ଡିସେମ୍ବର ୧ ଓ ୫ ତାରିଖରେ ୨ଟି ପର୍ଯ୍ୟାୟରେ ଭୋଟ୍ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହୋଇ ହିମାଚଳ ପ୍ରଦେଶ ସହ ଏକାସଙ୍ଗେ ଫଳାଫଳ ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ପ୍ରେସମିଟ୍ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଦୁର୍ନୀତି ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି ନିର୍ବାଚନ କମିଶନର ।
Published: Satyendu Shekher Mishra
Last updated: 03 November 2022, 10:54 PM IST
ହ୍ୱାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ । ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ମୁହାଁମୁହିଁ ହେଲେ ଦୁଇ ରାଷ୍ଟ୍ରପତି । ୟୁକ୍ରେନ ତୃତୀୟ ବିଶ୍ୱଯୁଦ୍ଧକୁ ଉସକାଉଛି ବୋଲି କହିଲେ ଟ୍ରମ୍ପ