କଂଗ୍ରେସ ପାଇଁ ଅଡୁଆ ଦଳୀୟ ଅର୍ନ୍ତକନ୍ଦଳ । ଗେହଲୋଟଙ୍କ ଗେମ ପ୍ଲାନ୍ ବୁମେରାଂ ! ତାଙ୍କୁ ବୁଡ଼ାଇଦେବ କି ଦୁଇଟି ଡଙ୍ଗାରେ ପାଦ ରଖିବାର ଜିଦ୍? କଂଗ୍ରେସ ସଭାପତି ରେସରୁ ବାଦ୍ ପଡ଼ିବେ କି ରାଜସ୍ଥାନ ସିଏମ୍ ? ଗୋଟିଏ ପଟେ କଂଗ୍ରେସ ସଭାପତି ପଦ, ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନ । ଉଭୟ ପଦକୁ ଆବୋରିବାର ଇଚ୍ଛା ଏବଂ ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସମର୍ଥକ ବିଧାୟକଙ୍କୁ ଅସ୍ତ୍ର କରିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ମହଙ୍ଗା ପଡ଼ିପାରେ ।
Published: Satyendu Shekher Mishra
Last updated: 27 September 2022, 10:17 PM IST
ହମ୍ ଦୋନୋ ସାଥ୍ ସାଥ୍... ଜିତେଙ୍ଗେ ହମ୍ ହାରେଙ୍ଗେ ହମ୍... ମୁଖ୍ୟମନ୍ତ୍ରୀ ଥିବାବେଳେ ଛାଇ ହୋଇଥିଲି, ପଦ ଯିବା ପରେ ବି ନବୀନଙ୍କ ସାଥୀରେ ସେମିତି ଅଛି...ଏବେ ବି ଏକ୍ ନବୀନ- ପାଣ୍ଡିଆନ୍...