ଚୂଡାନ୍ତ ହୋଇଛି ପ୍ରାର୍ଥୀ ତାଲିକା ଓ୍ୱାର୍ଡମେମ୍ବର, ସରପଞ୍ଚ ଓ ସମତିସଭ୍ୟ ପ୍ରାର୍ଥୀଙ୍କୁ ମିଳିଛି ନିର୍ବାଚନୀ ଚିହ୍ନ। ପଞ୍ଚାୟତ ନିର୍ବାଚନ ମଇଦାନର ଚିତ୍ର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି କ୍ୟାମ୍ପେନିଂ। ମୋହନା ନିର୍ବାଚନ ମଣ୍ଡଳୀର ପିଣ୍ଡିକି ପଞ୍ଚାୟତରେ କାନ୍ଥରେ ଲାଗୁଛି କେଟଲି ଚିହ୍ନ ଥିବା ପୋଷ୍ଟର।
ଆଉ ଚାଷୀ ପାଳୁଛନ୍ତି ସାଧାରଣତନ୍ତ୍ର ଦିବସ। ମଣ୍ଡିରୁ ଧାନ ନଉଠିବାକୁ ନେଇ ଏମିତି ଅଭିନବ ପ୍ରତିବାଦ କରିଛନ୍ତି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ବୁରୁଝରୀ ଅଞ୍ଚଳର ଚାଷୀ ଟୋକନ ପାଇ ମଣ୍ଡିରେ ଧାନ ରଖି ବସିଛନ୍ତି, କିନ୍ତୁ ମିଲରଙ୍କ ଦେଖାନାହିଁ ଆଉ ଯେଉଁ କାଁ ଭାଁ ମିଲର ଆସୁଛନ୍ତି, ଧାନ ଖରାପ ଥିବା ଆଳ ଦେଖାଇ କଟନୀ ଛଟନୀ ଦାବି କରୁଛନ୍ତି।
୩୨୬ ସମିତି ସଭ୍ୟ ଓ ୩୬୫୨୩ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।
ମଣ୍ଡିରୁ ଧାନ ନଉଠିବା ନେଇ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି ଚାଷୀ ଆନ୍ଦୋଳନ।
ଗତ ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା।
ଫେସବୁକ୍, ହ୍ୱାଟସପ୍, ଇନଷ୍ଟାଗ୍ରାମ, ଟୁଇଟର ଓ ଭିଡିଓ ମେସେଜ୍ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ରଣନୀତି ପ୍ରସ୍ତୁତ ହୋଇଛି।
ଚନ୍ଦ୍ରମାଙ୍କ ସାହସ ଓ ମନୋବଳକୁ ମାନିବାକୁ ପଡ଼ିବ। ନିଜେ ଦିବ୍ଯାଙ୍ଗ। ବାପ ଛେଉଣ୍ଡ ଆଉ ଘରର ବଡ଼ ଝିଅ। ନିଜେ ଖଟି ଭାଇଭଉଣୀଙ୍କୁ ବଡ଼ କରିଛନ୍ତି। ପରିବାର ଚଳାଇଥିଲେ। ଏବେ ସେ ଗୋଡ଼ କାଢ଼ିଛନ୍ତି ପଞ୍ଚାୟତ କଥା ବୁଝିବେ, ଲୋକଙ୍କ ସେବା କରିବେ। ଏବେ ସେ ସରପଞ୍ଚ ପ୍ରାର୍ଥିନୀ।
ଦୁର୍ଘଟଣାରେ ହାତ ହରାଇଛନ୍ତି ସତ, ହେଲେ ହରାଇନାହାନ୍ତି ଆତ୍ମବିଶ୍ୱାସ।
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଧରଣର ଝଟକା । ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ । ଗାନ୍ଧୀ ପରିବାରର ଅନ୍ୟତମ ଅନୁଗତ କୁହାଯାଉଥିବା ଆରପିଏନ୍ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ।
ଗତକାଲିଠାରୁ ରୀନାଙ୍କର କୌଣସି ଖବର ମିଳୁନଥିବା ଅଭିଯୋଗ କରିଛନ୍ତି।
'ଯେଉଁ ସ୍ଥାନରୁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇ ନାହିଁ ବା ତ୍ରୁଟି କାରଣରୁ ନୋମିନେସନ ଖାରଜ ହୋଇ ଯାଇଛି ସେଠି ଆଉ ଥରେ ନୋମିନେଶନ ପାଇଁ ସୁଯୋଗ ରହିଛି
