ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି।
ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ । ତିନି କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କଲାନି ।
ପାଣି ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ।
ମନ୍ଦିର ବାହାରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଏ ମଣିଷ ନା ଦାନବ । ଟଙ୍କା ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ବି ଛାଡ଼ିଲାନି ।
ପୁଣି ସନ୍ଦେହ ଘେରରେ ନିଶା ନିବାରଣ କେନ୍ଦ୍ର । ନିଶା ଛଡ଼ାଇବା ପାଇଁ ସେଠାକୁ ଯାଉଥିବା ବ୍ୟକ୍ତିମାନଙ୍କ ସହ କିଭଳି ବ୍ୟବହାର ହେଉଛି, ସେଠାରେ କୌଣସି ନିର୍ଯାତନା ଦିଆଯାଉଛି କି, ତାକୁ ନେଇ ଉଠିଛି ପ୍ରଶ୍ନ ।
ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
କିଛିଦିନ ତଳେ ସ୍ଥିର ହୋଇଥିଲା ସାନ ଭଉଣୀର ବାହାଘର । ହତ୍ୟା ମାମଲା ରୁଜୁ କରି କାରଣ ଖୋଜୁଛି ପୋଲିସ ।
ବୀଭତ୍ସ, ଭୟଙ୍କର, ବର୍ବର..ନା ଦେଖି ହେଉଛି, ନା ଦେଖେଇ ହେଉଛି..ବନ୍ଦ ଘରୁ ଉଦ୍ଧାର ହୋଇଛି ଚାରି ଚାରି ଜଣଙ୍କ ଶବ..ଜଣେ ବାପା, ଆଉ ଜଣେ ମା ଏବଂ ଭାଇ ଓ ଭଉଣୀର ମୃତଦେହ..ଦୃଶ୍ୟ ଯେତିକି ଲୋମଟାଙ୍କୁରା, ଘଟଣା ପଛର କାହାଣୀ ବି ହୃଦୟ ବିଦାରକ
ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି। ଗତକାଲି ସନ୍ଧ୍ୟାରେ ଲୋକମାନେ ଯା’ଆସ କରିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଅଘଟଣ ଥିବା ସନ୍ଦେହ କରିଥିଲେ।
ରସଗୋଲା ନମିଳିବାରୁ ଛୁରୀରେ ଆକ୍ରମଣ । ଆଗ୍ରାର ଏକ ବିବାହ ଉତ୍ସବରେ ଏଭଳି ଘଟଣା ଘଟିଛି ।
ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ହୋଇଛି ।
ଗୁଣି କରିଥିବା ସନ୍ଦେହରେ ସ୍ୱାମୀକୁ ନିର୍ଧୁମ ଛେଚିଲେ, ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପିଟି ପଟି ମାରିଦେଲେ ଗାଁ ଲୋକ ।
ମାତ୍ର ତିନି ଟଙ୍କା ନେଇଗଲା ଏକ ମୂଲ୍ୟବାନ୍ ଜୀବନ । ଅଭିଯୁକ୍ତ ଏବେ ଫେରାର୍ ।
ସ୍ୱାମୀଙ୍କ ଭଡ଼ା ଘରେ ବୋହୂର ରହସ୍ୟଜନକ ମୃତ୍ୟୁ ମାମଲାରେ ଶାଶୂଙ୍କୁ ପୋଲିସ୍ ଗିରଫ କରିଛି। କିନ୍ତୁ ଏଯାଏ ସ୍ୱାମୀ ଏବଂ ଶ୍ୱଶୁର କେଉଁଠି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଗୋଟିଏ ଛେଳି ପାଖରେ ବାପାଙ୍କର ମୂଲ୍ୟ କ’ଣ ଏତେ ତୁଚ୍ଛ ? ବାପାଙ୍କ ଠାରୁ ଛେଳି କ’ଣ ଏତେ ଆପଣାର ? ଛେଳି ପାଇଁ ବାପା କ’ଣ ଏମିତି ଅଦରକାରୀ ହୋଇଯାନ୍ତି ? ଘଟଣାଟି ଜାଣିଲେ ଏମିତି ଅନେକ ପ୍ରଶ୍ନ ମନରେ ଆସିବ।
ପିଶାଚ ପୁଅର ନାରକୀୟ କାଣ୍ଡ । ଛୁରି ଭୁସି ନିଜ ବାପାକୁ ହତ୍ୟା କରି ଫେରାର ହୋଇଯାଇଛି ।
ଭଉଣୀ କରିଥିଲା ପ୍ରେମବିବାହ । ଏଥିପାଇଁ ସବୁବେଳେ ଭାଇକୁ ଅପମାନ ସହିବାକୁ ପଡ଼ୁଥିଲା,ଶେଷରେ ଅପମାନ କରୁଥିବା ଯୁବକଙ୍କୁ ଘରକୁ ଡକାଇ ୩୦ ଥର ଛୁରି ମାରି ହତ୍ୟା କରାଯାଇଛି ।
ସ୍ୱାମୀ ଶୋଇଥିବା ବେଳେ ଅଧରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ତ୍ରୀ ଫେରାର ଅଛି।
ବିନା ଦୋଷରେ ନାବାଳକକୁ ଟିକ୍ ଟିକ୍ କରି କାଟିଦେଲେ । ଭୁଲ ନକରି ଦୋଷୀ ହୋଇଗଲା ନୀରିହ, ଚାଲିଗଲା ଜୀବନ ।
ସ୍ତ୍ରୀକୁ ମାରି ଅଗଣାରେ ପୋତିଦେଲା ମଦ୍ୟପ ସ୍ୱାମୀ । ୪୫ ଦିନ ପରେ ପୋଲିସ ଆସି ଖୋଳିଲା ମାଟି ମୃତଦେହ ଉଦ୍ଧାର କରିଛି ।
ନବମ ଶ୍ରେଣୀର ଛାତ୍ର ଶ୍ରୀତମ । ରବିବାର ଦିନ ସୁଦ୍ଧକଁଠି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ ତାଙ୍କୁ ଟ୍ୟୁସନ ହେବାକୁ ଡାକିଥିଲେ । ଶ୍ରୀତମଙ୍କ ସହ ଅନ୍ୟ ୩ ଜଣ ବି ଟ୍ୟୁସନ ଯାଇଥିଲେ ।
ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।
ସମ୍ପତ୍ତି ଲାଭ ଆଶାରେ ଦୁଇ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା । ନରବଳି ପରେ ମାଂସ ରାନ୍ଧି ଖାଇଛନ୍ତି ଅନ୍ଧବିଶ୍ୱାସୀ ଦଂପତ୍ତି ।