• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

IND vs WI
ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍  ଅଫ ଦି ମ୍ୟାଚ୍  ହୋଇଛନ୍ତି।

In world athletics championship Annu Rani finished seventh position
ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍

ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍ ଯିଏ ଜାଭେଲିନ୍ ଥ୍ରୋରେ ବିଶ୍ୱ ଆଥ୍‌ଲେଟିକ୍ ଚମ୍ପିୟନସିପ୍‌ ଫାଇନାଲ ନିଜର ଜାଗା ସଂରକ୍ଷଣ କରିନେଇଛନ୍ତି। ଆସନ୍ତୁ ଜାଣିବା ସେ କିଏ?

World Athletics Championships
ଭାରତୀୟ ଆଥଲେଟିକ୍ ଇତିହାସରେ କିର୍ତ୍ତୀମାନ ସୃଷ୍ଟି କଲେ ନିରଜ ଚୋପ୍ରା

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ପଦକ ଜିତିବାରେ ନିରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ।

History Scripted- Neeraj Chopra wins silver at World Athletics Championships
ଭାରତୀୟ ଆଥେଲେଟିକ୍ ଇତିହାସରେ ନୂଆ ଅଧ୍ୟାୟ

୧୯ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ସିପରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ଜିତିଲେ ନିରଜ। ଖୁସିରେ ଝୁମୁଛି ଗାଁରୁ ଦେଶ, ନିରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ....

Special story
ଇତିହାସ ରଚିଲେ ନୀରଜ ଚୋପ୍ରା : ୱାଲ୍ଡ ଚାମ୍ପିଅନ୍‌ସିପରେ ଜିତିଲେ ରୌପ୍ୟ ପଦକ

ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ

Hope in Hockey
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକିରୁ ସ୍ୱର୍ଣ୍ଣିମ ଆଶା

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ଜିତିବା ପରେ ଭାରତୀୟ ପୁରୁଷ ହକି ଟିମ୍ ଚଳିତ ସିଜନ୍‌ର ଏଫ୍ଆଇଏଚ୍ ପ୍ରୋ ଲିଗ୍‌ରେ ତୃତୀୟ ସ୍ଥାନରେ ରହିଥିଲା। ଯଦି ଭାରତୀୟ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟ ସହ ଖେଳନ୍ତି, ତା’ହେଲେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କୁ ସ୍ୱର୍ଣ୍ଣ ଜିତିବାରୁ କେହି ଅଟକାଇ ପାରିବେନି।

India Vs West Indies
ବିଜୟରୁ ଭାରତର ଅଭିଯାନ ଆରମ୍ଭ, ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଜବରଦସ୍ତ ବିଜୟ; ନିରାଶ ହେଲେ ଧାୱନ୍‌

ଭାରତୀୟ ଟିମ୍‌ର ବିଜୟ ପାଇଁ ନାୟକ ସାଜିଥିଲେ ମହମ୍ମଦ ସିରାଜ । ଯିଏକି ଶେଷ ଓଭରରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ।

Neeraj Chopra Javelin Throw Highlights: Neeraj Chopra qualifies for final with 88.39m throw
ବିଶ୍ୱ ଆଥ୍‌ଲେଟିକ ଚାମ୍ପିଅନସିପ୍‌ରେ ଚମକିଲେ ଭାରତୀୟ

ବିଶ୍ୱ ଆଥ୍‌ଲେଟିକ ଚାମ୍ପିଅନସିପ୍‌ରେ ଚମକିଲେ ଭାରତୀୟ । ସେହିପରି ଟ୍ରିପଲ ଜମ୍ପ ଇଭେଣ୍ଟ ଫାଇନାଲରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିଲେ ଏଲଡୋସ ପଲ୍ ...

Virat Kohli
ସେସିଆଲ୍‌ ମିଡିଆ ଟ୍ରେଣ୍ତରେ ବିରାଟ୍‌; ଗୋଟିଏ ପୋଷ୍ଟରେ ମିଳୁଛି ୮ କୋଟି

ବିରାଟଙ୍କ ସୋସିଆଲ୍‌ ମିଡିଆରେ ବିଗ୍‌ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବିରାଟ କୋହଲି ।

Cricket
ଋଷଭ ପନ୍ତଙ୍କ ଦମଦାର ଶତକ: ସିରିଜ୍‌ କବଜା କଲା ଭାରତ

ଫେଲ ମାରିଥିଲେ ଟିମ୍ ଇଣ୍ଡିଆ ଟପ୍ ଅର୍ଡର।

48th Junior National Aquatic Championship Kick Starts In Bhubaneswar
ଜାତୀୟ ଜୁନିୟର ଆକ୍ୱାଟିକ ଚାମ୍ପିଅନସିପ ଆରମ୍ଭ: ପରାକ୍ରମ ଦେଖାଉଛନ୍ତି ସନ୍ତରଣକାରୀ

ଭୁବନେଶର ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଜାତୀୟ ଜୁନିୟର ଆକ୍ୱାଟିକ ଚାମ୍ପିଅନସିପ ଆରମ୍ଭ ...

Chahal
୧୦୦ ରନ୍‌ରେ ହାରିଲା ଭାରତ କିନ୍ତୁ ଦ୍ୱିତୀୟ ଦିନିକିଆରେ ଚମକିଲେ ଚହଲ

୨୪୭ ରନ୍‌ର ପିଛା କରି ୧୪୬ ରନ୍‌ରେ ରହିଲା ଭାରତ । ରବିବାରର ତୃତୀୟ ତଥା ଶେଷ ମୁକାବିଲା ହେବ ର୍ନିଣ୍ଣାୟକ ।

Virat kohli
ଦଳରୁ ବାଦ୍ ପଡ଼ିଲେ କିଙ୍ଗ୍ କୋହଲି ! ହେଲେ କାରଣ କହୁନି BCCI

କୋହଲିଙ୍କୁ ବାଦ୍ ଦିଆଯାଇଛି ନା ବିଶ୍ରାମ ? ଆହତ କାରଣରୁ ବାଦ୍ ପଡ଼ିଛନ୍ତି କି କୋହଲି ?

Special story
୯୪ ବର୍ଷ ବୟସରେ ୩ ମେଡାଲ : ପରିଣତ ବୟସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଲେ ଭଗବାନୀ ଦେବୀ

ପିଲାଦିନେ କବାଡ଼ି ଖେଳୁଥିବା ଭଗବାନୀ ଦେବୀ କେବେ ଚିନ୍ତା କରିନଥିଲେ ସେ ଦିନେ ଦେଶ ପାଇଁ ଗୌରବ ଆଣିବେ ।

Rohit Sharma Six Hits A Little Girl In The Crowd During India Vs England
ଛକା ମାରିଲେ ରୋହିତ, ଆହତ ହେଲେ କୁନି ଝିଅ...

ରୋହିତ ଶର୍ମା ଏମିତି ଏକ ଛକା ମାରିଥିଲେ, ବଲ୍‌ ଯାଇ ସିଧାସଳଖ ଗ୍ୟାଲେରୀରେ ବସିଥିବା ଜଣେ କୁନି ଝିଅର ଦେହରେ ବାଜିଥିଲା। ଏହାପରେ ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ କୁନି ଝିଅ ନିକଟରେ ରୁଣ୍ଡ ହୋଇଯାଇଥିଲେ।

Bhagwani Devi Dagar
ବୟସ ସଂଖ୍ୟା ମାତ୍ର; ୯୪ ବର୍ଷ ବୟସରେ ଦେଶ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ

ପ୍ରତିଭା ଆଗରେ ହାର ମାନିଛି ବୟସ । ୯୪ ବର୍ଷରେ ଯାହା କରି ଦେଖାଇଛନ୍ତି ତାହା ଯୂବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ ।

Rohit Sharma
ସୂର୍ଯ୍ୟକୁମାରଙ୍କୁ ନେଇ ରୋହିତଙ୍କ ଭବିଷ୍ୟବାଣୀ ସତ ହେଲା, ୧୦ ବର୍ଷ ପୁରୁଣା ଟ୍ୱିଟ୍ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଏହି ଟି -୨୦ରେ ଶତକ ହାସଲ କରିବା ପରେ, ସୋସିଆଲ ମିଡିଆରେ ଏକ ପୁରୁଣା ପୋଷ୍ଟ ଜବରଦସ୍ତ ଭାବେ ଭାଇରାଲ ହେବାରେ ଲାଗିଛି ।

