ଝାରସୁଗୁଡ଼ା ଲଢ଼େଇରେ ପାର୍ଟି ନୁହେଁ ମାଟି ଚର୍ଚ୍ଚା । ବାହାର ଜିଲ୍ଲାର ବିଜେପି ଓ ବିଜେଡି ପ୍ରାର୍ଥୀ, କହିଲା କଂଗ୍ରେସ । ବିଜେପିର ମୁଖ୍ୟ ମୁଦ୍ଦା ନବ ହତ୍ୟା ଓ ଆଇନଶୃଙ୍ଖଳା । ଝାରସୁଗୁଡ଼ାରେ ବିକାଶ କାର୍ଡ ଖେଳୁଛି ଶାସକ ଦଳ ।
Published: Satyendu Shekher Mishra
Last updated: 13 April 2023, 09:26 PM IST
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।