• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

firing
ଗୁଳି ଫୁଟି ଗାଙ୍ଗପୁର ଥାନା IIC ଦେବ୍ କୁମାରଙ୍କ ମୃତ୍ୟୁ

କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି ।

Youth Allegedly Beheads 8 Year Old Girl
ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା।

Crime
ଅତି ନୃଶଂସ-ବିଭତ୍ସ-ବର୍ବର ! କମେଣ୍ଟମରାକୁ ନେଇ ୪ ଜଣଙ୍କୁ ପିଟିପିଟି ମାରିଦେଲେ

ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ।

murder case
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି ଘଟଣା,ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି ଘଟଣା । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଲେ ଏସ୍ପି । ବ୍ୟକ୍ତିଗତ ଶତ୍ରୁତା, ଜମି ବିବାଦ, ଗୁନ ସିଂହାରୀ ହତ୍ୟା ଲିଙ୍କ୍‌ରେ ତଦନ୍ତ କରାଯାଉଛି । ତେବେ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।

murder
ସ୍ତ୍ରୀକୁ ହତ୍ୟା କରି ଶଳାର ସ୍ତ୍ରୀ ସହ ଫେରାର, ଥାନାରେ ଅଭିଯୋଗ କଲେ ପରିବାର ଲୋକ

ସ୍ୱାମୀ ନୁହେଁ ସେ ପିଶାଚ । ସ୍ତ୍ରୀକୁ ମାରି ଶଳାର ସ୍ତ୍ରୀ ସହ ଫେରାର ମାରିଲା ।

Murder In Puri
ଗୋଟିଏ ଦିନରେ ପୁରୀରେ ଦୁଇ ଦୁଇଟି ମର୍ଡର, ଲୋକଙ୍କ ମନରେ ଛନକା

ଗୋଟିଏ ଦିନରେ ପୁରୀରେ ୨ଟି ମର୍ଡର ହୋଇଛି। ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।

Deadbody Found On Roadside
ରାସ୍ତାକଡ଼ରୁ ମିଳିଲା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ରାସ୍ତାକଡ଼ରୁ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର। ଯୁବତୀଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।  

ଟ୍ରକ ମଡ଼ାଇ ହତ୍ୟା
ଭାଇକୁ ଟ୍ରକ୍‌ ଚଢାଇ ମାରିଦେଲା ଭାଇ

ସୁଶାନ୍ତ ମଦ୍ୟପାନ କରି ଟ୍ରକ ନେଇ ଘରକୁ ଆସିବା ପରେ ଅକ୍ଷୟକୁ ଡାକିଥିଲା।

Camera man Murder Case
କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ହତ୍ୟାକାଣ୍ଡର ଫିଟିଲା ଗୁମର

ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।

murder
କଟକ ବିଡ଼ାନାସୀ ମର୍ଡରର ପର୍ଦ୍ଦାଫାଶ : ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା ଡିସିପିଙ୍କ ସୂଚନା

ଗତ ଫେବ୍ରୁଆରୀ ୨୫ ତାରିଖରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ଆଜାଦ ଯାଦବ

Man strangles younger brother to death
ଭାଇ ସାଜିଲା ହତ୍ୟାକାରୀ, ସାନ ଭାଇର ତଣ୍ଟି ଚିପି ମାରି ଦେଲା ବଡ଼ ଭାଇ

ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ। ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳିଗୁଲଜ କରିଥିଲେ।  ଏନେଇ ଦୁଇ ଭାଇ ମଧ୍ୟରେ ବଚସା ଓ ମାରପିଟ୍‌ ହୋଇଥିଲା।

Youth Murdered Girlfriend
ୱାନ୍‌ ସାଇଡେଡ୍‌ ଲଭ୍‌ ଷ୍ଟୋରୀ: ରାସ୍ତା ଉପରେ ପ୍ରେମିକା ତଣ୍ଟିରେ ଛୁରୀ

ଭାଲେଣ୍ଟାଇନ୍‌ ଡେ’ ପୁର୍ବରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ। ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି।

Wife Killed Husband
ଏମିତି ସ୍ତ୍ରୀ କାହାକୁ ନ ମିଳୁ; ସାମାନ୍ୟ ଝଗଡାରେ କାଟିଦେଲା ସ୍ୱାମୀର ତଣ୍ଟି

ସ୍ୱାମୀ-ସ୍ତ୍ରୀ ଝଗଡାରେ ସ୍ୱାମୀର ତଣ୍ଟି କାଟିଲା ସ୍ତ୍ରୀ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ପୌରାଞ୍ଚଳର ୪ ନମ୍ବର ୱାର୍ଡରେ ।

10 Year Old Murder In Kanpur
ନୃଶଂସ ଭାବେ ୧୦ ବର୍ଷର ଶିଶୁକୁ ହତ୍ୟା; ସିଗାରେଟ୍‌ରେ ମୁହଁ ଜାଳିଦେଲେ, ଆଖି ତାଡ଼ି ନେଇଗଲେ...

ନଗ୍ନ ଶରୀର, ସିଗାରେଟ୍‌ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

Son Kills Father
ବାଇକ୍‌ ପାଇଁ ବାପାର ତଣ୍ଟି କାଟି ଦେଲା ପୁଅ, ଶବ ପୋଡ଼ିବାକୁ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ୍‌

ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ। ବାଇକ ନ ଦେବାରୁ ବାପାର ତଣ୍ଟି କାଟି ପଥରରେ ଛେଚି ହତ୍ୟା କଲା ପୁଅ। ବାପାକୁ ହତ୍ୟା କରି ଶବ ପୋଡ଼ିବାକୁ ଯାଉଥିବା ବେଳେ ମଶାଣିରେ ପୋଲିସ୍‌ ଅଭିଯୁକ୍ତ ପୁଅକୁ ଧରିଲା।

Minor Boy Killed His Mother & Three Siblings
‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା: ମା’ ଓ ଭାଇ,ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ନାବାଳକ

‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା। ଜଣେ ୧୪ ବର୍ଷୀୟ ନାବାଳକ ‘ପବ୍‌ଜୀ’ ଗେମ୍‌ ପ୍ରଭାବରେ ଆସି ନିଜ ମା’, ଭାଇ ଓ ୨ ନାବାଳିକା ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।

Woman Killed Her Husband
ସ୍ୱାମୀଙ୍କୁ ହତ୍ୟା କରି ସମସ୍ତଙ୍କୁ ଜଣାଇଲେ, ହେଲେ ଗିରଫ ପରେ ମହିଳାଙ୍କୁ ଛାଡ଼ି ଦେଲା ପୋଲିସ୍‌...

ସ୍ୱାମୀଙ୍କୁ ହତ୍ୟା କରିବା ପରେ ପଡ଼ୋଶୀଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଲେ। ଖବରପାଇ ପୋଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଥିଲା। ହେଲେ କିଛି ଘଣ୍ଟା ପରେ ମହିଳାଙ୍କୁ ଛାଡ଼ି ଦେଇଥିଲା ପୋଲିସ୍‌।

murder
ମାଆକୁ କଟୁରିରେ ହାଣି ଦେଲା ପୁଅ ! ମୃତକ କନିକା ରାଜ ପରିବାରର ପରେଶ କୁମାରୀ ଦେବୀ

ମାକୁ ମାରିଦେଲା କୁଳାଙ୍ଗାର ପୁଅ । ମୃତକ ହେଲେ ପରେଶ କୁମାରୀ ଭଞ୍ଜଦେଓ । ତାଙ୍କ ବୟସ ୭୫ ବର୍ଷ ।

Son Killed Mother
Crime Capital Bhubaneswar ! ପୁଣି ଗଡ଼ିଲା ମୁଣ୍ଡ, ମାଆକୁ ଜାଳିଦେଲା ପୁଅ

ହତ୍ୟା କରିବା ପରେ ସେ ଘରେ ହିଁ ଜାଳି ଦେଇଛି ନିଜ ମାଆକୁ । ମଙ୍ଗଳବାର ସଂଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା ।

Crime
ଭୁବନେଶ୍ୱର ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୁରା ଘଟଣା

ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।

Mother \'Kills\' 2 Month Old Boy, Husband Says She Is Mentally Unstable
୨ ମାସର ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା ମା’ !

ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା ମା’। ୨ ମାସର ପୁଅକୁ ମା’ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

2-month-old boy killed allegedly by his mother
ମା’ ସାଜିଲା ଯମ, ୨ ମାସର ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା !

ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

man killed
ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା। କାକା ଶ୍ୱଶୂର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୌଦ୍ଧ ବାଉଁଶୁଣୀ ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

crime
ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ଚାଞ୍ଚଲ୍ୟ : ମାଆର ଶିଳପୁଆ ମାଡ଼ରେ ଝିଅର ମୃତ୍ୟୁ

ଝିଅକୁ ମାରିଦେଲା ମାଆ । ଦିନକ ତଳେ ଝଗଡ଼ା ହୋଇଥିଲା । ଆଉ ମାଆ ରାଗି ଯାଇ ଝିଅକୁ ଶିଳପୁଆରେ ଛେଛି ମାରି ଦେଇଛି ।

Murder Mastermind
ଧରାପଡ଼ିଲା ଭୁବନେଶ୍ୱର ନୂଆପଲ୍ଲୀ ସୁପାରି କିଲିଂର ମାଷ୍ଟର ମାଇଣ୍ଡ

ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି ।