• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

virat
ସଚିନ୍‌ ଓ ବିରାଟ କିଏ ବେଷ୍ଟ, କ'ଣ କହିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ?

ମେଲବର୍ଣ୍ଣ: ଜଣଙ୍କୁ କ୍ରିକେଟ୍‌ର ଗଡ୍ ବୋଲି କୁହାଯାଏ, ଆଉ ଜଣେ ବର୍ତ୍ତମାନ ବିଶ୍ୱର ନମ୍ବର୍‌ ୱାନ୍‌ ବ୍ୟାଟ୍ସମ୍ୟାନ୍। ସଚିନ୍ ଓ ବିରାଟ୍ ଏହି ଦୁଇ ଖେଳାଳିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ।  ବିରାଟ୍‌ଙ୍କ ଖେଳ ଦେଖିଲେ ସେ ସଚିନ୍‌ଙ୍କ ରେକର୍ଡ କାଟିପାରନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କ’ଣ ସମାନତା ରହିଛି ଏବଂ କ’ଣ ଫରକ ରହିଛି, ତା’ର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ […]

  • Monday, 26 July 2021
team-india
ଲକ୍‌ଡାଉନ୍‌ ପାଇଁ ଘରେଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଉପରେ ନଜର୍‌ ରଖିବ ଏହି ଆପ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ ନିଜ ନିଜର ଘରେ ଅଛନ୍ତି। ଯେହେତୁ ଏବେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ନାହିଁ, ତେଣୁ ପ୍ରତି ଖେଳାଳିମାନଙ୍କ ଫିଟନେସ୍ ଉପରେ ଖାସ୍ ନଜର ରଖୁଛି ବିସିସିଆଇ। ଏହି ଲକଡାଉନ୍ ସମୟରେ ଟିମର ଖେଳାଳିମାନଙ୍କୁ ଏକ ଫିଟନେସ୍ ଚାର୍ଟ ଦିଆଯାଇଛି। ଏବଂ ଟ୍ରେନର ନିକ୍ ୱେବ୍ ଓ ଫିଜିଓ ନୀତୀନ ପଟେଲ୍ ଆଥଲେଟିକ୍ସ […]

  • Monday, 26 July 2021
messsi
କରୋନା ମୁକାବିଲା ପାଇଁ ଦାନ କଲେ ଫୁଟ୍‌ବାଲ୍ ଷ୍ଟାର୍

ନୂଆଦିଲ୍ଲୀ:ଆର୍ଜେଣ୍ଟିନାର ଷ୍ଟାର୍ ଫୁଟବଲର୍ ଲିଓନେଲ୍ ମେସି କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ବାର୍ସିଲୋନାରେ ଏକ ହସ୍ପିଟାଲକୁ ୧୦ଲକ୍ଷ ୟୁରୋ ଅର୍ଥାତ୍ ୮କୋଟି ଟଙ୍କା ଡୋନୋଶନ୍ ଆକାରରେ ପ୍ରଦାନ କରିଛନ୍ତି। ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ, ମେସି ଏହି ଅର୍ଥରାଶି ହସ୍ପିଟାଲ୍ କ୍ଲିନିକ୍ ଓ ସାଧାରଣ ହସ୍ପିଟାଲକୁ ପ୍ରଦାନ କରିଛନ୍ତି, ଯାହାକୁ ସୂଚନା ଦେଇଛି ଉକ୍ତ ହସ୍ପିଟାଲ୍। ମେସିଙ୍କର ପ୍ରଥମ ବାର୍ସିଲୋନା ମ୍ୟାନେଜର୍ ପେପ୍ ଗାର୍ଡିଓଲା ମଧ୍ୟ ବାର୍ସିଲୋନାସ୍ଥିତ ଏକ ଏନଜିଓକୁ ଜରୁରୀ ମେଡିକାଲ ସାମଗ୍ରୀ କିଣିବା ପାଇଁ […]

  • Monday, 26 July 2021
dhoni
'କାହାକୁ କିଛି ନଜଣେଇ ଚୁପଚାପ ଅବସର ନେଇ ପାରନ୍ତି ଧୋନି'

