ରାଜନୈତିକ ବିଶେଷଜ୍ଞ କହିଲେ ୨୫ ବର୍ଷ ପୂର୍ତ୍ତି ପାଳନ ଓ ୨୪ ନିର୍ବାଚନ ପାଇଁ ଜରୁରୀ ଯୁବ ଚେହେରା
ବିଜେପିର ଅପରେସନ୍ ଲୋଟସ୍ ଫେଲ୍: ଆପ୍
ଗେହଲୋଟ୍ ଗାନ୍ଧୀ ପରିବାରର ଅତି ବିଶ୍ୱସ୍ତ ହୋଇଥିବା ବେଳେ ଦଳର ବି ଜଣେ ସର୍ବମାନ୍ୟ ନେତା । ତେଣୁ ତାଙ୍କୁ ଆଗରେ ରଖି ଦଳ ପରିଚାଳନା ଲାଗି ଗାନ୍ଧୀ ପରିବାର ଚିନ୍ତା କରୁଥିବା କୁହଯାଉଛି ।
କପିଲ ସିବଲଙ୍କଠୁ ଗୁଲାମନବୀ ଯାଏଁ ଦଳ ଛାଡ଼ିଛନ୍ତି ।
କେବେ ତୁଟିବ କଂଗ୍ରେସରେ କଳି। ଗୋଡ଼ିଆ ଗୋଡି ହୋଇ କଳି ଲାଗି ରହିଛି। ଏବେ ଅଡୁଆ ସୂତାରେ ଘାଣ୍ଟି ହେଉଛନ୍ତି କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। କାହିଁକି, କଣ ପାଇଁ ବିବାଦ ପିଛା ଛାଡୁନି..
CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ।
୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିବ କି କଂଗ୍ରେସ? ୯ରୁ ୯୦ ବିଧାନସଭା ଆସନର ଟାର୍ଗେଟ୍ ରଖିଥିବା ଦଳ ଏଥିରେ କେତେଦୂର ସଫଳ ହେବ? ଏଭଳି ଚର୍ଚ୍ଚା ଭିତରେ ଆଲୋଡନ ସୃଷ୍ଟି କରିଛି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବୟାନ। କହିଛନ୍ତି, ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ପାଇଁ ଏକଜୁଟ୍ ନହେଲେ ଭଗବାନ ବି ଦଳକୁ ବଞ୍ଚାଇ ପାରିବେନି।
ବରପୁତ୍ର-ସ୍ୱାଧୀନତା ସଂଗ୍ରାମୀ-ଐତିହ୍ୟସ୍ଥଳ ଓ ଐତିହାସିକ ଘଟଣାକୁ ଗୁରୁତ୍ୱ । ୪ କ୍ୟାଟାଗୋରିରୁ ନାଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ।
ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ କି ୨୦୨୪ ? ଏକଜୁଟ୍ ନହେଲେ ଭଗବାନ ବି ସାହାଯ୍ୟ କରିବେନି-ଜୟଦେବ ଜେନା ।
ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ମୟୂରଭଞ୍ଜରେ କଚ୍ଚା ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଛି କହିଲେ ସମୀର ମହାନ୍ତି ।
‘୨୦୨୪ ପାଇଁ ଏକଜୁଟ୍ ନହେଲେ ଆମକୁ କେହିବି ସାହାଯ୍ୟ କରିପାରିବେନି। ଏପରିକି ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି।’ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି
କାହିଁକି ହାତ ଛାଡ଼ିଲେ ଜୟବୀର ଶେରଗିଲ ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।
ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ ।
ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।
ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।
ଛତିଶଗଡ଼ ସହିତ ସମନ୍ୱୟର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୁଲ୍ କର୍ଭର ଉଲ୍ଲଂଘନ ଓ ବନ୍ଧବାଡ଼ର ଠିକ୍ ସମୟରେ ମରାମତି ନ ହେବାରୁ ବନ୍ୟା ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା
ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।