• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Sachin Tendulkar Birthday
କ୍ରିକେଟ୍‌ର ମହାନାୟକ 50 Not Out ! ଜନ୍ମଦିନରେ ସଚିନ୍‌ଙ୍କୁ ଚାରିଆଡୁ ଶୁଭେଚ୍ଛା

ସେ କ୍ରିକେଟ୍‌ର ଭଗବାନ । କିମ୍ବଦନ୍ତୀ କ୍ରିକେଟର ଏବଂ ଭାରତୀୟ କ୍ରିକେଟର କୋହିନୁର। ବିଶ୍ବର ବଡ଼ ବଡ଼ ଦୁର୍ଦ୍ଦଷ ବୋଲରଙ୍କ ନିଦ ହଜାଇଛନ୍ତି, କୋଟି କୋଟି ଫ୍ୟାନ୍ସଙ୍କ ମୁହଁରେ ହସ ଭରିଛନ୍ତି । କ୍ରିକେଟ ତାଙ୍କ ପାଇଁ ଜୀବନ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ ।

Wrestlers stage protest at Jantar Mantar
ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା

ଏକ ସମ୍ବେଦନଶୀଳ ମାମଲାରେ ନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ଏ ସଂପର୍କିତ ସରକାରୀ ପାନେଲ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇଛି।

Virat Kohli dancing on one leg
ଅନୁଷ୍କାଙ୍କ ସହ ଗୋଟିଏ ଗୋଡ଼ରେ ନାଚିଲେ କୋହଲି

ଅପଲୋଡ୍‌ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ  ଲଭ୍‌ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି। 

MS Dhoni
ପୁଣି ଦେଖିବାକୁ ମିଳିଲା ଧୋନି ‘ରିଭ୍ୟୁ ସିଷ୍ଟମ୍’ର କମାଲ୍‌ ! ଅମ୍ପାୟାର୍‌ଙ୍କୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି

କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।

Sachin Tendulkar Birthday
ସଚିନ @ ୫୦ : ମୈଦାନରୁ ଆଉଟ, ହେଲେ ଫ୍ୟାନସଙ୍କ ହୃଦୟରେ ସର୍ବଦା ନଟଆଉଟ୍....

୫୦ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର । କିମଦନ୍ତୀଙ୍କ ବାର୍ଥ ଡେରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଲା ଶୁଭେଚ୍ଛାର ସୁଅ ।

10 records of little master which made him god of cricket
Happy Birthday: ଏହି ୧୦ ପଏଣ୍ଟ୍ ଯୋଗୁଁ ସଚିନ 'ଗଡ୍ ଅଫ୍ କ୍ରିକେଟ୍'

ସଚିନ ତେନ୍ଦୁଲକର ୨୪ ବର୍ଷର କ୍ୟାରିଅରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି, ଯାହାକୁ ଭାଙ୍ଗିବା କଷ୍ଟକର। ଯେବେ ବି ସେ ପଡ଼ିଆକୁ ଆସୁଥିଲେ, ଏକ ରେକର୍ଡ ସୃଷ୍ଟି କରୁଥିଲେ। ତାଙ୍କର ଏହି ଚମତ୍କାର ହେତୁ ତାଙ୍କୁ 'ଗଡ୍ ଅଫ୍ କ୍ରିକେଟ୍' ବୋଲି କୁହାଯାଏ। ତାଙ୍କର ଅନେକ ରେକର୍ଡ ମଧ୍ୟରୁ ଆସନ୍ତୁ ୧୦ଟି ବଡ ରେକର୍ଡ ଉପରେ ନଜର ପକେଇବା।

Arshdeep shatters middle stumps during ipl match
IPLରେ ୨ଟି ଦୀମୀ ଷ୍ଟମ୍ପ ଭାଙ୍ଗିଦେଲେ ଅର୍ଶଦୀପ, ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବ କିଏ ?

ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍‌ କରିଦେଇଥିଲେ ଅର୍ଶଦୀପ।

ବାଇଶର ଫିନିଶର୍ ତେଇଶରେ ଫିନିଶ୍!
କ୍ୟାରିଅର୍‌ର ଅନ୍ତିମ ସୋପାନରେ ଦିନେଶ କାର୍ତ୍ତିକ

ଆଇପିଏଲ୍‌ର ପୂର୍ବ ସିଜନ୍‌ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍‌ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି। କ୍ୟାରିଅରର ଅନ୍ତିମ ସୋପାନରେ ପହଞ୍ଚିଲେଣି କାର୍ତ୍ତିକ।