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ପରେ ଆଉ କ୍ରିକେଟ ମୈଦାନରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥାଆନ୍ତା। ହେଲେ କରୋନା ଭାଇରସ ଯୋଗୁ ଆଇପିଏଲ ମଧ୍ୟ ଏପ୍ରିଲ ୧୫ ଯାଏ ସ୍ଥଗିତ ହୋଇଯାଇଛି। ତେଣୁ କ’ଣ ଆଇପିଏଲ ପରେ ଧୋନି କ୍ରିକେଟରୁ ଅବସର ନେବେ ନା ଅକ୍ଟୋବରରେ ହେବାକୁ ଥିବା ଟି-୨୦ […]

  • Monday, 26 July 2021
image
କ୍ୱାରେଣ୍ଟାଇନ୍‌ ନିୟମ ଭାଙ୍ଗିଲେ ସାଂସଦ ମ୍ୟାରିକମ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତ ସରକାର କ୍ୱାରେଣ୍ଟାଇନ୍‌ ପାଇଁ ଜାରି କରିଥିବା ନିୟମକୁ ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରିକମ ଉଲ୍ଲଙ୍ଘନ କରିଛନ୍ତି। ମ୍ୟାରିକମ ନିକଟରେ ଜୋର୍ଡାନର ଅମ୍ମାନରେ ଏସିଆନ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଯାଇଥିଲେ। ଏଥିରେ ଅନ୍ୟ ସାଂସଦମାନଙ୍କ ସହ ମ୍ୟାରିକମ ମଧ୍ୟ ଯୋଗ ଦେଇଥିଲେ। ବ୍ରେକଫାଷ୍ଟ ପାର୍ଟିର ୪ଟି ଫଟୋ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରାଯାଇଥିଲା। ଏହି ୪ଟି ଫଟୋ ମଧ୍ୟରୁ ଗୋଟିଏରେ ମ୍ୟାରିକମ […]

  • Monday, 26 July 2021
ipl
ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

ମୁମ୍ବାଇ: ମହାମାରୀ କରୋନା ଭାଇରସର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ପଡ଼ିଛି। କରୋନା କାରଣରୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଇପିଏଲର ୧୩ଶ ସଂସ୍କରଣ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ପ୍ରତି ଟିମର ମାଲିକଙ୍କ ପ୍ରସ୍ତାବକ୍ରମେ ଏହି ଟି-୨୦ ଲିଗକୁ କିଛି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ୱାର୍ଲ୍ଡ ହେଲଥ […]

  • Monday, 26 July 2021
nita
କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ୧୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ୱାନି

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅଛନ୍ତି ନୀତା ଅମ୍ବାନୀ। ଏହି ତାଲିକାରେ ଟେନିସ‌୍‍ ତାରକା ସେରେନା ୱିଲିୟମସ‌୍‍ ଓ ଜିମ୍ନାଷ୍ଟିକ‌୍‍ କ୍ରୀଡ଼ାବିତ ସିମୋନ ବାଇଲ‌୍‍ସଙ୍କ ନାମ ମଧ୍ୟ ରହିଛି। କ୍ରୀଡ଼ା ବ୍ୟବସାୟ ନେଟୱର୍କ  ଆଇସ୍ପୋର୍ଟସକନେକ୍ଟ ପକ୍ଷରୁ ୨୦୨୦ କ୍ରୀଡ଼ା କ୍ଷେତ୍ରରେ ପ୍ରଭାବଶାଳୀ ମହିଳାଙ୍କର ତାଲିକା ପ୍ରକାଶ କରାଯାଇଛି। କୁହାଯାଇଛି ଯେ, ୨୫ ଜଣଙ୍କୁ ନେଇ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା । ବିଶେଷଜ୍ଞ କମିଟିର ମତାମତ ମିଳିବା ପରେ […]

  • Monday, 26 July 2021
fd
ମ୍ୟାରିକମଙ୍କୁ ଅଲିମ୍ପିକ୍ସ ଟିକେଟ୍

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ତଥା ୬ଥରର ବିଶ୍ୱ ବିଜେତା ମ୍ୟାରିକମ ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ୍ ହାସଲ କରିଛନ୍ତି। ଜୋର୍ଡାନରେ ଚାଲିଥିବା ଏସିଆନ-ଓସେନିଆନ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ମ୍ୟାରିକମ ସେମି ଫାଇନାଲରେ ପ୍ରବେଶ କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ଏହାପୂର୍ବରୁ ମ୍ୟାରିକମ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ତେଣୁ ସେ ଦ୍ୱିତୀୟ ଥର ପାଇଁ ସେ ଅଲିମ୍ପିକ୍ସକୁ କ୍ୱାଲିଫାୟ କରିଛନ୍ତି। ୫୧ କେଜି ବର୍ଗରେ ଲଢ଼େଇ କରୁଥିବା ମ୍ୟାରିକମଙ୍କ […]

