ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର । ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ପାରିଲାନି ଅଭିଯୁକ୍ତ ।
ଏଭଳି ଘଟଣା ଯଦି ବାରମ୍ବାର ଘଟେ ତେବେ ଏହା ସମାଜ ପାଇଁ ଏକ ଅଶୁଭ ସଙ୍କେତ କହିଲେ ଭୁଲ ହେବ ନାହିଁ ।
ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା।
ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି।
ଶ୍ରଦ୍ଧା ଓ ଅଫତାବ୍ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍ ମାର୍ପିଟ୍ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି।
ବାଙ୍ଗଲାଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ! ପାଞ୍ଚ ଦିନିଆ ପ୍ରେମର କରୁଣ ପରିଣତି । ନୂଆ ପ୍ରେମିକାକୁ ମାରି ପୁରୁଣା ସହ ଫେରାର୍ ।
ଶ୍ରଦ୍ଧାଙ୍କର ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍ ଚାଟ୍ ଏବେ ସାମ୍ନାକୁ ଆସିଛି । ଯାହା ସ୍ପଷ୍ଟ କରୁଛି ଯେ ଅଫତାବ୍ କିପରି ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ।
ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ।
ଅଫତାବ୍ ବାରମ୍ବାର ନିଜ ବୟାନ ବଦଳାଉ ଥିବାରୁ ପ୍ରକୃତରେ ସତ କ’ଣ ତାହା ଜାଣିବା ପାଇଁ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଅଫତାବ୍ କେଉଁ ଭଳି ଭାବେ ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ତା’ର ଏକ ଫଟୋ ଏବେ ସାମ୍ନାକୁ ଆସିଛି।
ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ମର୍ଡର କେସ୍ର ଅଭିଯୁକ୍ତ ଅଫତାବ୍ ଅମିନ୍ ପୁନାୱାଲା ଦିଲ୍ଲୀ ପୋଲିସ୍ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି।
ଅଫତାବକୁ ଫାଶିଦଣ୍ଡ ଦାବି କଲେ ଆଇନଜୀବୀ ।
ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବ୍ର ଅନ୍ୟ ଗର୍ଲପ୍ରେଣ୍ଡ୍ସ୍ଙ୍କ ସମ୍ପର୍କରେ ପୋଲିସ୍ ଜାଣିବାକୁ ପାଇଛି। ଖାଲି ଏତିକି ନୁହେଁ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, କିଛି ଦିନ ମଧ୍ୟରେ ଅଫତାବ୍ ଅନେକ ସିମ୍ର ବ୍ୟବହାର କରିଥିଲା ଓ ବାରମ୍ବାର ଏହାକୁ ବଦଳାଉ ଥିଲା।
ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମିକାକୁ ମାରିଲା, ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କଲା ।
ଅଫତାବ୍ ଯେଉଁ ଫ୍ଲାଟ୍ରେ ରହୁଥିଲା ସେହି ଫ୍ଲାଟ୍ରେ ପାଖାପାଖି ୩୦୦ ଟଙ୍କା ପାଣି ବିଲ୍ ବକେୟା ରହିଛି। ଗତ କିଛିଦିନ ହେବ ଲଗାତାର ଭାବେ ସେ ଅଧିକ ପାଣି ବ୍ୟବହାର କରୁଥିଲା।
ହଠାତ୍ ଅଫତାବ୍ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ଯୋଗୁ ଓ ଶ୍ରଦ୍ଧାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଙ୍କୁ ଲାଗୁଥିଲା ଯେ ଅଫତାବ୍ ତାଙ୍କୁ ଧୋକା ଦେବା ପାଇଁ ଚେଷ୍ଟା କରୁଛନ୍ତି।
ଶ୍ରଦ୍ଧା ଘରୋଇ ହିଂସାର ଶିକାର ହୋଇଥିଲେ। ସାହାଯ୍ୟ ପାଇଁ ଶ୍ରଦ୍ଧା ମେସେଜ୍ ପଠାଇଥିଲେ ବୋଲି ସେ କହିଛନ୍ତି। ହତ୍ୟା ପୂର୍ବରୁ କିଛି ମାସ ପୂର୍ବେ ସେ ଏହି ମେସେଜ୍ ପଠାଇଥିଲେ। ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରଦ୍ଧା କହିଥିଲେ।
ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।
କେମିକାଲରେ ରକ୍ତଭିଜା ଚଟାଣର ଦାଗ ସଫା କରିଥିଲା ଅଭିଯୁକ୍ତ
ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।
ଭୟଙ୍କର.. ବୀଭତ୍ସ.. ବର୍ବର । ଯେଉଁ ପ୍ରେମିକାଟି ଜୀବନ ଦେଇ ଭଲ ପାଉଥିଲା, ସେହି ପ୍ରେମିକା ଯେ ପ୍ରେମିକ ହାତରେ ଖଣ୍ଡ ଖଣ୍ଡ ହୋଇଯିବ, କେହି କେବେ କଳନା ହିଁ କରିନଥିବେ । କିନ୍ତୁ ଦୁର୍ଭାଗ୍ୟ, ରାଜଧାନୀ ଦିଲ୍ଲୀର ଛାତି ଉପରେ ପ୍ରେମିକା ହୋଇଛି ୩୫ ଖଣ୍ଡ । ଯାହା ଆପଣଙ୍କୁ ହୁଏତ ବିଚଳିତ କରୁଥାଇପାରେ । କିନ୍ତୁ ଏହା ସତ ।
ହତ୍ୟା ପରେ ୩୫ ଖଣ୍ଡ କରି ଫିଙ୍ଗିଦେଲା ବୟଫ୍ରେଣ୍ଡ । ଲିଭ୍ ଇନ୍ରେ ଥିବା ପ୍ରେମିକାକୁ ମାରି ୩୫ ଖଣ୍ଡ କଲା ବୟଫ୍ରେଣ୍ଡ ।
ପ୍ରଥମେ ଭଲ ପାଇବା, ପରେ ଗର୍ଲଫ୍ରେଣ୍ଡ୍ ସହ ଲିଭ-ଇନ୍ରେ ରହିବାର କିଛି ଦିନ ପରେ ପିସ୍ ପିସ୍ କରି ୩୫ ଖଣ୍ଡ କଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଯୁବକ ଜଣକ ପ୍ରେମିକାକୁ ହତ୍ୟା କରି ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍ରେ ରଖିଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।
ସ୍ତ୍ରୀକୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ନିଜ ଅପରାଧ ସ୍ୱୀକାର କରିଥିଲେ।
ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି।