• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road Accident

Tanker Crashes
ବଡ଼ ଦୁର୍ଘଟଣା: ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର; ମନ୍ଦିର ସମ୍ପୂର୍ଣ୍ଣ ଧୂଳିସାତ୍

ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । 

 Andhra Pradesh Accident
ଡିଭାଇଡର୍‌ରେ ପିଟିହୋଇ ଓଲଟିଲା ପିକଅପ୍; ଗୋଟିଏ ପରିବାରର ୫ମୃତ

ତେଲେଙ୍ଗାନାରେ ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇଡର୍‌ରେ ପିଟିହେଲା ପିକ୍‌ଅପ୍‌। ଦୁର୍ଘଟଣାରେ ତିନି ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି।

Accident
ରାଜଧାନୀରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଉଡ଼ିଲା ଗାଡ଼ି

ରାଜଧାନୀ ଭୁବନେଶ୍ବରର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଆରପାଖକୁ ଓଲଟି ପଡିଲା କାର୍। ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ଆଉ ଏକ ଗାଡିକୁ ଧକ୍କା ଦେଇଥିଲା।

Road Accident
ସାବଧାନ୍ ! ରକ୍ତ ପିଉଛି ୧୬ ନମ୍ବର NH

ରାଜରାସ୍ତାର ଉଭୟ କଡ଼ରେ ଛିଡ଼ା ହେଉଥିବା ମାଳ ମାଳ ଭାରିଯାନ ଯୋଗୁ ରାତି ତ ରାତି, ଦିନରେ ବି ଭୟଙ୍କର ଦୁର୍ଘଟଣା ଘଟୁଛି ।

Special Story
Special Story:କାନ୍ଥରୁ ଲିଭିନି ବାହାଚିତା; ବିଧବା ହେଲେ ସରସ୍ବତୀ, ବାପା ଛେଉଣ୍ଡ ହେଲା ୪ ମାସର ଝିଅ...

ଦିନେ ଯିଏ ହାତଧରି ଘର ଅଗଣାକୁ ବୋହୂକରି ନେଇ ଆସିଥିଲେ, ତାଙ୍କରି ଶବ ପାଖରେ ଆଜି ସେ ଛାତି ଫଟାଇ ଚିତ୍କାର କରୁଛି । ବାପା ଛେଉଣ୍ଡ ହୋଇଯାଇଛି ଚାରି ମାସର କନ୍ୟା ସନ୍ତାନ ।

Accident
ବଡ଼ ଅଘଟଣ: ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୯ ଶ୍ରମିକ ଆହତ...

ବୈଦ୍ଧରେ ବଡ଼ ଅଘଟଣ । ଗଛରେ ପିଟି ହୋଇ ବିଲକୁ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ । ବୌଦ୍ଧ ଥାନା ବୁରପଟା ଛକ ନିକଟରେ ସଡ଼କ ଦୁର୍ଘଟଣା ।

Police Van-108 Ambulance Collision
ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ; ହୋମଗାର୍ଡ ମୃତ, ଆଇଆଇସି ଆହତ

ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ । ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ।

Accident
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଆହତ ହୋଇଛନ୍ତି ।

road accident
କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍; ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ । 

Road Accident
ଖାତକୁ ଖସିପଡ଼ିଲା ଗାଡ଼ି, ଗୋଟିଏ ପରିବାରର ୮ ମୃତ

ଜମ୍ମୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଅଭାବନୀୟ ଘଟଣା । ଗୋଟିଏ ପରିବାର ୮ ଜଣଙ୍କର ଦୁଃଖଦ ମୃତ୍ୟୁ...

Accident
ଠିଆ ହୋଇଥିଲେ ଯାତ୍ରୀ, ହଠାତ୍ ମାଡିଗଲା ଟ୍ରକ୍; ଚାଲିଗଲା ୬ଜୀବନ

ବସ୍‌ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ମାଡିଯାଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Accident
ବିଚ୍ ରାସ୍ତାରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରୁ ଫେରାର ଡ୍ରାଇଭର

ବିଚ୍ ରାସ୍ତା ଉପରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ । ଗତକାଲି ରାତିରେ ପାରାଦୀପ ଦୋଛକିରେ ହୋମଗାର୍ଡ ରାଜନ୍ ପ୍ରଧାନ ଡ୍ୟୁଟି କରୁଥିବା ବେଳେ କୌଣସି ଟ୍ରକ୍ ଧକ୍କା ଦେଇଥିଲା ।

Accident
ଅଧା ରହିଗଲା ପୁଅ ବାହାଘର; ବରପିତାକୁ ଦଳିଦେଲା ବରଯାତ୍ରୀ ବସ୍‌

ବାହାଘର ଯାଉଥିଲା ବେଳେ ବସ୍ ଦୁର୍ଘଟଣାରେ ବରର ବାପାଙ୍କର ଜୀବନ ଯାଇଛି। ଏଭଳି ଦୁଃଖଦ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ।

Lucknow-Agra Expressway Accident
କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଇ ଗୁଣ୍ଡ ହୋଇଗଲା ବସ୍‌; ଘଟଣାସ୍ଥଳରେ ୧୮ ଯାତ୍ରୀ ମୃତ

ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ କ୍ଷୀର ଟ୍ୟାଙ୍କରକୁ ପିଟିଲା ଡବଲ ଡେକୋର ବସ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Accident
ଦୁର୍ଘଟଣା ନେଲା ମୁଣ୍ତ; ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

ବାହାଘର ଭୋଜି ଖାଇ ଫେରିବା ବେଳେ ସ୍କର୍ପିଓକୁ ଧକ୍କାଦେଲା ହାଇୱା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର ।

 Accident
ରୋଗ ଦାଉରୁ ବଳିଗଲା ଦୁର୍ଘଟଣା, ହାତ ଧରାଧରି ହୋଇ ଚାଲିଯିବେ ଦମ୍ପତି

କିଏ ଜାଣିଥିଲା ରୋଗ ଦାଉରୁ ବଳିଯିବ ଦୁର୍ଘଟଣା । ଆଉ ଏମିତି ଏକାଥରେ ହାତ ଧରାଧରି ହୋଇ ଚାଲିଯିବେ ଦମ୍ପତି । କ୍ୟାନସର ସିନା ମନୋବଳ ଭାଙ୍ଗିଦେଇଥିଲା । ହେଲେ ଏହି କରୁଣ ଦୁର୍ଘଟଣା ନେଇଗଲା ଉଭୟଙ୍କ ଜୀବନ ।

Accident
ଚାଷ ଜମିକୁ ଯିବା ବାଟରେ ଜଗିଥିଲା ମୃତ୍ୟୁ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି ।

Accident
ରାଜଧାନୀରେ ହିଟ୍ ଏଣ୍ଡ ରନ୍; ଧରାପଡିଲା ଟ୍ରାଫିକ କର୍ମଚାରୀଙ୍କ ଜୀବନ ନେଇଥିବା ଡ୍ରାଇଭର

ଧରାପଡ଼ିଲା ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଟ୍ରକ୍ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଟ୍ରକ୍ ଓ ଡ୍ରାଇଭରକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ । ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

Accident
ଦୁର୍ଘଟଣା ପରେ ଗୁଣ୍ଡ ହୋଇଗଲା କାର୍; ଜଣେ ମୃତ, ୪ଗୁରୁତର

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Road Accident
ମରଣଯନ୍ତା ଜାତୀୟ ରାଜପଥ, NHରେ ବଢୁଥିବା ଦୁର୍ଘଟଣାକୁ ନେଇ ଉଦବେଗ

ଗତକାଲି ରାତିରେ ରାଜଧାନୀର ଜୟଦେବ ବିହାର ନିକଟରେ ଡ୍ୟୁଟି ସାରି ଫେରୁଥିବା ଜଣେ ଟ୍ରାଫିକ କନଷ୍ଟେବଲଙ୍କ ବାଇକକୁ ଏକ ଭାରିଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

car collides
ଛାତିଥରା ଦୁର୍ଘଟଣା; ଦୁଇ କାର୍ ମୁହାଁମୁହିଁ, ଚାଲିଗଲା ୭ ଜୀବନ

କାର୍‌ଟି ପେଟ୍ରୋଲ ଟାଙ୍କି ଆଡ଼କୁ ଯିବା ବେଳେ ଭୁଲ୍ ଦିଗରେ ଆସୁଥିବା ଅନ୍ୟ ଏକ କାର୍ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ MUV କାର୍‌ଟି ବ୍ୟାରିକେଡ୍ ଭାଙ୍ଗି ରସ୍ତାର ବାମ ପଟକୁ ଛିଟିକି ପଡିଥିଲା।

Accident
ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ଉଡ଼ିଲା ଧଜ୍ଜିଆ, ଟାଉନ ଭିତରେ ଏବେ ବି ଚାଲୁଛି ଭାରିଯାନ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ । ବାଇପାସ ବଦଳରେ ଟାଉନ ଭିତରେ ଚାଲିଛି ଭାରିଯାନ ।

Road accident
ଟ୍ରକକୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ; ୪ ଗୁରୁତର

ବସ୍ତାରୁ ୩ ରୋଗୀଙ୍କୁ ନେଇ ବାଲେଶ୍ୱର ମେଡିକାଲକୁ ଆସିବା ବେଳେ ଘଟିଛି ଏହି ଦୁର୍ଘଟଣା। ୩ ରୋଗୀଙ୍କ ସମେତ ଆମ୍ବୁଲାନ୍ସରେ ଥିବା ହେଲପରଙ୍କ ଅବସ୍ଥା ଗୁରୁତର ରହିଛି।

Accident
କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ

ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍‌ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି ।

Accident
ଟ୍ରାକ୍ଟରକୁ ପିଟିଲା କାର୍‌, ଚାଲିଗଲା ୪ ଜୀବନ

ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ କାର୍‌ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।