  • Monday, 26 July 2021
od
ଧୋନିଙ୍କ ପାଇଁ ଚୟନ କମିଟିର ସର୍ତ୍ତ: ଯଦି ଏଥିରେ ସଫଳ ହେବେ ତେବେ ଟିମ୍‌ରେ ଖେଳିବେ

ରାଜକୋଟ: ୨୦୧୯ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ ଖେଳୁ ନଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ଆସିଛି। ଧୋନି ଆଗାମୀ ଟି-୨୦ ବିଶ୍ୱକପ ବେଳକୁ ଟିମ୍‌ ଇଣ୍ଡିଆକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିପାଇଁ ଧୋନିଙ୍କ ଆଗରେ ଚୟନ କମିଟି ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି। ଧୋନି ଟିମ ଇଣ୍ଡିଆ ସ୍କ୍ୱାଡକୁ ଫେରିବାକୁ ହେଲେ, ତାଙ୍କୁ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ […]

  • Monday, 26 July 2021
sefali
ବିଶ୍ୱକପ୍‌ ହାରିବା ପରେ ଟିମ୍‌ ଇଣ୍ଡିଆର ମହିଳା ଟିମ୍‌ ପାଇଁ ପୁଣି ଏକ ଦୁଃଖ ଖବର

ଦୁବାଇ: ଖରାପ୍ ପ୍ରଦର୍ଶନ ଯୋଗୁ ମହିଳା ଟି-୨୦ ବିଶ୍ୱକପ୍‌ ହାରିଲା ଟିମ୍‌ ଇଣ୍ଡିଆ। ବିଶ୍ୱବିଜେତା ହେବାରୁ ବଞ୍ଚିତ ହେଲା। ଆଉ ଏବେ ନମ୍ବର୍‌ ୱାନ୍‌ରୁ ବଞ୍ଚିତ ହେଲେ ଟିମ୍ ଇଣ୍ଡିଆର ଲେଡି ସେହୱାଗ୍ ଶେଫାଳୀ ବର୍ମା।ସେ ମାତ୍ର କିଛି ଦିନ ପାଇଁ ମହିଳା ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିବା ପରେ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।  ସେ ପ୍ରଥମ ଭାରତୀୟ ଭାବେ ମହିଳା ଟି-୨୦ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ କରିଥିଲେ। […]

  • Monday, 26 July 2021
iot
ଉତ୍ସାହ ଓ ଉଲ୍ଲାସ ହଠାତ୍‌ ସବୁ ଥମିଗଲା; ଭାରତର ବିଶ୍ୱକପ୍‌ ଯାତ୍ରା ମେଲବର୍ଣ୍ଣରେ ସରିଗଲା

ମେଲବର୍ଣ୍ଣ: ଉତ୍ସାହ, ଉନ୍ମାଦନା, ଉଲ୍ଲାସ ସବୁ ଯେମିତି ଥମିଗଲା। ଟିମ୍‌ ଇଣ୍ଡିଆ ବିଶ୍ୱବିଜେତା ହେବାର ଯାତ୍ରା ମେଲବର୍ଣ୍ଣରେ ସରିଗଲା। ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ବି ଭାରତୀୟ ମହିଳା ଦଳ ହାରିଗଲା। ଅଷ୍ଟ୍ରିଲିଆ ଯେଉଁ ଚାମ୍ପିୟନ୍‌କୁ ସେଇ ଚାମ୍ପିୟନ୍। ଦିନିକିଆରେ ଇଂଲଣ୍ଡ ଠାରୁ ହାରିଥିଲା, ଆଉ ଆଜି ଅଷ୍ଟ୍ରେଲିଆ ଠାରୁ ହାରିଲା।  ଧୂଳିସାତ ହେଲା ବିଶ୍ୱବିଜେତା ସ୍ୱପ୍ନ। ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ନିକଟରେ […]

  • Monday, 26 July 2021
mann kour
ରାଷ୍ଟ୍ରପତିଙ୍କଠୁ ଆୱାର୍ଡ ପାଇଁ ଖୁସିରେ ନାଚିଲେ ଏହି ଖେଳାଳି

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଚମତ୍କାରୀ ମନ୍ନ କୌରଙ୍କୁ ମିଳିଛି ନାରୀ ଶକ୍ତି ସମ୍ମାନ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ ବେଳେ ବେଶ୍ ଉତ୍ସାହିତ ହୋଇଥିଲେ ମନ୍ନ। ରାଷ୍ଟ୍ରପତିଙ୍କଠୁ ସମ୍ମାନ ନେବା ପରେ ମନ୍ନ ଖୁସିରେ ନାଚିଥିଲେ। ରାଷ୍ଟ୍ରପତି ମନ୍ନଙ୍କୁ ନିଜ ଶୈଳୀରେ ନାଚିବାକୁ କହିଥିଲେ। ଏହାପରେ ମଞ୍ଚରେ ନାଚିଥିଲେ ମନ୍ନ। ଆୱାର୍ଡ ନେବା ଖୁସିଠୁ ବଳି ଯାଇଥିଲା ରାଷ୍ଟ୍ରପତିଙ୍କୁ ଭେଟିବା। ମଞ୍ଚ ଉପରକୁ ବେଶ ଖୁସ୍ ମିଜାସ ଶୈଳୀରେ ଆସିଥିଲେ ମନ୍ନ। ଏକଦମ୍ ପରେଡ୍ ଶୈଳୀରେ ‌ଆସି ରାଷ୍ଟ୍ରପତିଙ୍କଠୁ ମାନପତ୍ର […]

  • Monday, 26 July 2021
pd
ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍‌ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍‌ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ମେଗ୍‌ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ଚାହୁଛି ଘରୋଇ ଦଳ। ଏଥିପାଇଁ ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଅନ୍ୟପଟେ […]

  • Monday, 26 July 2021
sdf
ଆଇସିସି ଟି-୨୦ ମହିଳା ବିଶ୍ୱକପ୍‌ ଫାଇନାଲ୍‌: ଜମିବ ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇଟ୍

ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍‌ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦  ମହିଳା ବିଶ୍ୱକପ୍‌ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା, ସ୍ମୃତି ମାନନ୍ଧନା ଓ ଅଲରାଉଣ୍ଡର ଦିପ୍ତୀ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତୀୟ ମହିଳା ଟିମ୍ ଆଇସିସି ଟି -୨୦ […]

  • Monday, 26 July 2021
perry
ମହିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଝଟ୍‌କା: ଖେଳିବେନି ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌

ମେଲବର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ମୁକାବିଲା କରିବାକୁ ଅଣ୍ଟାଭିଡ଼ୁଥିବା ବେଳେ ଟିମ୍‌କୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍‌ ଚାଲିଥିବା ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ […]

  • Monday, 26 July 2021
women-t20
ଆଇସିସି ଟି-୨୦ ମହିଳା ବିଶ୍ୱକପ: ଆଜି ଇଂଲଣ୍ଡ ସହ ଇଣ୍ଡିଆର ମୁକାବିଲା

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତର ସେମିଫାଇନାଲ୍ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ସହ ହେବ ମୁକାବିଲା କରିବ ଟିମ୍‌ ଇଣ୍ଡିଆରେ ଲେଡି ବ୍ରିଗେଡ୍। ଆଜି ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍ ଇତିହାସରେ ଫାଇନାଲ ଖେଳିବ। ଏହାପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ୬ଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ପ୍ରବେଶ କରି ନାହିଁ। ତେବେ ଏଥର ଦମଦାର ପ୍ରଦର୍ଶନ କରି ଭାରତ ଟାଇଟଲ ଫେଭରାଇଟ୍‌ ହୋଇପାରିଛି। ଗ୍ରୁପ୍ […]

  • Monday, 26 July 2021
Tokyo Olympic
ଅଲିମ୍ପିକ୍ସର ଆଜି ତୃତୀୟ ଦିନ : ପଦକ ଉପରେ ସମସ୍ତଙ୍କ ନଜର

ନୌଚାଳନା ମହିଳା ରାଉଣ୍ଡ ୧ରେ ନେତ୍ରା କୁମାନାଙ୍କର ଆଜି ଇଭେଣ୍ଟ ରହିଛି। ସେହିପରି ୧୦ମିଟର ଏୟାର ରାଇଫଲ ପୁରୁଷ ବିଭାଗରେ ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନଓ୍ୱର ଆଜି ମୈଦାନକୁ ଓହ୍ଲାଇବେ। ଟେବୁଲ ଟେନିସ ପୁରୁଷ ବିଭାଗ ସିଙ୍ଗଲ୍ସରେ ସଥିୟାନ ଗୁନଶେଖରନ ମଧ୍ୟ ଆଜି ମୈଦାନକୁ ଓହ୍ଲାଇବେ। ନୌଚାଳନାରେ ବିଷ୍ଣୁ ସରବାନନ୍, ଟେବୁଲ ଟେନିସ ରାଉଣ୍ଡ-୨ରେ ମନୀକା ବାତ୍ରା, ବକ୍ସିଂ ପୁରୁଷ ବିଭାଗରେ ମନୀଷ କୌଶିକ ମୈଦାନକୁ ଓହ୍ଲାଇବେ। ସୁଇମିଂ ରାଉଣ୍ଡ୧ ମହିଳା ବିଭାଗରେ ମାନା ପଟେଲ, ସୁଇମିଂ ରାଉଣ୍ଡ ୩ ପୁରୁଷ ବିଭାଗରେ ଶ୍ରୀହରି ନଟରାଜଙ୍କର ଆଜି ଇଭେଣ୍ଟ ରହିଛି

Story Behind Mirabai Chanu
ହାଇଲାଇଟ୍‌ସରେ ମୀରାବାଈ ଚାନୁ, ହେଲେ ତାଙ୍କ ପଛରେ ରହିଛି ଅନେକ କାହାଣୀ.. ଜାଣନ୍ତୁ..

ସାଇଖୋମ୍‌ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ । ଭାରତ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ଏହି ସାଇଖୋମ୍‌ ମୀରାବାଈ ଚାନୁ ।

ld
ଭାରତୀୟ ପୁରୁଷ ହକି ଟିମ୍‌କୁ ସଫଳତା

ଲୌସାନେ: ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ନୂତନ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୨୦୦୩ରେ ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ ଭାରତର ଏହା ସର୍ବୋଚ୍ଚ ରାଙ୍କିଙ୍ଗ୍। ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ଯ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି। ଭାରତର ଆଗକୁ ବଢ଼ିବା ଦ୍ୱାରା ଏବେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ […]

  • Saturday, 24 July 2021
ki
ଜାଡେଜାଙ୍କ ଏମିତି କ୍ୟାଚ୍ ଧରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

କ୍ରାଇଷ୍ଟଚର୍ଚ୍ଚ: ଟିମ୍ ଇଣ୍ଡିଆର ଏକ ନମ୍ବର ଫିଲ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ଚମତ୍କାରିତା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଡେଜା ରବିବାର କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ଦ୍ୱିତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ନିଲ୍ ୱାଗନରଙ୍କ ଚମତ୍କାର କ୍ୟାଚ୍ ଧରିଛନ୍ତି। ଜାଡେଜା ଉପରକୁ ଡିଅଁ ମାରି ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। One of the all time great catches. Ravindra Jadeja ?? #NZvsIND pic.twitter.com/nfPpWqFWxR — Stephen […]

  • Saturday, 24 July 2021
boxiknbg
ବକ୍ସିଂ ପାଇଁ ଫାଇନାଲ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବକ୍ସିଂ ଇଭେଣ୍ଟରେ ଦୁଇ ଭାଇ ହୁଅନ୍ତି କିମ୍ବା ଦୁଇ ଭଉଣୀଙ୍କ ମଧ୍ୟରେ ଲଢ଼େଇ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ରବିବାର କ୍ରୀଡ଼ାର ଅନ୍ତିମ ଅନ୍ତିମ ଦିବସର ବକ୍ସିଂ ରିଙ୍ଗରେ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହୋଇଥିଲେ ଦୁଇ ଭାଇ। ଗୋଟିଏ ପଟେ ପଟିଆଲା ପଞ୍ଜାବୀ ପଞ୍ଜାବୀ ୟୁନିଭର୍ସିଟିର ଗୁରବିନ୍ଦର ସିଂହ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଥିଲେ ସାନ ଭାଇ ହରବିନ୍ଦର ସିଂହ (ଚଣ୍ଡୀଗଡ଼ ୟୁନିଭର୍ସିଟି)। ଦୁହିଁଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ […]

  • Saturday, 24 July 2021
df
ପଞ୍ଜାବ ୟୁନିଭର୍ସିଟି ହେଲା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ଚାମ୍ପିୟନ୍

ଭୁବନେଶ୍ୱର: ପଞ୍ଜାବ ୟୁନିଭର୍ସିଟି ହେଲା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ଚାମ୍ପିୟନ୍। ଆଜି ଉଦ୍‌ଯାପିତ ହୋଇଥିବା ଏହି ଗେମ୍ସରେ ପଞ୍ଜାବ ୟୁନିଭର୍ସିଟି ୧୭ଟି ସ୍ୱର୍ଣ୍ଣ, ୧୯ ରୌପ୍ୟ ଏବଂ ୧୦ ବ୍ରୋଞ୍ଜ ସହ ମୋଟ ୪୬ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି। ସେହିପରି ପୁନେର ସାବିତ୍ରୀ ବାଇ ଫୁଲେ ୟୁନିଭର୍ସିଟି ୧୭ଟି ସ୍ୱର୍ଣ୍ଣ ସହ ମୋଟ ୩୭ ପଦକ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପତିଆଲାର ପଞ୍ଜାବୀ ୟୁନିଭର୍ସିଟି ୧୩ ସ୍ୱର୍ଣ୍ଣ ସହ […]

  • Saturday, 24 July 2021
Mirabai Chanu
Tokyo Olympics: ରୌପ୍ୟ ପଦକ ଜିତି ଇତିହାସ ରଚିଲେ ମୀରାବାଈ, ପ୍ରଥମ ଦିନରେ ଦେଶକୁ ଦେଲେ ଉପହାର

ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ ।

kkl
ପ୍ରଥମ ଟେଷ୍ଟରେ ଫେଲ୍‌ ଓ ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ କମ୍‌ବ୍ୟାକ୍ କଲେ ପୃଥ୍ୱୀ ଶ'

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫେଲ୍‌ ମାରିଥିବା ଟିମ୍‌ ଇଣ୍ଡିଆର ଓପନ ପୃଥ୍ୱୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ କମ୍‌ବ୍ୟାକ କରିଛନ୍ତି। ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶ’ ପ୍ରଥମ ଇନିଂସରେ ୬୪ ବଲରେ ୫୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହାପୂର୍ବରୁ ପ୍ରଥମ ଟେଷ୍ଟରେ ଶ’ ଯଥାକ୍ରମେ ୧୬ ଓ ୧୪ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି […]

  • Saturday, 24 July 2021
dutee
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଦୂତି ଚାନ୍ଦଙ୍କୁ ଗୋଲ୍ଡ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ଗୋଲ୍ଡ ମେଡାଲ୍ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମହିଳା ଶହେ ମିଟର୍ ଦୌଡ଼ରେ ଦୂତିଙ୍କୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।   ୧୧ ଦଶମିକ ୪୯ ସେକଣ୍ଡରେ ଦୂତି ଶହେ ମିଟର୍ ଅତିକ୍ରମ କରିଛନ୍ତି। ତେବେ ଦୂତିଙ୍କ ଜାତୀୟ ରେକର୍ଡରୁ ଏହି ପ୍ରଦର୍ଶନ ଖରାପ ରହିଛି। ଦୂତିଙ୍କ ସର୍ବକାଳୀନ ଜାତୀୟ ରେକର୍ଡ ରହିଛି ୧୧ ଦଶମିକ ୨୬ ସେକେଣ୍ଡ। ସ୍ୱର୍ଣ୍ଣ ଜିତିଲା ପରେ ଦୂତୀ କହିଛନ୍ତି […]

  • Saturday, 24 July 2021