ୍କୁ ଚାପିଦେଲା ଡମ୍ପର।
ଆଜି ସକାଳ ପ୍ରାୟ ୫ଟା ୩୦ରେ ଜୟପୁର ଭାନ୍କ୍ରୋଟା ସ୍ଥିତ ଏକ ପେଟ୍ରୋଲ୍ ପମ୍ପ ସାମ୍ନାରେ ଏକ LPG ବୋଝେଇ ଟ୍ରକ୍ ଓ CNG ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ମୋଟ୍ ୮ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଯାଇଛି। ତିନିଜଣ ଗୁରୁତର ହୋଇଛନ୍ତି।
ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ରକ୍କୁ ପିଟିଲା କାର୍।
ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗୋଟେ କାର୍ ଏକ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଛି ।
ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ୨ ଗୁରୁତର ହୋଇଛନ୍ତି । ସେହିପରି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି।
ବାପାଙ୍କ ମୃତ୍ୟୁର ଦିନ କେଇଟା ପରେ ଅଫେରା ରାଇଜକୁ ଚାଲିଗଲା ପୁଅ
ଆଜି ଭୋରରୁ ମାଲକାନଗିରିରୁ ପୁରୀ ଯାଉଥିବା ଜଗନ୍ନାଥ ବସ୍, ମହାକାଳ ନାମକ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଏବଂ ପିକଅପ୍ ମଧ୍ୟରେ ଦୁର୍ଘଟଣା ଘଟିଛି ।
ଏକ ସ୍ଲିପର୍ କୋଚ୍ ବସ୍ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ।