ICC World Cup
ଚଳିତ ବିଶ୍ୱକପ୍ରେ ଭାରତର ଅପରାଜେୟ ଧାରା ଚୁର୍ମାର୍ ହୋଇଛି । ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ସ୍ୱୀକାର କରିଛି । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଟିମ୍ ଇଣ୍ତିଆ ଅଲ୍ଆଉଟ୍ ହେବା ସହ ଶୋଚନୀୟ ପରାଜୟ ହୋଇଛି । ୫୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ସୀମିତ ରହିଥିଲା ଭାରତ । ଅଷ୍ଟ୍ରେଲିଆକୁ ୨୪୧ ରନ୍ର ଟାର୍ଗେଟ୍ ଦେଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)