• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

BHUBANESWAR (1)
ହକି ବିଶ୍ୱକପ୍‌: ଆଜି ଭାରତ-କାନାଡ଼ା ଟକ୍କର

ଭୁବନେଶ୍ୱର: ହକି ବିଶ୍ୱକପ୍‌ରେ ଆଜି ପୁଲ ‘ସି’ରେ ଶେଷ ଲିଗ ମ୍ୟାଚ୍ ଟକ୍କର ହେବ। ଆୟୋଜକ ଭାରତ ସହ କାନାଡ଼ାର ହେବ ମୁକାବିଲା । ଭାରତ ବିଶ୍ୱ ରାଙ୍କିଙ୍ଗର ୫ ନମ୍ବର ସ୍ଥାନରେ ଥିବାବେଳେ କାନାଡ଼ାର ରାଙ୍କ ହେଉଛି ୧୧। ରେକର୍ଡ ଦୃଷ୍ଟିରୁ ଭାରତର ପଲ୍ଲା ଭାରି ରହିଥିବାବେଳେ ହୋମ୍ ଗ୍ରାଉଣ୍ଡ ଆଡଭାଣ୍ଟେଜ ମଧ୍ୟ ରହିଛି । ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ୨ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଟେବୁଲ୍ […]

  • Tuesday, 20 July 2021
hockey
ମହିଳା ଦଳରେ ସଫଳତା ସାଉଁଟିବା ପରେ ପୁରୁଷ ଦଳର ଗୁରୁ ଦାୟିତ୍ୱ ନେଇଛନ୍ତି ଏହି ହକି କୋଚ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି ହକି ମହାକୁମ୍ଭ। ଆଉ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ବିଶ୍ୱର ୧୬ଟି ଦେଶ। ଚଳିତ ହକି ବିଶ୍ୱକପ୍ ମୁକାବିଲାରେ ଭାଗ ନେଇଥିବା ୧୬ ଟିମ୍‌ରୁ ଅଧିକାଂଶ ଦଳର କୋଚ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ସାମଞ୍ଜସ୍ୟତା ଅର୍ଥାତ୍‌ ୧୦ଟି ଟିମ୍‌ର କୋଚ୍ ଏହା ପୂର୍ବରୁ ମହିଳା ଦଳରେ ସଫଳତା ସାଉଁଟିବା ପରେ ଏବେ ପୁରୁଷ ଦଳର ଗୁରୁ ଦାୟିତ୍ୱ ନେଇଛନ୍ତି। ଭାରତୀୟ ଟିମ୍‌ର କୋଚ୍ ହରେନ୍ଦ୍ର ସିଂ ୨୦୧୭ ରେ ଭାରତୀୟ ମହିଳା ହକି […]

  • Tuesday, 20 July 2021
news-land
ହାମିଲ୍‌ଟନ୍‌ ଚତୁର୍ଥ ଦିନିକିଆ: ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ହାମିଲ୍‌ଟନ୍‌: ନ୍ୟୁଜିଲ୍ୟାଣ୍ଡ୍‌ର ହାମିଲ୍‌ଟନ୍‌ରେ ଖେଳାଯାଉଥିବା ଥିବା ଭାରତ ଓ ନ୍ୟୁଜିଲାଣ୍ଡ୍ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଭାରତ। ଦଳର ଦୁଇଜଣ ଓପନର୍ ବ୍ୟାଟ୍‌ସମ୍ୟାନ୍ ଶିଖର୍‌ ଧାୱନ୍‌ ଓ ରୋହିତ ଶର୍ମା ଆଉଟ୍‌ ହୋଇଛନ୍ତି। ଶିଖର୍‌ ୧୩ ରନ୍‌ କରିଥିବା ବେଳେ ରୋହିତ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍‌ ବୋଲ୍ଟ ଦୁଇଟି ୱିକେଟ୍‌ ନେଇଛନ୍ତି। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍ ଟସ୍‌ ଜିତି ପ୍ରଥମେ […]

  • Tuesday, 20 July 2021
jhia
ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ

ବର୍ଲିନ: ଜର୍ମାନୀ ମୁନିଚ୍ ସହରରେ H&N କପ୍ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀ ୨୩ ତାରିଖରୁ ୨୮ ତାରିଖ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶ ପ୍ରତିନିଧିତ୍ୱ କରୁଥିଲେ। ୧୦ ମିଟର ସୁଟିଂ ମିକ୍ସ କମ୍ପିଟିସନରେ  ରୁଷିଆ ଖେଳାଳିଙ୍କୁ ହରାଇ ଶ୍ରୀୟଙ୍କା ଓ ସହଯୋଗୀ ଅଖିଳ ସେରନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୂଚନା ପାଇଁ କହି ରଖୁଛୁ ଯେ ଓଡ଼ିଆ […]

  • Tuesday, 20 July 2021
kalinga stadium
ହକିପ୍ରେମୀ ନିରାଶ! ଖୋଲୁନି ୱେବ୍‌ସାଇଟ୍, ମିଳୁନି ଟିକେଟ୍‌

ଭୁବନେଶ୍ୱର: ଆଜିଠୁ ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଟିକେଟ୍। ମଧ୍ୟାହ୍ନ ୧୨ଟାରୁ ticketgenie.in ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଟିକଟ୍ ବିକ୍ରି ଅାରମ୍ଭ ହେବା କ୍ଷଣି ୱେବସାଇଟ୍ କାମ କରୁନଥିବା ନଜର ଅାସିଛି। ଫଳରେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବହୁ ସଂଖ୍ୟକ ହକିପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି। ସଂପୃକ୍ତ ୱେବ୍‌ସାଇଟ୍ ଖୋଲୁ ନଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଆଜିଠୁ ଅନ୍‌ଲାଇନ୍‌ରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ବିକ୍ରି […]

  • Tuesday, 20 July 2021
india
ମେଲ୍‌ବୋର୍ଣ୍ଣରେ ମହାଜିତ୍: କମାଲ୍‌ ଦେଖାଇଲେ ଧୋନି ଓ ଚହଲ

ମେଲବୋର୍ଣ୍ଣ: ଟେଷ୍ଟ ଭଳି ୱାନ୍‌ ଡେରେ ମଧ୍ୟ କମାଲ୍‌ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ମେଲବୋର୍ଣ୍ଣ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଭାରତ। ଏଥିସହିତ ଟେଷ୍ଟ ସିରିଜ୍‌ ଭଳି ଦିନିକିଆ ସିରିଜକୁ ମଧ୍ୟ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ। ଭାରତ ଆଗରେ ଅଷ୍ଟ୍ରେଲିଆ ୨୩୧ରନର ବିଜୟ ଲକ୍ଷ୍ୟ ରଖିଥିଲା। ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଟିମ ଇଣ୍ଡିଆ ମେଲବୋର୍ଣ୍ଣରେ ବିଜୟୀ ହୋଇଛି। ଧୋନୀ ଅପରାଜିତ ୮୭, କେଦାର ଯାଦବ […]

  • Tuesday, 20 July 2021
a2-1
ମେଲବୋର୍ଣ୍ଣ ଓ୍ୱାନ୍ ଡେ: ଭାରତର ସ୍ପିନ୍‌ରେ ଅଷ୍ଟ୍ରେଲିଆ ଘାଇଲା

ମେଲବୋର୍ଣ୍ଣ: ଇଣ୍ଡିଆ, ଅଷ୍ଟ୍ରେଲିଆ ମଧ୍ୟରେ ମେଲ୍‌ବୋର୍ଣ୍ଣରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ କମାଲ ଦେଖାଇଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦର ଚହଲ। ତାଙ୍କର ଚମତ୍କାର ସ୍ପିନ୍ ଆଗରେ ଅଷ୍ଟ୍ରେଲିଆ ଘାଇଲା ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆ ୪୮ ଓଭର ୪ଟି ବଲ୍‌ ଖେଳି ୨୩୦ ରନ୍ କରି ଅଲ୍ଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସକମ୍ବ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତର ଚହଲ୍ ୬ଟି ଓ୍ୱିକେଟ ନେଇଛନ୍ତି। ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିଲା ଟିମ୍ […]

  • Tuesday, 20 July 2021
virat
ଆଡିଲେଡ୍‌ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ

ଆଡିଲେଡ୍‌: କମ୍‌ ବ୍ୟାକ୍‌ର ଲକ୍ଷ୍ୟ ନେଇ ଆଡିଲେଡ୍‌ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଏଥିରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ପ୍ରଥମେ ଅଧିନାୟକ ବିରାଟ୍‌ କୋହଲିଙ୍କ ଶତକ ଓ ଶେଷ ଭାଗରେ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪ ୱିକେଟ୍‌ରେ ଜିତି ନେଇଛି। ଧୋନି ଭାରତକୁ ମ୍ୟାଚ୍‌ ଜିତାଇବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏଥିସହ କାହିଁକି ସେ ଟିମ୍‌ ଇଣ୍ଡିଆରେ ରହିଛନ୍ତି, ତାହା ମଧ୍ୟ […]

  • Tuesday, 20 July 2021
austrelia
ଫିକା ପଡ଼ିଲା ରୋହିତଙ୍କ ଶତକ, ୩୪ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ସିଡ୍‌ନୀ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ସିଡ୍‌ନୀରେ ଖେଳାଯାଉଥିବା ଦିନିକିଆ ମ୍ୟାଚ୍‌ରେ ୩୪ ରନ୍‌ରେ ପରାସ୍ତ ହୋଇଛି ଇଣ୍ଡିଆ। ଏହି ବିଜୟ ସହିତ ତିନିଟିକିଆ ୱାନ୍‌ଡେ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ଆଜି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୮୮ ରନ୍ କରିଥିଲା। ଉସ୍ମାନ ଖ୍ୱାଜା, ସନ୍ ମାର୍ଶ ଓ ହ୍ୟାଣ୍ଡସ୍କମ୍ବ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ୨୮୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ […]

  • Tuesday, 20 July 2021
kalinga stadium
ଆଜିଠୁ ଅନ୍‌ଲାଇନ୍‌ରେ ବିକ୍ରି ହେବ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଟିକେଟ୍

ଭୁବନେଶ୍ୱର: ଆଜିଠୁ ଅନ୍‌ଲାଇନ୍‌ରେ ବିକ୍ରି ହେବ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବର ଟିକେଟ୍। ମଧ୍ୟାହ୍ନ ୧୨ଟାରୁ ticketgenie.in ରେ ଟିକେଟ୍‌ ଉପଲବ୍ଧ ହେବ। ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ ୨୮ ତାରିଖରେ ବାରବାଟୀରେ ହେବ। ଉଭୟ ସ୍ଥାନରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ତା’ ସହ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି […]

  • Tuesday, 20 July 2021
kalinga stadium
ଅନ୍‌ଲାଇନ୍‌ରେ ମିଳିବ ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକେଟ୍

ଭୁବନେଶ୍ୱର: କାଉଣ୍ଟରରେ ନୁହେଁ, ଅନ୍‌ଲାଇନ୍‌ରେ ମିଳିବ ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକେଟ୍। ଆସନ୍ତା ସପ୍ତାହରୁ ଏସବୁ ଟିକେଟ୍ ବିକ୍ରି ହେବ। ତେବେ ଟିକେଟ୍ ବିକ୍ରିର ୪୮ ଘଣ୍ଟା ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଏଫ୍ଆଇଏଚ୍‌ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଗତକାଲି ଅନୁଷ୍ଠିତ ଜେନେରାଲ୍ ବଡ଼ି ବୈଠକ ପରେ ଏହି ସୂଚନା ଦେଇଛନ୍ତି। ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ ୨୮ ତାରିଖରେ ବାରବାଟୀରେ […]

  • Tuesday, 20 July 2021
india
ଚେନ୍ନାଇରେ ଭାରତର ଚମକ ; ୩-୦ରେ ସିରିଜ୍‌ ପୋଛିନେଲା ଭାରତ

ଚେନ୍ନାଇ : ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି-୨୦ ଜିତିଲା ଭାରତ । ୧୮୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ୬ ୱିକେଟ୍‌ରେ ଚେନ୍ନାଇ ବିଜୟ ସହ ସିରିଜ୍‌ ପୋଛିନେଲା ଇଣ୍ଡିଆ । ଧାୱନଙ୍କ (୯୨ରନ୍‌) ଧୂଆଧାର୍‌ ବ୍ୟାଟିଂରେ ଭାରତ ଏହି ରୋମାଞ୍ଚକର ମ୍ୟାଚକୁ ଜିତିନେଇଛି । ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ଅାଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ୱେଷ୍ଟଇଣ୍ଡିଜ୍। ଚେନ୍ନାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ […]

  • Tuesday, 20 July 2021
cricket
ମହିଳା ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଚିତ୍ତାକର୍ଷକ ବିଜୟ

ଗୁଏନା: ୱେଷ୍ଟଇଣ୍ଡିଜ୍‌ର ଗୁଏନାଠାରେ ଖେଳାଯାଉଥିବା ମହିଳା ଟି୨୦ ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୯୪ ରନ୍‌ରେ ଇନିଂସ୍‌ ସାରି ରେକର୍ଡର ପାହାଡ଼ ତିଆରି କରିଛି। ଅଧିନାୟକ ହରମନ୍‌ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି। ଯାହାକି ଭାରତୀୟ ମହିଳା ଭାବେ ମଧ୍ୟ ପ୍ରଥମ। ଏତଦ୍‌ବ୍ୟତୀତ ଏହି ଶତକ ଅନ୍ତର୍ଜାତୀୟ ମହିଳା ବିଶ୍ୱକପ୍‌ରେ ତୃତୀୟ ଶତକ। ସେ ୫୧ଟି ବଲରେ ୧୦୩ ରନ ସଂଗ୍ରହ କରିଥିଲେ। ଟସ୍‌ ଜିତି କୌର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। […]

  • Tuesday, 20 July 2021
offline ticket
ବିଶ୍ୱକପ୍‌ ହକି ପାଇଁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପାଇଁ ଆଜିଠୁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଦିନ ୧୦ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ହକି ପ୍ରେମୀମାନେ ଆଜିଠୁ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିପାରିବେ। ସେହିଭଳି ଭୁବନେଶ୍ୱରର ଆଉ କିଛି ସ୍ଥାନ ଓ କଟକରେ ଦୁଇଟି ଜାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି। ଲିଗ୍ […]

  • Tuesday, 20 July 2021
ff
କ୍ରିକେଟର୍ ହାର୍ଦ୍ଦିକ ଓ ଲୋକେଶଙ୍କ ବିବାଦୀୟ ମନ୍ତବ୍ୟରେ ମୁହଁ ଖୋଲିଲେ ବିରାଟ୍‌ କୋହଲି

ମୁମ୍ବାଇ: ଦୁଇ ଭାରତୀୟ କ୍ରିକେଟର-ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କ୍ୟାପଟେନ୍‌ ବିରାଟ କୋହଲି। ବିରାଟ କହିଛନ୍ତି ଯେ ଆମେ ଭାରତୀୟ ଏବଂ ଦାୟିତ୍ୱସମ୍ପନ୍ନ କ୍ରିକେଟର ଭାବେ ସେମାନଙ୍କ ମତ ଓ ମନ୍ତବ୍ୟ ସହ ସହମତ ନୁହେଁ। ଏହା ସେମାନଙ୍କ ବ୍ୟକ୍ତିଗତ ମତ ବୋଲି କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ହାର୍ଦ୍ଦିକ ଓ ଲୋକେଶଙ୍କ ଉପରେ ୨ଟି ମ୍ୟାଚର ବାସନ୍ଦ ପାଇଁ କମିଟି ଅଫ୍‌ […]

  • Tuesday, 20 July 2021
ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ହାର୍ଦ୍ଦିକ୍‌ ଓ ରାହୁଲ୍

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ରିଏଲିଟି ଶୋ ‘କଫି ଓ୍ୱିଥ୍ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଯାଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। କାର୍ଯ୍ୟକ୍ରମରେ ହାର୍ଦ୍ଦିକ୍‌ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଛି। ‘ଶୋ’ରେ ହାର୍ଦ୍ଦିକଙ୍କ ମନ୍ତବ୍ୟ ପରେ କ୍ରିକେଟର୍ କେ.ଏଲ. ରାହୁଲ ଓ କରଣ ଜୋହର ହସୁଥିବା ଦେଖାଯାଇଥିଲା। ଏନେଇ ସୋସିଆଲ୍‌ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କ୍ଷମା ମାଗିଛନ୍ତି ହାର୍ଦ୍ଦିକ। ମହିଳାମାନଙ୍କୁ […]

  • Tuesday, 20 July 2021
kuldeep-759-2
ସିଡ୍‌ନୀ ଟେଷ୍ଟ: ଭାରତର ବିଜୟ ରାସ୍ତାରେ ବର୍ଷା ବାଧକ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଭାରତର ବିଜୟ ରାସ୍ତାରେ ବାଧକ ସାଜିଛି ବର୍ଷା । ଗତକାଲି ଭଳି ଆଜି ମଧ୍ୟ ବର୍ଷା ଯୋଗୁ ଅନେକ ଓଭର ଖେଳ ସମ୍ଭବ ହୋଇପାରିନାହିଁ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ସୀମିତ ରହିଛି। ଫଳରେ ଘରୋଇ ଟିମ୍‌ ଫଲୋଅନ୍‌ର ସମ୍ମୁଖୀନ ହୋଇଛି। ଦୀର୍ଘ ୩୩ ବର୍ଷ ପରେ ନିଜ ମାଟିରେ ଅଷ୍ଟ୍ରେଲିଆ ଫଲୋଅନ୍‌ ହୋଇଛି। କୁଲଦୀପ ଯାଦବଙ୍କ ସ୍ପିନରେ ଘାଇଲା ହୋଇଛି କଙ୍ଗାରୁ ବାହିନୀ। ଅଷ୍ଟ୍ରେଲିଆ ଟିମ୍‌ରେ ଅଧା ବ୍ୟାଟ୍ସମ୍ୟାନ୍‌କୁ […]

  • Tuesday, 20 July 2021
jadeja-test
ସିଡ୍‌ନୀ ଟେଷ୍ଟ: ଭାରତର ଦମ୍‌ଦାର ବୋଲିଂରେ ବେହାଲ୍ ଅଷ୍ଟ୍ରେଲିଆ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର୍‌ ପରେ ଆଜି ବୋଲରମାନେ ୱିକେଟ୍‌ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଭାରତର ଦମ୍‌ଦାର ବୋଲିଂ ବଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା ୨୭, ମାର୍ଟିନ୍‌ ହ୍ୟାରିସ୍‌ ୭୯ରନ୍‌ କରି ଆଉଟ୍ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୨୨୮ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଦୁଇଟି ଲେଖାଏ ୱିକେଟ୍‌ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସ୍କମ୍‌ […]

  • Tuesday, 20 July 2021
rutuparna
ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା

ଆଥେନ୍ସ/ଭୁବନେଶ୍ୱର: ଗ୍ରୀସ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା ମିଳିଛି। ଗତକାଲି ଗ୍ରୀସରେ ଶେଷ ହୋଇଥିବା  ହେଲାସ୍‌ ଓପନ୍ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମହିଳା ଡବଲ୍ସ ବିଭାଗରେ ଋତୁପର୍ଣ୍ଣା ଓ ତାଙ୍କ ଭାରତୀୟ ଯୁଗଳ ସାଥୀ ଆରତୀ ସାରା ସୁନୀଲ ଚାମ୍ପିଅନ୍ ହୋଇଛନ୍ତି। ଗତକାଲି ଖେଳା ଯାଇଥିବା ଫାଇନାଲରେ ଋତୁପର୍ଣ୍ଣା ଓ ସାରା ଫ୍ରାନ୍ସର ହାରିୟୁ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୨ ସେଟ୍‌ରେ ପରାସ୍ତ କରି ଏହି ସଫଳତା ହାସଲ […]

