• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Neeraj Chopra Creates Another History Wins Lausanne Diamond
ଭାରତ ପାଇଁ ଗର୍ବ: ଇତିହାସ ରଚିଲେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା

ପ୍ରଥମ ଭାରତୀୟ ଜାଭଲିନ୍ ଥ୍ରୋୟର ଭାବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଜିତିଛନ୍ତି। ଟାଇଟଲ୍‌ ଜିତି ସେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିବା ସହ ଇତିହାସ ରଚିଛନ୍ତି। 

FIFA lifts suspension of Indian football federation
ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

Indian Player Dance Video
ମ୍ୟାଚ୍‌ ଜିତିବା ପରେ ପଞ୍ଜାବୀ ଗୀତରେ ଝୁମିଲା ଟିମ୍‌ ଇଣ୍ତିଆ

ଟିମ୍‌ର ସିନିୟର ଖେଳାଳି ଶିଖର ଧାୱନ୍‌ଙ୍କ ସହ ଅନେକ ଯୁବ ଖେଳାଳି ପଞ୍ଜାବୀ ଗୀତରେ ନାଚୁଥିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

IND vs ZIM
ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ତିଆ

ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌କୁ କବଜା କରିନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପରି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି।

Is Strong the Rohit Team
ଏସିଆ କପ୍‌ରେ ଭାରତ ଫେଭରିଟ୍, ତଥାପି ପାକ୍ ଚିନ୍ତା

ଏସିଆ କପ୍‌ରେ ଭାରତ ପାଖରେ କ୍ରମାଗତ ତୃତୀୟ ମୁକୁଟ ଜିତିବାର ସୁଯୋଗ ରହିଛି। ଅନେକ ପୂର୍ବତନ କ୍ରିକେଟର୍ ଏଥର ବି ଟିମ୍ ଇଣ୍ଡିଆକୁ ତା’ର ସାମର୍ଥ୍ୟ ଦୃଷ୍ଟିରୁ ଫେଭରିଟ୍ ବିବେଚନା କରୁଛନ୍ତି। ତେବେ ଗତ କିଛି ବର୍ଷ ହେଲା ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଥିବା ପାକିସ୍ତାନ ରୋହିତ ଶର୍ମାଙ୍କ ଟିମ୍ ପାଇଁ ବଡ଼ ଆହ୍ୱାନ ହୋଇପାରେ।

Shaheen Afridi
ପାକିସ୍ତାନ୍‌କୁ ଝଟକା, ଏସିଆ କପ୍‌ରୁ ବାଦ ପଡ଼ିଲେ ଶାହୀନ୍‌ ଆଫ୍ରିଦି

ବାମହାତୀ ଶାହୀନ ଆଫ୍ରିଦି ନିଜର ସୁଇଂ ବୋଲିଂରେ ସମସ୍ତ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚକମା ଦିଅନ୍ତି । ଶାହୀନ ଆଫ୍ରିଦି ଏସିଆ କପରୁ ବାଦ ପଡ଼ିଛନ୍ତି ।

Yuzavendra Chahal
ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ପରେ, ନିଜ ପତ୍ନୀଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ଚହଲ

ଏମିତିକି ଲୋକେ କେତେ କ’ଣ କହିଗଲେ ଓ ସୋସିଆଲ ମିଡିଆରେ ପୋଷ୍ଟ କରି ଚାଲିଲେ ।

Virat Kohli
କୋଟି କୋଟି ଫ୍ୟାନ୍‌, ତଥାପି ଏକା ଏକା ବିରାଟ କୋହଲି ! କାହିଁକି..?

ଟିମ୍‌ ଇଣ୍ତିଆକୁ ବିଗତ କିଛି ବର୍ଷ ମଧ୍ୟରେ ଶିଖର ପହଞ୍ଚାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ଏବେ ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଛନ୍ତି ।

Special story
ଭାରତୀୟ ଫୁଟବଲକୁ ବଡ ଝଟକା : AIFFକୁ ସସପେଣ୍ଡ କଲା FIFA

ତୃତୀୟ ପକ୍ଷର ଅତ୍ୟଧିକ ହସ୍ତକ୍ଷେପ ଦର୍ଶାଇ ନିଲମ୍ବନ

Uncertainty Over FIFA U17 Women's World Cup In Bhubaneswar After AIFF Suspended
ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍‌ !

