• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Badri Patra
ରାଜନୀତିରେ ଯୁବବର୍ଗଙ୍କୁ ନେଇ ବଦ୍ରୀ ପାତ୍ରଙ୍କ ବଡ଼ ବୟାନ

ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ । 

Yashwant sinha
ଯଶୱନ୍ତ ସିହ୍ନା ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ

NCP ସୁପ୍ରିମୋ ଶରଦ ପାୱାରଙ୍କ ଉପସ୍ଥିତିରେ ଖାର୍ଗେଙ୍କ ଘୋଷଣା । ଆଜି ପୂର୍ବାହ୍ନରେ TMCରୁ ଇସ୍ତଫା ଦେଇଥିଲେ ଯଶୱନ୍ତ ସିହ୍ନା

  • Tuesday, 21 June 2022
AICC calls all nine MLAs from Odisha to Delhi for meeting
ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ AICCର ଦିଲ୍ଲୀ ଡାକରା

AICC ପକ୍ଷରୁ ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି...

Special story
ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ପ୍ରତି ବିପଦ ଘନେଇଲା : ମିଳୁନାହାନ୍ତି ଶିବସେନାର ୧୦ରୁ ୧୨ ବିଧାୟକ

ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା

Naveen Patnaik
୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ

ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍‌କୁ ତାଙ୍କୁ ନିମନ୍ତ୍ରଣ କରଯାଇଛି ।

Naveen Patnaik
ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ, ପୋପ୍‌ଙ୍କୁ ଭେଟିବା ସହ WFPରେ ସାମିଲ ହେବେ ନବୀନ

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ରୋମ୍‌ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସାଙ୍ଗରେ କେହି ମନ୍ତ୍ରୀ ଯାଇନଥିବାରୁ ତେଜିଲା ରାଜନୀତି ।

MLA Shocked
ପ୍ରକଳ୍ପ ଉଦ୍‌ଘାଟନରେ ହଟହଟା ହେଲେ ପାରାଦୀପ ବିଧାୟକ

ରାହାମା-ଖୋସାଲପୁର ସେତୁରେ ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନ କରିବା ବେଳେ ବିଧାୟକ ହଟହଟା ହୋଇଛନ୍ତି ।

CM Naveen Patnaik
ନବୀନଙ୍କ ଇଟାଲୀ ଗସ୍ତ; ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରୀକରଣ ନେଇ ଦେବେ ବାର୍ତ୍ତା

ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

Bijay Shankar Das
ପ୍ରେମିକାକୁ ପ୍ରତାରଣା ବିିବାଦରେ ଛନ୍ଦିହୋଇ ପଡିଛନ୍ତି ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସ

ବିଜୟଶଙ୍କରଙ୍କ ନାଁରେ ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ତାଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

Bijay Shankar Das
ବଢୁଛି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ! ଠକେଇ-ପ୍ରତାରଣା-ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ

ପ୍ରେମିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ, ପୋଲିସର ତଦନ୍ତ । ଅଭିଯୋଗ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ, ଘେରିଲେ ବିରୋଧୀ ।

Bijay shankar Das
ଗର୍ଲଫ୍ରେଣ୍ଡଙ୍କୁ ବାହା ହେବା ପାଇଁ ରାଜି, କହିଲେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର

ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର ।

naveen Meets Pope
୧୩ ଦିନିଆ ବିଦେଶ ଗସ୍ତ ପାଇଁ ଓଡ଼ିଶା ଛାଡ଼ିଲେ ନବୀନ

ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ।

Congress Leader rahul gandhi
କୃଷି ଆଇନ୍‌ ପରି 'ଅଗ୍ନିପଥ'କୁ ବି ପ୍ରତ୍ୟାହୃତ କରିବାକୁ ବାଧ୍ୟ ହେବେ କେନ୍ଦ୍ର ସରକାର: ରାହୁଲ ଗାନ୍ଧୀ

ଏହି ଯୋଜନାକୁ ବିରୋଧ କରି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।

Education
ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ଗୋଟିଏ ବ୍ଲାକ୍‌ବୋର୍ଡରେ ୨ଟି କ୍ଲାସ୍‌କୁ ପଢ଼ାଉଛନ୍ତି ୨ ଶିକ୍ଷୟତ୍ରୀ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ 

Pramila Mallik
ସମ୍ଭାବ୍ୟ ବାତ୍ୟା-ବନ୍ୟା ମୁକାବିଲା ପାଇଁ ପିଇବା ପାଣି-ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ

ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ । 

MLA Bijay shankar Das
ପ୍ରେମିକାଙ୍କୁ ଠକିଦେଲେ ବିଧାୟକ ! ବାହା ହେବାକୁ ଆସିଲେନି ସବ୍‌ରେଜିଷ୍ଟ୍ରୀ ଅଫିସ୍‌

ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।

Renuka
କଂଗ୍ରେସ ନେତ୍ରୀଙ୍କ ଭିଲିଆନ୍‌ ଷ୍ଟାଇଲ୍, ପୋଲିସ କର୍ମଚାରୀଙ୍କ ସାର୍ଟ କଲର ଧରି ଝିଙ୍କିଲେ ! ଦେଖନ୍ତୁ ଭିଡିଓ..

ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।

Smriti Irani
ଗାନ୍ଧି ପରିବାରକୁ ସ୍ମୃତି ଇରାନିଙ୍କ କଡ଼ା ସମାଲୋଚନା, ବେଆଇନ୍ ସମ୍ପତ୍ତିର ସୁରକ୍ଷା ପାଇଁ କଂଗ୍ରେସର ଆନ୍ଦୋଳନ

କେବଳ ରବର୍ଟ ଭଦ୍ରା ନୁହଁ, ପୁରା ଗାନ୍ଧି ପରିବାର ହିଁ ରିଅଲ ଇଷ୍ଟେଟ କାରବାର ପ୍ରତି ମୋହଗ୍ରସ୍ତ ଥିଲା ବୋଲି କହି କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ।

 Bikram Arukha elected unopposed as Speaker of Odisha Assembly
ବିକ୍ରମ କେଶରୀ ଆରୁଖ ହେଲେ ନୂତନ ବାଚସ୍ପତି, ଦେଖନ୍ତୁ ସେହି ସମୟର ଦୃଶ୍ୟ....

ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଗତ ୪ ତାରିଖରେ ଅସୁସ୍ଥତା ପାଇଁ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଗତ ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ଏଥିପାଇଁ ନାମାଙ୍କନ ଦାଖଲ କରିଥିଲେ । ଯାହା ପରେ ଏବେ ବିକ୍ରମ କେଶରୀ ଆରୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

Special story
BREAKING : ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି ।

Bikram Arukha files nomination for Odisha Assembly Speaker post
ଆଜି ବାଚସ୍ପତି ନିର୍ବାଚନ; ବିଧିବଦ୍ଧ ଭାବେ ନିର୍ବାଚିତ ହେବେ ବିକ୍ରମ କେଶରୀ ଆରୁଖ

ଆଜି ବାଚସ୍ପତି ନିର୍ବାଚନ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବାର ସୂଚନା।

Rahul Gandhi should admit embezzlement of 500 crores, says BJP spokesperson Sambit Patra
‘ନାଟକବାଜି ନ କରି EDରେ ହାଜର ହୁଅନ୍ତୁ ରାହୁଲ’

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ସମନକୁ ନେଇ ତେଜିଲା ରାଜନୀତି । ରାଜନୀତି ନ କରି ରାହୁଲ ଇଡି ଆଗରେ ହାଜର ହୁଅନ୍ତୁ ବୋଲି ବର୍ଷିଲେ ସମ୍ବିତ ।

General Elections
୨୪ ରେ କିଏ ଫୁଙ୍କିବ ମନ୍ତ୍ର ଆଉ କାହାର ବାଜିବ ବାଜା?

୨୪ ନିର୍ବାଚନ ପାଇଁ ହାତରେ ହାତରେ ଆଉ ମାତ୍ର ଦୁଇ ବର୍ଷ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ପରେ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।

Mamata Banerjee
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ : ୨୨ ନେତାଙ୍କୁ ଚିଠି ଲେଖିଲେ ମମତା

ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀକୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି