/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664452733.jpeg)
ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664452733.jpeg)
1/7
ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାରେ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା। ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664453165.jpeg)
2/7
ନଡ୍ଡାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋଚିତ୍ର ପ୍ରଦାନ କରିବା ଅବସରରେ.. ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ପ୍ରମୁଖ ନେତା ଉପସ୍ଥିତ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664453354.jpeg)
3/7
ନଡ୍ଡା ଉଦବୋଧନ ଦେଇ କଂଗ୍ରେସର କଡ଼ା ସମାଲୋଚନା କରିବା ସହ ରାଜ୍ୟର ବିଜେଡି ସରକାର ଉପରେ ବର୍ଷିଛନ୍ତି। ଏହାସହ ବିଜେପିର ଆଗାମୀ କାର୍ଯ୍ୟପନ୍ଥା ଉପରେ ସୂଚନା ଦେଇଛନ୍ତି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664455006.jpeg)
4/7
ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେବା ଅବରସରେ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664455305.jpeg)
5/7
ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ କହିଛନ୍ତି- 'ଆମେ ଗ୍ରାଉଣ୍ଡଫ୍ଲୋରରେ କାମ କରୁ, ଥାର୍ଡ ଫ୍ଲୋରରେ ନୁହଁ... ବିଜେପି ଏକମାତ୍ର ପାର୍ଟି ଯାହା ଦେଶ ପାଇଁ, ଦେଶବାସୀଙ୍କ ପାଇଁ କାମ କରେ'
6/7
ସମ୍ମିଳନୀରେ ଯୋଗଦେଇ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶାସକ ଦଳ ଉପରେ ବର୍ଷିଛନ୍ତି ଓ ୨୦ ବର୍ଷ ଶାସନ କରୁଥିବା ଦଳର ଡର ଅଛି କି ପଚାରିଛନ୍ତି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664455839.jpeg)
7/7
ନଡ୍ଡାଙ୍କ ସଭାରେ ବିଜେପିର ତୁଙ୍ଗ ନେତା, ହଜାର ହଜାର କର୍ମୀ ଓ ସମର୍ଥକ ସାମିଲ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)