 ଭୁବନେଶ୍ୱରରେ ମହିଳା ଫୁଟବଲ୍‌ ବିଶ୍ୱକପ୍‌ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅଲ୍ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ ସସ୍‌ପେଣ୍ଡ୍‌ ହେବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି।

CWG
CWG: ୨୨ ସ୍ୱର୍ଣ୍ଣ - ୧୬ ରୌପ୍ୟ -୨୩ ବ୍ରୋଞ୍ଜ୍ ପଦକ ସହ ଚତୁର୍ଥ ସ୍ଥାନରେ ଭାରତ

୯୨ ପଦକ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କଲା କାନାଡ଼ା । ଏହାପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ ।

Indian Boxer Amit Panghal And Nitu Ganghas Wins gold
ଭାରତ ପାଇଁ ଗର୍ବର ଦିନ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବକ୍ସିଂରେ ଦୁଇଟି ଓ ଟ୍ରିପଲ୍ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତକୁ ମିଳିଲା ଦୁଇଟି ସ୍ୱର୍ଣ୍ଣ। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରିପଲ୍ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଜିତିଛି।

India Vs West Indies
ୱେଷ୍ଟଇଣ୍ଡିଜ୍‌କୁ ହରାଇ ସିରିଜ୍ କବ୍‌ଜା କଲା ଭାରତ

୫ ଟିକିଆ ଟି-୨୦ ସିରିଜ୍‌ରେ ୩ଟି ମ୍ୟାଚ୍ ଜିତି ସିରିଜ୍ କବ୍‌ଜା । ଚତୁର୍ଥ ମ୍ୟାଚ୍‌ରେ ୱେଣ୍ଟଇଣ୍ଡିଜ୍‌କୁ ୫୯ ରନ୍‌ରେ ହରାଇଲା ଭାରତ ।

CWG
CWG: ଭାରତ ପାଇଁ ପଦକ ବର୍ଷା ! ଗୋଟିଏ ଦିନରେ ୪ ସ୍ୱର୍ଣ୍ଣ ସହ ୧୪ ପଦକ

୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ, ୭ଟି ବ୍ରୋଞ୍ଜ ସହ ମିଳିଲା ମୋଟ ୧୪ ପଦକ । କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍‌ରେ ଗୋଟିଏ ସ୍ୱର୍ଣ୍ଣ । ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ ।

Vinesh Phogat
ଇତିହାସ ରଚିଲେ ଭିନେଶ ଫୋଗଟ

ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ।

Bajrang Punia
CWG: ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ, ଗୋଟିଏ ଦିନରେ ୩ ସ୍ୱର୍ଣ୍ଣ ସହ ୬ ଟତି ପଦକ ପାଇଲା ଦେଶ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।

Special story
ଖେଳ ବିଗାଡ଼ିଲା ଢିଲା ପ୍ୟାଣ୍ଟ୍‌ : ରେସରେ ସବୁଠାରୁ ପଛରେ ପଡ଼ିଗଲେ ଖେଳାଳି

ଢିଲା ପ୍ୟାଣ୍ଟ୍‌ ପାଇଁ ରେସ୍‌ ହାରିଗଲେ ଖେଳାଳି ।

Women athletic of india in commonwealth games
କମନ୍‌ୱେଲଥ୍‌ ଗେମ୍ସ୍‌ରେ ମହିଳା ଗ୍ୟାଙ୍ଗ୍

କମନ୍‌ୱେଲ୍‌ଥ୍‌ ଗେମ୍ସରେ ଚଳିତ ବର୍ଷ ଭାରତର ଏକ ମଜଭୁତ୍ ଦଳ ବର୍ମିଂହାମ୍‌ରେ ପହଞ୍ଚିଛି। ଅନେକ ମହିଳା ଆଥ୍‌ଲେଟ୍ ମଧ୍ୟ ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଏଥିରେ ଜଡିତ ଭାରତୀୟ ମହିଳା ଆଥଲେଟ୍‌ମାନଙ୍କ ବିଷୟରେ ଜାଣିନେବା।

Nepal vs Bangladesh Match
କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ

ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି।

Commonwealth Games 2022
କମନ୍‌ୱେଲ୍ଥ ଗେମ୍‌ରେ ଭାରତର ମେଡାଲ ବର୍ଷା; ଦିନକରେ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ

ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ମିଳିଛି । 

IND vs PAK
ଏସିଆ କପ୍‌ରେ ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ

ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।

Commonwealth Games 2022: Sprinter Dutee Chand To Run On Track Today
Commonwealth Games: ଆଜି ଟ୍ରାକ୍‌ରେ ଦୌଡ଼ିବେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ଆଜି ସନ୍ଧ୍ୟା  ୫ଟା ୧୭ରେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଟ୍ରାକରେ ଦୌଡ଼ିବେ। ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଅନେକ ସମ୍ଭାବନା ରହିଛି।

Commonwealth Games 2022: Third gold for India
ପଦକ ଉପରେ ପଦକ ବର୍ଷା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶେଉଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି।