ସରିଲା ଭୋଟ୍ । ଏବେ ଆକଳନ କ୍ଳୋଜ୍ ଫାଇଟ୍ରେ କାହାର ହେବ ଜିତାପଟ`? କାହିଁକି ନା ଏହି ରୋଚକ ଲଢ଼େଇ ଉପରେ ରହିଛି ସବୁ ଦଳର ଫୋକସ୍। ନିଜ ହାତରେ ଧାମନଗର ଥିବାରୁ ପୁଣିଥରେ ଏଠାରେ କେମିତି ପଦ୍ମ ଫୁଟିବ ସେଥିପାଇଁ ପୁରା ସାମର୍ଥ୍ୟର ସହ ଲଢ଼ିଛି ବିଜେପି। ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ।
Published: Satyendu Shekher Mishra
Last updated: 03 November 2022, 10:48 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।