ମୁଁ ବେପାରୀ ନୁହେଁ ଡିଲ୍ କରିବି, ଟିକେଟ୍ ଦେବାର ଦାୟିତ୍ୱ ପିସିସି ସଭାପତିଙ୍କର...ମୋର ଖଣି ନାହିଁ କି ମିଡ଼ିଆ ନାହିଁ କି ପେପର୍ ବି ନାହିଁ...ମୁଁ ନିରବ ରହିଛି ନହେଲେ ଅନେକଙ୍କ ମୁଖା ଖୋଲିଯିବି । ଏହାସହ ଶୁଣନ୍ତୁ ସେ କଣ କଣ କହୁଛନ୍ତି