Is the carrier of Kohli going to end
କୋହଲିଙ୍କ କ୍ୟାରିଅର ଆଉ କେତେ ଦିନ

ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରେ ଶତକ ଲଗାଇ ନାହାନ୍ତି। ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି, ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

India secures comprehensive win against England in first T20 match
ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଛି। ପ୍ରଥମେ ଅର୍ଦ୍ଧ ଶତକ ଓ ପରେ ୪ଟି ୱିକେଟ୍ ନେଇ ଘରୋଇ ଟିମ୍‌କୁ ହାର୍ଦ୍ଦିକ ପାଣ୍ଡିଆ ଧରାଶାୟୀ କରିଛନ୍ତି।

Sikhar Dhawan
ୱେଷ୍ଟଇଣ୍ତିଜ୍‌ ଗସ୍ତ ପାଇଁ ଟିମ୍‌ ଘୋଷଣା, ଶିଖର ଧାୱନ କ୍ୟାପ୍ଟେନ୍‌

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବୁଧବାର ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ତେବେ କେବଳ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି। ଶିଖର ଧୱନଙ୍କୁ ଅଧିନାୟକ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଉପ-ଅଧିନାୟକ କରାଯାଇଛି।

India Vs England
୭ ୱିକେଟ୍‌ରେ ଜିତିଲା ଇଂଲଣ୍ଡ, ୨-୨ରେ ସିରିଜ୍‌ ଡ୍ର

ସଫଳତାର ସହ ଖେଳ ପ୍ରଦର୍ଶନ କରି ଇଲଂଣ୍ଡ ବିଜୟ ହୋଇଛି । ଇଂଲଣ୍ଡର ଏହି ବିଜୟ ସହ ସିରିଜ ଡ୍ର ରହିଛି ।

Racism
ଭାରତ-ଇଂଲଣ୍ତ ଟେଷ୍ଟ ସିରିଜ୍‌ରେ ଭାରତୀୟ ଫ୍ୟାନ୍ସ କଳା-ଗୋରା ଭେଦଭାବର ଶିକାର

ଭାରତ-ଇଂଲଣ୍ତ ଟେଷ୍ଟ ଚତୁର୍ଥ ଦିନର ଅନ୍ତିମ ଅଧିବେଶନ ବେଳେ ଇଂଲଣ୍ଡ ପ୍ରଶଂସକମାନେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।

Ind vs Eng Test
ଏଜବାଷ୍ଟନ୍ ଟେଷ୍ଟରେ ଭାରତୀୟ ଦଳର ସୁଯୋଗ ହାତଛଡ଼ା, ବିଜୟ ଦ୍ୱାରରେ ଇଂଲଣ୍ତ

ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୩ ୱିକେଟରେ ୨୫୯ ରନ୍ ସଂଗ୍ରହ କରି ଭଲ ସ୍ଥିତିରେ ମଧ୍ୟ ରହିଛି ।

Swadheen Gaud
ପୁଣି ଏକ ନମ୍ବର ରାଙ୍କ କବ୍‌ଜା କଲେ ସ୍ୱାଧୀନ ଗୌଡ଼

ସେ ପୂର୍ବରୁ ସାରା ଓଡ଼ିଶାରେ ୧ ନମ୍ବର ରାଙ୍କରେ ରହିଥିବା ବେଳେ ଏଥର ମଧ୍ୟ ସେ ନିଜର ଶୀର୍ଷ ସ୍ଥାନ ଅକ୍ତିଆର କରି ରଖିଛନ୍ତି ।

Athlete Dutee Chand Also Faced Ragging
ଅଲମ୍ପିଆନ୍ ଦୂତୀ ଚାନ୍ଦ ବି ହୋଇଥିଲେ ରାଗିଂର ଶିକାର, କହିଲେ- ‘କାହାକୁ କହି ହେଉନଥିଲା କି ସହି ହେଉନଥିଲା’

ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ରାଗିଂ କରାଯାଇଥିଲା। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସି‌ଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି।