• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

murder
ମନର ମଣିଷ ନୁହେଁ ପିଶାଚ ! ସ୍ତ୍ରୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ, ୪୫ ଦିନ ପରେ ମୃତଦେହ ଉଦ୍ଧାର

ସ୍ତ୍ରୀକୁ ମାରି ଅଗଣାରେ ପୋତିଦେଲା ମଦ୍ୟପ ସ୍ୱାମୀ । ୪୫ ଦିନ ପରେ ପୋଲିସ ଆସି ଖୋଳିଲା ମାଟି ମୃତଦେହ ଉଦ୍ଧାର କରିଛି ।

Sritam
ଶ୍ରୀତମ ଯାଇଥିଲା ଟ୍ୟୁସନ, ହେଲେ ଆଉ ଘରକୁ ଫେରିନି ! କ’ଣ ହେଲା ତା‘ର..?

ନବମ ଶ୍ରେଣୀର ଛାତ୍ର ଶ୍ରୀତମ । ରବିବାର ଦିନ ସୁଦ୍ଧକଁଠି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ ତାଙ୍କୁ ଟ୍ୟୁସନ ହେବାକୁ ଡାକିଥିଲେ । ଶ୍ରୀତମଙ୍କ ସହ ଅନ୍ୟ ୩ ଜଣ ବି ଟ୍ୟୁସନ ଯାଇଥିଲେ ।

Crime
ବର୍ଷକରେ ଦି ଏଣ୍ଡ ଲଭ୍‌ ଷ୍ଟୋରୀ ! ମୋବାଇଲ ଫେରାଇବାକୁ ଆସି ଜୀବନ ହାରିଲେ ପ୍ରେମିକ

ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

Crime Superstition
ସଦା ଯୌବନ ପାଇଁ ନର ବଳି ! ଶବକୁ ୫୬ ଖଣ୍ଡ; କାନ୍ଥରେ ଲଗାଇଲେ ରକ୍ତ ଛିଟା, ରାନ୍ଧି ଖାଇଲେ ମାଂସ

ସମ୍ପତ୍ତି ଲାଭ ଆଶାରେ ଦୁଇ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା  । ନରବଳି ପରେ ମାଂସ ରାନ୍ଧି ଖାଇଛନ୍ତି ଅନ୍ଧବିଶ୍ୱାସୀ ଦଂପତ୍ତି ।

Crime
ବାପରେ ବାପ୍‌ କି ନୃଶଂସ ! ଲଙ୍କା ଧୁଆଁ ଦେଲେ, ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଆଉ ଗୋଡ଼େଇ ଗୋଡ଼େଇ ପିଟିଲେ

ଦାଶ ପରିବାରର କିଛି ସଦସ୍ୟ ପ୍ରଥମେ ପ୍ରଣବଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ଭୟରେ ପ୍ରଣବ ଘରେ ପଶି ଯାଇଥିଲେ ।

Jammu Cops Throat Cut
ଗୋଡ଼ରେ ମଲମ ଲଗାଉ ଲଗାଉ, ଆଇପିଏସ୍ ମାଲିକର ଜୀବନ ନେଇଗଲା ଘରୋଇ ସହାୟକ

ଅଚାନକ୍ ସେ ଭିତରୁ କବାଟ ବନ୍ଦ କଲା, ହେମନ୍ତଙ୍କ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କଲା, ସସ୍ ବୋତଲ ଭାଙ୍ଗି ଧାରୁଆ କାଚରେ ତଣ୍ଟି କାଟିଦେଲା ।

Woman Kills Her 3 Year Old Son In Kendrapara
ପ୍ରେମ ପାଇଁ ପାଗିଳି ହେଲା ମା’: ପ୍ରେମିକ ସହ ମିଶି ପୁଅକୁ ମାରି ପୋତି ଦେଲେ

ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ‍ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ।

Youth Murder In Bhadrak
ବିଚ୍‌ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ

ବିଚ୍‌ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ। ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି।

Special story
ପ୍ରେମରେ ପାଗଳ ଭଉଣୀର ଷଡ଼ଯନ୍ତ୍ର : ହତ୍ୟା ପରେ ପୋତିଦେଲା ଭାଇର ମୃତଦେହ

ଭାଇକୁ ମାରିଦେଲା ଭଉଣୀ । ପ୍ରେମକାହାଣୀରେ କଣ୍ଟା ସାଜିଥିବା ଭାଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା।

4 Members Of An Odia Family Killed In Chhattisgarh
ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା, ବାପାମା’ ଓ ୨ ଛୁଆକୁ ହାଣି ଫିଙ୍ଗିଦେଲେ

ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବୁଧବାର ଦିନ ଛତିଶଗଡ଼ ଦୁର୍ଗ ଜିଲ୍ଲାର ଟଣ୍ଡନବାଡ଼ି ଗାଁରେ ଏଭଳି ଛାତି ଥରାଇଲା ଭଳି ଘଟଣା ଘଟିଛି। 

Sameer Mohanty Vs Dharmendra Sahoo
ଋଣ ଚାପ-ପାରିବାରିକ ବିବାଦ ନା ଅନ୍ୟ କିଛି ? ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ..

ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

BJD Leader Dharmendra Sahoo
ବିଜେଡ଼ି ନେତା ଧର୍ମେନ୍ଦ୍ର ସାହୁ ରହସ୍ୟଜନକ ମୃତ୍ୟୁ ମାମଲା, ମୋବାଇଲ୍‌ରୁ ମିଳିବ କି ମନ୍ତ୍ରୀଙ୍କ ଗୁପ୍ତ ଭିଡିଓ..

ସେହି ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା ।

Uttarakhand Girl Ankita Bhandari Murder Case
ଖୋଲୁଛି ଅଙ୍କିତା ମର୍ଡର କେସ୍‌ର ଗୁମର: ‘ଗରିବ ବୋଲି କ’ଣ ୧୦ ହଜାରରେ ବିକ୍ରି ହୋଇଯିବି...’

ରିସୋର୍ଟକୁ ଆସୁଥିବା VIP ଅତିଥିଙ୍କୁ ‘ସ୍ପେଶାଲ୍‌ ସର୍ଭିସ୍’ ଦେବା ପାଇଁ ଅଙ୍କିତାଙ୍କ ଉପରେ ଚାପ ପକା ଯାଉଥିଲା। ହ୍ୱାଟ୍ସଆପ୍‌ ଚାଟ୍‌ରେ ଏସବୁର ଖୁଲାସା ହୋଇଛି।

Lady Municipality staff murdered in Bolangir
ଗୋଟିଏପଟେ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ, ସେପଟେ ସହର ଭିତରେ ବୋହିଲା ରକ୍ତ ନଦୀ

ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି।

Man Kills His Wife
କୁନି ଝିଅ ମୁହଁରେ ମା’ ହତ୍ୟାର କାହାଣୀ- ‘ମୁଁ ସବୁ ଦେଖିଛି, ମୋ ବାପା ହିଁ ମା’କୁ ତଣ୍ଟି ଚିପି ମାରିଛି’

କିଏ ତା’ ମାଆକୁ ମାରିଛି, କେମତି ମାରିଛି ପୋଲିସ ଆଗରେ ଗୋଟି ଗୋଟି କରି ପ୍ରତି ମୂହୁର୍ତ୍ତର ଘଟଣା କହିଛି ଅଢେଇ ବର୍ଷର ଝିଅ। 

Female serial killer Elizabeth bathory from hungary
ସୌନ୍ଦର୍ଯ୍ୟ ପାଇଁ କରୁଥିଲେ ରକ୍ତସ୍ନାନ; ୬୦୦ରୁ ଅଧିକ ଯୁବତୀ ପଡ଼ିଗଲେ ବଳି

ସେ ଥିଲେ ମହାରାଣୀ, ସେ ଥିଲେ ବର୍ବର। ନୃଶସ ମହିଳା ସିରିଏଲ୍ କିଲର୍‌ଭାବେ ସେ ଜଣାଶୁଣା। ନିଜ ସୌନ୍ଦର୍ଯ୍ୟ ପାଇଁ କରୁଥିଲେ ରକ୍ତସ୍ନାନ। ଏଥି ପାଇଁ ମାରି ଦେଇଛନ୍ତି ୬୦୦ରୁ ଅଧିକ ଯୁବତୀ। ସେମାନଙ୍କ ସହ ଆଉ କ’ଣ ସବୁ କରୁଥିଲେ ଜାଣିବା ପାଇଁ ପଢନ୍ତୁ।

Special story
ପାଠ ପାଇଁ ସାନ ଭାଇକୁ ହତ୍ୟା ! MBA ପଢ଼ୁଆ ବଡ଼ ଭାଇ ଗିରଫ

ପାଠ ପାଇଁ ଭାଇର ଜୀବନ ନେଇଗଲା ଭାଇ ।

crime
ନିଶାଗ୍ରସ୍ତ ହୋଇ ବନ୍ଧୁର ଜୀବନ ନେଇଗଲା ବନ୍ଧୁ

ନିଶାରେ ବନ୍ଧୁକୁ ମାରିଦେଲା ବନ୍ଧୁ ।

Woman Dies In A Bid To Save Husband In Nuapada
ଟାର୍ଗେଟ୍‌ରେ ଥିଲା ସ୍ୱାମୀ, ହେଲେ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀଙ୍କ ଉପରେ ଗୁଳି ଚାଳନା ଦେଖି ସାମ୍ନାକୁ ଆସି ଯାଇଥିଲେ ସ୍ତ୍ରୀ। ଫଳରେ ଗୁଳିମାଡ଼ ଖାଇ ତାଙ୍କର ଜୀବନ ଚାଲି ଯାଇଛି।

tragic story
ମା’ ଆଖି ସାମ୍ନାରେ ଦୁଇ ଝିଅଙ୍କୁ ଘରୁ ଘୋଷାଡ଼ି ନେଲେ, ତା’ପରେ ମାରି ଝୁଲାଇଦେଲେ

ଦୁଇ ଝିଅଙ୍କୁ ଅପହରଣ କରି ମାରି ଟାଙ୍ଗି ଦିଆଯାଇଥିବା କହିଲେ ମା

Bhubaneswar Crime
ପାର୍ବଣ ଋତୁରେ ରାଜଧାନୀରେ ହତ୍ୟା ! ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ୟୁନିଟ୍-୮ର ଏକ ବସ୍ତି ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ସଂଘବଦ୍ଧ ହୋଇ କିଛି ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କଲେ ।

Youth Murder
କାଳ ହେଲା ପ୍ରେମିକାକୁ ଦେଖା କରିବା ! ମିଳିଲା ଖପୁରୀ ହାଡ଼

ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ପୁଟକିମାଲ ଯାଇଥିଲେ।

Class 9 Girl Student Murdered For Resisting Lewd Comments
ପାଣିରେ ଭାସୁଥିଲା ଛାତ୍ରୀଙ୍କ ମୃତଦେହ, ପୋଖରୀ ତୁଠରୁ ମିଳିଲା ବ୍ୟାଗ୍‌

ବିଳମ୍ବିତ ରାତି ଯାଏ ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।

Odisha Crime
ରାଜଧାନୀରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପୁଅ ଯେତେ ଚୁଟି ଭିଡ଼ିଲେ ବି ଉଠିଲାନି ମାଆ..

ଘରୁ ଭିତରୁ କେମିତି ମିଳିଲା ମୃତଦେହ ? ପୁଅକୁ ଟ୍ୟୁସନରେ ଛାଡିବା ପରେ ଘରେ କେମିତି ହେଲା ମୃତ୍ୟୁ ? କଣ ରହିଛି କାରଣ ?