ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଦେଇଥିବା ଭାରତ ବିରୋଧୀ ବୟାନର ମୁହଁତୋଡ ଜବାବ ଦେଇଛି ଭାରତ । ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ପୁଣି ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ହେଲେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି।
ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଏହି ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା।
କେଉଁ ପରିସ୍ଥିତିରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ।
ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
କେଉଁ ମନ୍ତ୍ରୀ କେତେ ଧନୀ ? କାହା ପାଖରେ କେତେ ସୁନା, ଜମି, ଗାଡ଼ି, ବନ୍ଧୁକ ? ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା।
ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଅନ୍ୟ ସବୁ ଜିଲ୍ଲାର ଦାୟିତ୍ୱ ମିଳିଛି।
ସିଏମ୍ଓ ୱେବ୍ସାଇଟ୍ରେ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି।
ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।
କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?
କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?
ସେପ୍ଟେମ୍ବର ୨୪ରେ କ୍ଲବ୍ ପରିଚାଳନା କମିଟିର ନିର୍ବାଚନ
ସବୁ ମହିଳା ବିଧାୟକମାନଙ୍କୁ କହିବାର ସୁଯୋଗ ମିଳିବ । ଉତ୍ତରପ୍ରଦେଶ ବିଧାନସଭାରେ ୪୭ ମହିଳା ବିଧାୟକ ଅଛନ୍ତି ।
ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ
ଗୋଟିଏ ପଟେ ଜନସଂପର୍କ ଯାତ୍ରାରେ ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତି ପ୍ରଦର୍ଶନ । ଅନ୍ୟପଟେ ଏହାକୁ କାଉଣ୍ଟର କରି ଭୁବନେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ । ପ୍ରଦୀପଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଆଉ ଅଫିସରଙ୍କୁ ସମାଲୋଚନା । ଏଣେ ରାଜଧାନୀରେ ପ୍ରଦୀପଙ୍କୁ ବିଜେଡି ନେତାଙ୍କ ସିଧାସଳଖ ଟାର୍ଗେଟ୍ ।
ଅଶୋକ ଗେହେଲଟ୍ ବନାମ ଶଶି ଥରୁର୍ । କଂଗ୍ରେସ ମଙ୍ଗୁଆଳକୁ ନେଇ ବିବାଦ ଆରମ୍ଭ ହେବାକୁ ଲାଗିଲାଣି । ଏବେ ହେବକି ଗୋଷ୍ଠୀ ଯୁଦ୍ଧ
ବାବୁ କାହିଁକି ଲୁଚାଉଛନ୍ତି ଅସ୍ଥାବର ସମ୍ପତ୍ତି ତାଲିକା ? ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ ।
ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି ।
ଅଧା ପ୍ରକଳ୍ପର ଡିପିଆର ସଂଶୋଧନ ନିର୍ଦ୍ଦେଶ । ନିୟନ୍ତ୍ରିତ ଅଞ୍ଚଳରେ ହେବ ଅନନ୍ତ ବାସୁଦେବ ରୋଷଘର ।
କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।
ରାହୁଲ ସଭାପତି ପଦ ଲାଗି ଆଦୌ ଉଚ୍ଛୁକ ନଥିବା ତାଙ୍କ ନିକଟ ମହଲରୁ ସୂଚନା ମିଳିଛି ।
ଏହାର ଉଚ୍ଚତା ମଧ୍ୟ କମ କରିବାକୁ ଏନ୍ଏମ୍ଏ ପ୍ରସ୍ତାବ ଦେଇଛି । ଏନ୍ଏମ୍ଏର ସୁପାରିଶ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ।
ଅକ୍ଟୋବର ୧୭ ରେ ହେବେ କଂଗ୍ରେସର ସଭାପତି ଚୟନ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ସେମାନେ ନାମାଙ୍କନପତ୍ରରୁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଏବଂ ଦଳରେ ଅଂଶଗ୍ରହଣ କରିବା ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା କରିବେ। ଜାଣନ୍ତୁ କିଏ ଏମାନେ?
୨୪ ନିର୍ବାଚନ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।ଏବେ ସାର ଦିଆଯାଉଛି, ୨୪ରେ ଅମଳ ହେବ ବୋଲି କହିଲେ ଜୟନାରାୟଣ। ଜୟନାରାୟଣଙ୍କ ଫସଲ ଅମଳ ଥିଓରୀକୁ କଂଗ୍ରେସର କଟାକ୍ଷ। ୨୪ରେ ଲୋକେ ଏହାର ଜବାବ ଦେବେ ବୋଲି କହିଲା ବିଜେଡି।
କଂଗ୍ରେସ ବିରୁଦ୍ଧରେ କହିଲେ ଲୋକେ ମୋକିମଙ୍କୁ ଗ୍ରହଣ କରିବେନି । ବିଧାୟକ ମହମ୍ମଦ ମୁକିମଙ୍କୁ କାଉଣ୍ଟର କଲେ ବିଧାୟକ ତାରାପ୍ରସାଦ ବାହିନୀପତି ।
ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ତାରା-ମୋକିମ ।