ରାଜଧାନୀ ଜନ୍ମଦିନରେ ସାଂସଦ ପୁଣି ଅଲୋଡ଼ା । ପ୍ରତିଷ୍ଠା ଦିବସ ଉତ୍ସବକୁ ଡକାନଯିବାକୁ ନେଇ ତେଜିଲା ରାଜନୀତି । ସାମ୍ବିଧାନିକ ପଦର ଅବମାନନା କହି ବର୍ଷିଲେ ଅପରାଜିତା । ସଂସଦରେ ଆଣିବି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ କହିଲେ ଅପରାଜିତା ।
Published: Satyendu Shekher Mishra
Last updated: 13 April 2023, 09:22 PM IST
ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।