• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Planning panel chiefs for 30 districts appointed by Odisha govt
୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ

ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଅନ୍ୟ ସବୁ ଜିଲ୍ଲାର ଦାୟିତ୍ୱ ମିଳିଛି। 

Know The Assets Of Odisha Health Minister
ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ପତ୍ତି ୬୪ କୋଟି ୯୭ ଲକ୍ଷ,ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ନାଁରେ ୬୫ ଗାଡ଼ି

ସିଏମ୍ଓ ୱେବ୍‌ସାଇଟ୍‌ରେ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି।

Sachin Pilot- Gehlot
ଗେହଲଟ ଧରିପାରନ୍ତି କଂଗ୍ରେସ ମଙ୍ଗ, ଛାଡ଼ିବେ ମୁଖ୍ୟମନ୍ତ୍ରୀ ପଦ; ପାଇଲଟ ହେବେ କି ମୁଖ୍ୟମନ୍ତ୍ରୀ ?

ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।

Soumya Ranjan Patnaik
ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ?

କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?

Soumya Ranjan Patnaik
ସରକାରଙ୍କ ଗୁମର ଖୋଲିଦେଲେ ସୌମ୍ୟ; କହିଲେ ‘ଏଠି ମନ୍ତ୍ରୀଙ୍କ କିଛି ପାୱାର ନାହିଁ’

କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?

Special story
ଭୁବନେଶ୍ୱର କ୍ଲବ୍ ଦଖଲ ଲାଗି କସରତ : ପୂର୍ବତନ ମୁଖ୍ୟ ସଚିବ ଭର୍ସେସ୍ ପୂର୍ବତନ ଆଇଏଏସ୍

ସେପ୍ଟେମ୍ବର ୨୪ରେ କ୍ଲବ୍ ପରିଚାଳନା କମିଟିର ନିର୍ବାଚନ

UP Assembly
ମହିଳାଙ୍କ ଦିନ ! ବିଧାନସଭାରେ କେବଳ ମହିଳା ହିଁ ପ୍ରଶ୍ନ କରିବେ ମତ ରଖିବେ, ଆଉ ସବୁ ଚୁପ୍‌

ସବୁ ମହିଳା ବିଧାୟକମାନଙ୍କୁ କହିବାର ସୁଯୋଗ ମିଳିବ  । ଉତ୍ତରପ୍ରଦେଶ ବିଧାନସଭାରେ ୪୭ ମହିଳା ବିଧାୟକ ଅଛନ୍ତି  ।

Pradeep Panigrahi
ପ୍ରଦୀପ କାଳ ହେବେକି ବିଜେଡି ଦଳ ପାଇଁ

ଗୋଟିଏ ପଟେ ଜନସଂପର୍କ ଯାତ୍ରାରେ ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତି ପ୍ରଦର୍ଶନ । ଅନ୍ୟପଟେ ଏହାକୁ କାଉଣ୍ଟର କରି ଭୁବନେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ । ପ୍ରଦୀପଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଆଉ ଅଫିସରଙ୍କୁ ସମାଲୋଚନା । ଏଣେ ରାଜଧାନୀରେ ପ୍ରଦୀପଙ୍କୁ ବିଜେଡି ନେତାଙ୍କ ସିଧାସଳଖ ଟାର୍ଗେଟ୍ ।

congress
କଂଗ୍ରେସ ମଙ୍ଗୁଆଳକୁ ନେଇ ହେବକି ଗୋଷ୍ଠୀ ଯୁଦ୍ଧ

ଅଶୋକ ଗେହେଲଟ୍ ବନାମ ଶଶି ଥରୁର୍ । କଂଗ୍ରେସ ମଙ୍ଗୁଆଳକୁ ନେଇ ବିବାଦ ଆରମ୍ଭ ହେବାକୁ ଲାଗିଲାଣି । ଏବେ ହେବକି ଗୋଷ୍ଠୀ ଯୁଦ୍ଧ

IAS Officer's Property
IAS ବାବୁଙ୍କ କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, କାହିଁକି ଲୁଚାଉଛନ୍ତି ତଥ୍ୟ ? ଆସନ୍ତୁ ଜାଣିବା..

ବାବୁ କାହିଁକି ଲୁଚାଉଛନ୍ତି ଅସ୍ଥାବର ସମ୍ପତ୍ତି ତାଲିକା ? ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ ।

Pradeep Panigrahi
ସରଗରମ ଗଞ୍ଜାମ ରାଜନୀତି ! ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡିର ମିଶ୍ରଣ ପର୍ବ, ମୁହଁ ଖୋଲିଲେନି ଗୋପବନ୍ଧୁ

ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି ।

NMA Srimandir
ଧର୍ମର ଜୟ କହିଲେ ଅପରାଜିତା, ଏକାମ୍ର-କୋଣାର୍କ ସୌନ୍ଦର୍ଯ୍ୟକରଣକୁ NMAର ଅନୁମତି

ଅଧା ପ୍ରକଳ୍ପର ଡିପିଆର ସଂଶୋଧନ ନିର୍ଦ୍ଦେଶ । ନିୟନ୍ତ୍ରିତ ଅଞ୍ଚଳରେ ହେବ ଅନନ୍ତ ବାସୁଦେବ ରୋଷଘର  ।

Laxman Singh
ଚାଲିଲେ ଦେଶ ବୁଲିବା ହୁଏ, କେହି ପ୍ରଧାନମନ୍ତ୍ରୀ ହୁଅନ୍ତି ନାହିଁ: କଂଗ୍ରେସ ନେତା ଲକ୍ଷ୍ମଣ ସିଂହ

କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।

congress
ଡବଲ ଗେମ୍ ଖେଳୁନାହିଁ ତ ଗାନ୍ଧି ପରିବାର ?

ରାହୁଲ ସଭାପତି ପଦ ଲାଗି ଆଦୌ ଉଚ୍ଛୁକ ନଥିବା ତାଙ୍କ ନିକଟ ମହଲରୁ ସୂଚନା ମିଳିଛି ।

Bhubaneswar MP Aparajita Sarangi
ସରକାରଙ୍କୁ ଅପରାଜିତାଙ୍କ ଗୁଗ୍‌ଲି ! କହିଲେ ଆଗରୁ ନିୟମ ମାନିଥିଲେ ଏମିତି ସ୍ଥିତି ଆସିନଥାନ୍ତା

ଏହାର ଉଚ୍ଚତା ମଧ୍ୟ କମ କରିବାକୁ ଏନ୍ଏମ୍ଏ ପ୍ରସ୍ତାବ ଦେଇଛି । ଏନ୍ଏମ୍ଏର ସୁପାରିଶ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ।

Know about those 05 peoples who will process congress party president election
ଜାଣନ୍ତୁ ଏହି ୫ଜଣଙ୍କୁ ଯିଏ କରିବେ କଂଗ୍ରେସର ସଭାପତି ଚୟନ

ଅକ୍ଟୋବର ୧୭ ରେ ହେବେ କଂଗ୍ରେସର ସଭାପତି ଚୟନ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ସେମାନେ ନାମାଙ୍କନପତ୍ରରୁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଏବଂ ଦଳରେ ଅଂଶଗ୍ରହଣ କରିବା ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା କରିବେ। ଜାଣନ୍ତୁ କିଏ ଏମାନେ?

The politics of Jayanarayan Mishra's theory of crop yield is in full swing
ଜୟନାରାୟଣ ମିଶ୍ରଙ୍କ ଫସଲ ଅମଳ ଥିଓରୀକୁ ନେଇ ରାଜନୀତି ସରଗରମ

୨୪ ନିର୍ବାଚନ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।ଏବେ ସାର ଦିଆଯାଉଛି, ୨୪ରେ ଅମଳ ହେବ ବୋଲି କହିଲେ ଜୟନାରାୟଣ। ଜୟନାରାୟଣଙ୍କ ଫସଲ ଅମଳ ଥିଓରୀକୁ କଂଗ୍ରେସର କଟାକ୍ଷ। ୨୪ରେ ଲୋକେ ଏହାର ଜବାବ ଦେବେ ବୋଲି କହିଲା ବିଜେଡି।

Tara
ମୋକିମଙ୍କୁ ଟାର୍ଗେଟ୍‌ କଲେ ତାରା

କଂଗ୍ରେସ ବିରୁଦ୍ଧରେ କହିଲେ ଲୋକେ ମୋକିମଙ୍କୁ ଗ୍ରହଣ କରିବେନି । ବିଧାୟକ ମହମ୍ମଦ ମୁକିମଙ୍କୁ କାଉଣ୍ଟର କଲେ ବିଧାୟକ ତାରାପ୍ରସାଦ ବାହିନୀପତି ।

Tara Prasad Bahinipati, Mohammed Moquim
‘ମୋ ଉତ୍ତର ନ ମିଳିଲେ ମୁଁ କଂଗ୍ରେସ ଭବନ ଯିବିନି’

ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ତାରା-ମୋକିମ ।

Sura Routray
‘ରାହୁଲ ପିଏମ୍‌ ହେବେ, ଶରତ ସିଏମ୍ ହେବ’

କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଗୁଜବକୁ ନେଇ ଏମିତି କହିଲେ ବିଧାୟକ ସୁର ରାଉତରାୟ 

Jayanarayan Mishra
ଦିଲ୍ଲୀରେ ନଡ୍ଡା ଓ ଶାହାଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ ପରେ ଓଡ଼ିଶା ଫେରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

Tara-Moquim
କଂଗ୍ରେସ ବିଧାୟକ ମୋକିମ ଝାଡ଼ିଲେ ଅସନ୍ତୋଷ

ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବିନି, କେବଳ କଟକରେ ସୀମିତ ରହିବି କହିଲେ ମୋକିମ ।

bjp leader Jai Narayan Mishra
ଏବେ ସାର ପକାଇଛୁ, ୨୪ରେ ଫସଲ କାଟିବୁ-ଜୟନାରାୟଣ

ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଫେରିଛନ୍ତି କି ବିରୋଧୀ ଦଳ ନେତା ? ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କେନ୍ଦ୍ରୀୟ ନେତାଙ୍କ ଠାରୁ ମିଳିଛି କି କିଛି ଗୁପ୍ତମନ୍ତ୍ର ? ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ସ୍ୱରରେ ଏବେ ଦୃଢତା ଆଉ ବିଶ୍ୱାସ । ୨୦୨୪ ନିର୍ବାଚନରେ ରାଜ୍ୟରେ ଫସଲ କାଟିବ ବୋଲି ଦୃଢତାର ସହ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। 

Congress President Election
କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଥରୁର, ଗେହଲଟ; କିଏ ଧରିବ ମଙ୍ଗ ?

​ କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? କାହା ମୁଣ୍ଡରେ ବନ୍ଧାହେବ ଶିରପା ? ଅକ୍ଟୋବରରେ କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ ସ୍ଥିତି ବି ଗୋଳିଆ ଦିଶୁଛି।