Dhamnagar Bypoll
ପୋଲିସ-ପବ୍ଲିକ ଠେଲାପେଲା, ଭୋଟର-ପୋଲିଂ ଅଧିକାରୀ ହାତାହାତି। ଆଉ ଦଳ-ଦଳ ଏବଂ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପିଟାପିଟି। ବିଶୃଙ୍ଖଳା, ଏକାଧିକ ଗଣ୍ଡଗୋଳ ଓ ବହୁ ଉତ୍ତେଜନା ଭିତରେ ସରିଛି ଧାମନଗର ଉପନିର୍ବାଚନ। ବହୁ ଚର୍ଚ୍ଚିତ ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ତେବେ ଶାନ୍ତିପୂର୍ଣ୍ଣ ମତଦାନର କିଛି ସମୟ ପରେ ବିଭିନ୍ନ ସ୍ଥାନରୁ ଆସିଥିଲା ଗଣ୍ଡଗୋଳ ଓ ଉତ୍ତେଜନାର ଚିତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)