Mahendra Singh Dhoni
ଆଇପିଏଲ୍‌ରେ ଧୋନି ଯୁଗର ଅନ୍ତ; ଅବସର ନେଇ ଦେଲେ ଇସାରା

ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଧୋନି । ଧୋନିଙ୍କ ମନ୍ତବ୍ୟରେ ଭାବପ୍ରବଣ ହୋଇଉଠିଲେ ଫ୍ୟାନ୍ସ । ନିଜର ଅବସର ନେଇ ଦେଲେ ଇସାରା ।

IPL 2023 Jadeja fumes at Klaasen after bizarre clash denies wicket
ପ୍ରଥମେ ଧକ୍କା, ତା’ପରେ ବୁଲି ବୁଲି ଚାହିଁଲେ...ମ୍ୟାଚ୍‌ ମଝିରେ ରାଗିଲେ ଜାଡେଜା

ମ୍ୟାଚ୍‌ ବେଳେ ପଡ଼ିଆରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ହାଇଦ୍ରାବାଦ ଟିମ୍‌ର ବ୍ୟାଟ୍ସମ୍ୟାନ୍ ହେନରିକ୍‌ କ୍ଲାସନ୍‌ଙ୍କ ଉପରେ ଜାଡେଜା ରାଗି ଯାଇଥିଲେ।

twitter blue tick
ବ୍ଳୁ-ଟିକ୍‌ ହଟିବା ପରେ ସଚିନ୍‌ କହିଲେ ‘ଏଇଟା ମୋର ବ୍ଳୁ-ଟିକ୍‌’

ପ୍ରଶଂସକଙ୍କ ଏହି ସୁନ୍ଦର ପ୍ରଶ୍ନର ଉତ୍ତର ନିଜେ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ରଖିଛନ୍ତି । ସେ ତାଙ୍କ ଉତ୍ତରରେ ଏକ ସ୍ମାଇଲ୍‌ ପୋଜ୍‌ର ଫଟୋ ପୋଷ୍ଟ କରିବା ସହ ଏହା ‘ମୋ ବ୍ଲୁ-ଟିକ୍‌ର ଭେରିଫିକେସନ୍‌’ ବୋଲି କ୍ୟାପସନ୍‌ରେ ଲେଖିଛନ୍ତି ।

Arjun tendulkar receives player of the match from his father
ଅର୍ଜୁନ ତେନ୍ଦୁଲକରଙ୍କୁ ଆୱାର୍ଡ ଦେଲେ ବାପା ସଚିନ

ମ୍ୟାଚ୍‌ ଶେଷ ହେବା ପରେ ଅର୍ଜୁନ ରବି ଶାସ୍ତ୍ରୀଙ୍କୁ କଣ କହିଥିଲେ... ଜାଣନ୍ତୁ

Scating
ସ୍କେଟିଂ ଖେଳାଳିଙ୍କୁ ଅଣଦେଖା : ଇଚ୍ଛା ଥିଲେ ବି ନାହିଁ ଭିତ୍ତିଭୂମି

ମନରେ ଦୃଢ ଇଚ୍ଛାଶକ୍ତି ସହ ‌ସେମାନଙ୍କ ଭିତରେ ଭରି ରହିଛି ଜୋସ୍‌ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ସ୍ୱପ୍ନ କେମିକି ସ୍କେଟିଂ ଖେଳିବେ? କେମିତି ଭାରତର ନାଁ ରଖିବେ । ସେଇଥି ଲାଗି ତ ପଡ଼ିଆରେ ପ୍ରତିଦିନ ୩୦ ରୁ ଅଧିକ ଖେଳାଳି ସ୍କେଟିଂ ପ୍ରାକ୍ଟିସ୍‌ରେ ବ୍ୟସ୍ତ ରହୁଛନ୍ତି । ହେଲେ ଦୁଃଖର କଥା ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ସ୍କେଟିଂ ଖେଳାଳିଙ୍କର ହୋଇପାରୁନାହିଁ ଉନ୍ନତି।

Rinku Singh
ରିଙ୍କୁ ସିଂଙ୍କ ମହାନତା; ଗରିବ ଖେଳାଳିଙ୍କ ପାଇଁ ତୋଳିଲେ ୫୦ ଲକ୍ଷର ସ୍ପୋର୍ଟ୍ସ ହଷ୍ଟେଲ୍‌

କେବଳ ଅନ୍‌ ଫିଲ୍ଡ ନୁହେଁ ଅଫ୍‌ ଫିଲ୍ଡରେ ବି ହିରୋ ରିଙ୍କୁ ସିଂ । ଗରିବ ପିଲାଙ୍କୁ ନିଜର ସ୍ୱପ୍ନ ପୂରଣ ପାଇଁ ବଢ଼ାଇଛନ୍ତି ସାହାଯ୍ୟର ହାତ ।

Mohammad Siraj
ଟିମ୍‌ ଇଣ୍ତିଆର ଭିତିରି କଥା ଜାଣିବା ପାଇଁ ସିରାଜଙ୍କୁ ଆସିଥିଲା ଅଜଣା ବ୍ୟକ୍ତିର କଲ୍‌

ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଟିମ୍‌ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ।

Sourav Ganguly & Virat Kohli
କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।

Arjun Tendulkar
ଶେଷରେ ତେନ୍ଦୁଲକର୍‌ ହାତେଇଲେ ଆଇପିଏଲ୍‌ କ୍ୟାରିଅର୍‌ର ପ୍ରଥମ ୱିକେଟ୍‌

ଆଇପିଏଲ୍‌ରେ କମାଲ କରିଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ନିଜର ପ୍ରଥମ ୱିକେଟ୍‌ ନେଇ ଟିମ୍‌କୁ ବୃହତ ବିଜୟ ଦେଇଛନ୍ତି । ଏନେଇ କ୍ରିକେଟ୍‌ ମହଲରୁ ଛୁଟିଛି ପ୍ରଶଂସାର ସୁଅ ।

IPL 2023: Virat Kohli Fined 10 Per Cent Of Match Fee
IPL 2023: ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ବେଳେ ନିୟମ ଭାଙ୍ଗିଲେ ବିରାଟ, ଗଣିଲେ ଫାଇନ୍‌...

ଆଇପିଏଲ୍‌ ୨୦୨୩ର ୨୪ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।

Arjun Tendulkar
ଅପେକ୍ଷାର ଅନ୍ତ; IPLରେ ପୁଣି ତେନ୍ଦୁଲକର

ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।

Mr. 360 Suryakumar is losing its glory
ଚମକ ହରାଉଛନ୍ତି ମିଷ୍ଟର ୩୬୦ ସୂର୍ଯ୍ୟକୁମାର

ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏକଦା ନିଜ ବ୍ୟାଟିଂ ପାଇଁ ଅଜସ୍ର ପ୍ରଶଂସା ସାଉଁଟିଥିବା ସୂର୍ଯ୍ୟ ଆଜି କ୍ରମାଗତ ବିଫଳତା ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ନିଜ ଚମକ ହରାଉଛନ୍ତି ମିଷ୍ଟର ୩୬୦।

MS Dhoni
ମାହିଙ୍କ ବଡ଼ ହୃଦୟ : ୮୮ ବର୍ଷିୟା ଫ୍ୟାନ୍‌ଙ୍କ ଘରକୁ ଯାଇ ଭେଟିଲେ

ବୃଦ୍ଧା ଫ୍ୟାନ୍‌ଙ୍କ ଘରେ କ୍ୟାପଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି (MS Dhoni) । ଇଚ୍ଛା ପୂରଣ କରିବା ପାଇଁ ନିଜେ ଫ୍ୟାନଙ୍କ ଘରେ ପହଞ୍ଚିଗଲେ । ମାହିଙ୍କୁ ଦେଖି ଖୁସିରେ ଗଦ୍‌ଗଦ୍‌ ବୃଦ୍ଧା ।

Kolkata Knight Riders, Sunrisers Hyderabad
IPL 2023: ଆଜି ମୁହାଁମୁହିଁ ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ

କୋଲକାତା ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ।

Umpires Salary
ଆଇପିଏଲ୍‌ରେ ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାର୍‌, ଜାଣିଲେ ହୋସ୍‌ ଉଡ଼ିଯିବ..

କ୍ରିକେଟ୍‌ ମ୍ୟାଚ୍‌ରେ ଅମ୍ପାୟାରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ମ୍ୟାଚ୍‌ର ଦିଗ ପରିବର୍ତ୍ତନ ହୋଇଥାଏ । ଖେଳାଳିଙ୍କ ଭଳି ଅମ୍ପାୟାର ମଧ୍ୟ ପ୍ରତି ସିଜିନ୍‌ରେ ଦରମା ପାଆନ୍ତି । ଆପଣ ଜାଣିଛନ୍ତି କି ଜଣେ ଅମ୍ପାୟାର ଗୋଟିଏ ସିଜିନ୍‌ରେ କେତେ ଟଙ୍କା ପାଆନ୍ତି ? ଜାଣନ୍ତୁ..

Cricketer
ଗାଙ୍ଗୁଲି-ରୋହିତ-ପାଣ୍ଡ୍ୟାଙ୍କ ନାଁରେ କୋର୍ଟରେ ସଙ୍ଗୀନ୍‌ ଅଭିଯୋଗ, ଜାଣନ୍ତୁ କାରଣ

ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।

Mahendra Singh Dhoni
ଚେନ୍ନାଇର କ୍ୟାପ୍‌ଟେନ୍‌ ଭାବେ ଆଜି ୨୦୦ତମ ମ୍ୟାଚ୍‌ ଖେଳିବେ ମାହି

ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍‌ଟେନ୍‌ ଭାବେ ୨୦୦ତମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ।