• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

coronavirus-2
କରେ।ନା ଟିକା ବଂଟନ ପ୍ରକ୍ରିୟା : ରାଜ୍ୟରେ ଟାସ୍କଫେ।ର୍ସ ଗଠନ ପ୍ରକ୍ରିୟା ଶେଷ ବେ।ଲି ସୂଚନା ଦେଲେ ବିଜେଡି ସାଂସଦ ଚନ୍ଦ୍ରଶେଖର

ସାରା  ଦେଶରେ କରେ।ନା ଟିକାକୁ ନେଇ ଅନିଶ୍ଚିତତା  ଲାଗି ରହିଛି । ତେବେ କରେ।ନା ଟିକା ଆସିବା ପୂର୍ବରୁ ନିଜ ନିଜ  ରାଜ୍ୟକୁ ଟିକା ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଜେ।ରଦାର ଦାବି କରାଯାଇଛି

  • Wednesday, 30 June 2021