ପଞ୍ଚାୟତ ଇଲେକ୍ସନ୍ରେ ଡିଜିଟାଲ କ୍ୟାମ୍ପେନ୍କୁ ଧୋକ୍କା ଦେଇଛି ନେଟ୍ୱାର୍କ । କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ ।
Published: Satyendu Shekher Mishra
Last updated: 28 January 2022, 09:10 PM IST
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।