  • Tuesday, 20 July 2021
reamn
ପରଲୋକରେ ସଚିନ୍‌ଙ୍କ ଗୁରୁ

ମୁମ୍ବାଇ: ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ୍ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚ୍ରେକର୍‌ଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ରମାକାନ୍ତ ଅସୁସ୍ଥ ଥିଲୋ ତାଙ୍କ ବିୟୋଗରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ରମାକାନ୍ତଙ୍କ ଶେଷ ଦର୍ଶନ ପାଇଁ ମୁମ୍ବାଇ ବାସଭବନକୁ ଛୁଟିଛି ପ୍ରଶଂସକଙ୍କ ସୁଅ। ସଚିନ୍‌ଙ୍କ କ୍ରିକେଟ୍ କ୍ୟାରିୟର୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି  ଆଚ୍‌ରେକର୍। କ୍ରିକେଟ୍ର ପ୍ରଥମ ଗୁରୁ ଭାବେ […]

  • Tuesday, 20 July 2021
test
ମେଲବୋର୍ଣ୍ଣ ଟେଷ୍ଟ୍: ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାସ୍ତ କରିଛି ଭାରତ। ଆଜି ଖେଳର ଅନ୍ତିମ ଦିନରେ ୨୫୮ ରନରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୩ ରନ୍ କରି ୨୬୧ ରନରେ ଅଲ୍‌ ଆଉଟ ହୋଇ ଯାଇଥିଲା। ବର୍ଷା ଯୋଗୁ ଆଜିର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଗତକାଲି ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍‌ ହରାଇ ୨୫୮ ରନ୍ କରିଥିଲା। ପ୍ରଥମ ଇନିଂସ […]

  • Tuesday, 20 July 2021
testt
ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୪୬ରନ୍‌ର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଆଜି ଅଷ୍ଟ୍ରେଲିଆକୁ ୧୫୧ରନ୍‌ରେ ଅଲଆଉଟ କରିବା ପରେ ଇଣ୍ଡିଆ ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା। ଦ୍ୱିତୀୟ ଇଂନିସରେ ମାତ୍ର ୫୪ ରନ୍‌ରେ ୫ ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ। ଡେବ୍ୟୁ କରିଥିବା ମୟଙ୍କ ଅଗ୍ରଓ୍ୱାଲଙ୍କୁ ଛାଡ଼ି […]

  • Tuesday, 20 July 2021
cricket
ମେଲ୍‌ବୋର୍ଣ୍ଣ ଟେଷ୍ଟ: ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲ୍‌ବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୪୩୫ରନରେ ଆଗୁଆ ରହିଛି। ଆଜି ଟିମଇଣ୍ଡିଆ ୨୧୫ରନରୁ ଖେଳ ଆରମ୍ଭ କରି ୪୪୩ ରନ୍‌ରେ ପାଳି ଘୋଷଣା କରିଛି। ଦଳ ପକ୍ଷରୁ ଗତକାଲି ୬୬ରନ୍‌ରେ ଅପରାଜିତ ଥିବା ପୂଜାରା ଆଜି ଶତକ ହାସଲ କରିଛନ୍ତି। ଏଥିସହ ପୂଜାରା ନିଜ ଟେଷ୍ଟ କ୍ୟାରିଅରର୍‌ ୧୭ ତମ ଶତକ ହାସଲ କରିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମା ଅର୍ଦ୍ଧଶତକ କରିଛନ୍ତି। ଗତକାଲି ଡେବ୍ୟୁ […]

  • Tuesday, 20 July 2021