ପଞ୍ଚାୟତ ନିର୍ବାଚନ ଲାଗି ଯେଉଁଠି ପ୍ରାର୍ଥିପତ୍ର କେହି ଦାଖଲ କରି ନାହାନ୍ତି କିମ୍ବା ଯେଉଁ ସ୍ଥାନରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଛି, ସେହି ସ୍ଥାନରେ ଆଉଥରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବିଜେପି ଅଫିସରେ ଜଣେ ଯୁବତୀ ଭଙ୍ଗାରୁଜା କରିଛନ୍ତି।
ପଞ୍ଚାୟତ ନିର୍ବାଚନ ପାଇଁ ଆଗ୍ରହ ସହିତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ଏବେ ଏବେ ନିଜ ନିଜ ଭିତରେ ଆପୋଷ ବୁଝାବଣା କରି ପ୍ରତ୍ୟାହାର କରୁଛନ୍ତି ପ୍ରାର୍ଥୀପତ୍ର...
ଭୋଟ୍ ପାଇଁ ବାଜିରେ ଲାଗିଛି ସମ୍ପର୍କ, ପଞ୍ଚାୟତ ଦଖଲ ପାଇଁ ଝାଳବୁହା ସଂଘର୍ଷ।
ଭୋଟ୍ ପାଇଁ ବାଜିରେ ଲାଗିଛି ସମ୍ପର୍କ, ପଞ୍ଚାୟତ ଦଖଲ ପାଇଁ ଝାଳବୁହା ସଂଘର୍ଷ।
ସମିତି ସଭ୍ୟ ପ୍ରାର୍ଥୀ ହେଲେ ସପ୍ଟୱେର ଇଂଜିନିୟର ଛାତ୍ରୀ । ନିଜ ପଞ୍ଚାୟତର ସମସ୍ୟାକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ଜିତିବାକୁ ପ୍ରୟାସ ।
ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଲୋକେ ବିରୋଧ କରିଛନ୍ତି। ଶୁଭ ଦେଇ କାମ କରିବାକୁ ଭୁଲି ଯାଇଥିବାରୁ ବିଧାୟକଙ୍କୁ ପଞ୍ଚାୟତରେ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି।
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଉଭୟ ବିଜେପି ଓ ବିଜେଡି ଏହି ଦାବି ଯଥାର୍ଥ ବୋଲି କହିଛନ୍ତି ।
ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ I ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଅଭିଯୋଗ ଘଟଣାର କରିବେ ପ୍ରତିବାଦ। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଲା । ଯାଞ୍ଚବେଳେ କଟିଲା ମାତ୍ର ମାତ୍ର ୮ହଜାର ୬ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର
ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ନାମାଙ୍କନ ପତ୍ର ଯାଞ୍ଚ ବେଳେ ମାତ୍ର ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟି ଯାଇଥିବା ସୂଚନା ମିଳିଛି।
ପଞ୍ଚାୟତ ନିର୍ବାଚନର ମଉକାବେଳେ ସରକାର ଓ ସରକାରୀ ଅବ୍ୟବସ୍ଥାର ତଣ୍ଟି ଧରିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ। ଶୁଣାଇଛନ୍ତି ଚରମ ନିଷ୍ପତ୍ତି।
ପ୍ରାୟ ସାଢେ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ହେବାକୁ ଯାଉଛି। ଏଥର କାଉନସିଲ୍ର ଓ କର୍ପୋରେଟର ପଦ ସହ ପୌରାଧ୍ୟକ୍ଷ ଓ ମେୟର ପାଇଁ ସିଧାସଳଖ ଭୋଟ ନିଆଯିବ।
ନାକଚ ହୋଇଗଲା ସମିତି ସଭ୍ୟା ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ସେ ଧାରଣାରେ ବସିଛନ୍ତି ।