ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ ।
ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ମୁଁ ଜାଣିପାରିନଥିଲି।
ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍ରେ ୧୦ ଖଣ୍ଡ କରି ରଖାଯାଇଥିଲା ।
ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।
ଏବେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ୍ ।
ପୁଅ ସହ ମିଶି ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।
ଜେଲର ଚାରିକାନ୍ଥ ଭିତରେ ସୈତାନ୍ ଅଫତାବ୍ ।
ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ୍ ଅନ୍ୟ ଜଣେ ଯୁବତୀଙ୍କ ସହ ଡେଟିଂ କରିଥିଲା। ସେ ହିଁ ରକ୍ତ ଛିଟାକୁ ସଫା କରିବା, କଟା ମୃତଦେହକୁ ଜଙ୍ଗଲରେ ଫୋପାଡ଼ିବା ଭଳି କାମରେ ଅଫତାବ୍କୁ ସହାୟତା କରିଥିଲେ।
ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।
ମୂଷା ମାରି ବନ୍ଧା ହୋଇ ପାରନ୍ତି ଯୁବକ ।
ଅନ୍ଲାଇନ୍ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।
ଫରିଦାବାଦରୁ ଅଞ୍ଚଳରୁ ଏକ ସନ୍ଦେହଜନକ ସୁଟ୍କେସ୍ ମିଳିଛି। ଏହା ଭିତରେ ମୃତଦେହର କିଛି ଅଂଶ ଥିବା ଜଣାପଡ଼ିଛି। ତେଣୁ ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା ସହ ଲିଙ୍କ୍ ଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି।
ଗତ ଦୁଇ ଦିନ ଧରି ପଲିଗ୍ରାଫ ଟେଷ୍ଟରେ ଶ୍ରଦ୍ଧା ମର୍ଡରର ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୃଶ୍ୟମ ଫିଲ୍ମ ଦେଖି ଆଫତାବ ଭିଆଇଥିଲା ଏହି କାଣ୍ତ ।
ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ଅଫତାବ୍ ପୁନାୱାଲା ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି। ଶ୍ରଦ୍ଧାଙ୍କୁ କେମିତି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କେଉଁଠି ଫିଙ୍ଗିଥିଲା...ସବୁକିଛି ଗୋଟି ଗୋଟି କରି ଅଫତାବ୍ ପୋଲିସ୍ ଆଗରେ କହିଛି।
ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍ ।
ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ। ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ମର୍ଡର କେସ୍ ମନରୁ ନଲିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି।
୨୦୨୦ରେ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ଅଫତାବ୍ ଧମକ ଦେଇଥିଲା। ଅଫତାବ୍ ତାଙ୍କୁ ଜୀବନରୁ ମାରିଦେବ ବୋଲି ଶ୍ରଦ୍ଧା ଆଶଙ୍କା କରି ୨୦୨୦ ମସିହା ନଭେମ୍ବର ୨୩ରେ ପୋଲିସ୍ରେ ଅଭିଯୋଗ କରିଥିଲେ।
ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଶେଷ ଚାଟ୍ ସାମ୍ନାକୁ ଆସିଛି। ଏହା ମେ’ ୧୮ ତାରିଖର ଅର୍ଥାତ୍ ଶ୍ରଦ୍ଧାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବର ହୋଇଥିବା ଜଣାପଡ଼ିଛି।
ପ୍ରେମିକ ପାଇଁ ପର ହୋଇଗଲା ସିନ୍ଦୂର, ଆଉ ପର ହୋଇଗଲେ ଦୁଇ ଜନ୍ମକଲା ସନ୍ତାନ । ଅବୈଧ ସମ୍ପର୍କ ଧରାପଡ଼ିଯିବା ପରେ ସ୍ୱାମୀକୁ ମାରି ପକାଇଲା ସ୍ତ୍ରୀ ।
ପ୍ରଥମେ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରେ ଏହା ହତ୍ୟା ବୋଲି ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ, ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ଘରର ପୁଅ।
ଜଜ୍ଙ୍କ ସାମ୍ନାରେ ଅଫତାବ୍ ସତ ମାନିଥିଲା। ଅଫତାବ୍ କହିଥିଲା ଯେ, ଯାହା ବି କିଛି ସେ କରିଥିଲା, ତାହା HEAT OF THE MOMENT ଥିଲା।
ଆୟୁଷି ନିଜ ପିତା ନିତେଶ ଯାଦବଙ୍କୁ ନକହି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ ।