ଅହମଦାବାଦରେ ଚାଲିଛି ବିଶ୍ୱକପ୍ ଗ୍ରାଣ୍ଡ୍ ଫିନାଲେ, ଆଉ ସାରା ଦେଶକୁ ଘାରିଛି କ୍ରିକେଟ୍ ଫିଭର୍ । ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଚାଲିଛି ଭାରତ- ଅଷ୍ଟ୍ରେଲିଆ କାଣ୍ଟେ କା ଟକ୍କର୍ । ସେଠି ନରେନ୍ଦ୍ର ମୋଦି ଷ୍ଟାଡିୟମ ମୈଦାନରେ ଗୋଟିଏ ଗୋଟିଏ ବଲ୍ ପଡ଼ିଲେ, ଏକାଠି ଧକ୍ ଧକ୍ ହେଉଛି ଭାରତୀୟଙ୍କ ହୃଦସ୍ପନ୍ଦନ । ତେବେ ଆଜି ଦେଶରେ ଏବଂ ଖାସ୍ କରି ଓଡ଼ିଶାରେ ଏହାର କ୍ରେଜ୍ କିପରି ରହିଛି, ଦେଖନ୍ତୁ ଏହି ରିପୋର୍ଟରେ ।
Published By: Tanmay Kumar Mahalik
Last updated: 19 November 2023, 10:26 PM IST
ଦକ୍ଷିଣଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ସେଠାରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ T-20 ଖେଳିବ। ଦିନିକିଆରେ କେ.ଏଲ୍ ରାହୁଲ୍ ଅଧିନାୟକ ହୋଇଥିବା ବେଳେ T-20ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି।